Browsing Category
ଅପରାଧ
କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ଗଳା…
କଟକ: କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ସଫଳ ହୋଇଛି ପୋଲିସର ଅପରେସନ। ଅଭିଯୁକ୍ତଙ୍କ ପାଖରେ ପହଂଚିବା ପାଇଁ ପୋଲିସର ଅପରେସନକୁ ବଖାଣିଛନ୍ତି କଟକ ଡିସିପି। ମାତ୍ର ଦୁଇ ଦିନରେ ହତ୍ୟାକାଣ୍ଡର ପର୍ଦ୍ଧାଫାସ କଲା କଟକ କମିଶନରେଟ ପୋଲିସ।୩୦ ରୁ ୩୫ ଘଣ୍ଟାରେ ତଦନ୍ତ କରି ଅଭିଯୁକ୍ତ…
ବନ୍ଧା ହେଲେ ଅତୁଲ ସୁବାସଙ୍କ ପତ୍ନୀ…
ବେଙ୍ଗାଳୁରୁ:ବନ୍ଧା ହେଲେ ଅତୁଲଙ୍କ ସ୍ତ୍ରୀ ନିକିତା । ଅତୁଲ ସୁବାସ ଜୀବନ ହାରିବା ଘଟଣାରେ ପୋଲିସ ନେଇଛି ବଡ଼ କାର୍ଯାନୁଷ୍ଠାନ।ନିକିତାଙ୍କ ସହ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି । ଅତୁଲ ସୁବାସଙ୍କ ମରିବା ପୂର୍ବରୁ ଭିଡିଓ ବାର୍ତ୍ତା ଓ ସୁଇସାଇଡ ନୋଟ ଆଧାରରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି…
ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣା:ମୃତ…
କଟକ:କଟକ ପରମହଂସ କାଠଯୋଡ଼ି ନଦୀ ପଠାରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ପୋଲିସର ତତ୍ପରତା। ତଦନ୍ତ ପାଇଁ କମିଶନରେଟ ପୋଲିସର ଏକ ସ୍ଵତନ୍ତ୍ର ଟିମ ଗଠନ ହୋଇଛି।ମୃତ ମହିଳାଙ୍କ ପରିଚୟ ପାଇଁ ରାଜ୍ୟର ସମସ୍ତ ଥାନାକୁ ଜାରି ହେଲା ମୃତ ମହିଳାଙ୍କ ଫୋଟୋ । ଅନ୍ୟପଟେ ପୋଷ୍ଟ ମର୍ତମ୍ ରିପୋର୍ଟକୁ ଅପେକ୍ଷା…
ଅସହ୍ୟ ହେଲା ପତ୍ନୀ…
ବେଙ୍ଗାଲୁରୁ: ପତ୍ନୀଙ୍କ ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା କଲେ ଯୁବ ଇଞ୍ଜିନିୟର ଅତୁଲ ଶ୍ରୀବାସ୍ତବ। ବେଙ୍ଗାଲୁରୁରେ ରହୁଥିବା ୩୪ ବର୍ଷୀୟ ଅତୁଲ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସୁଇସାଇଡ ପୂର୍ବରୁ ଅତୁଲ ଭିଡିଓ ବାର୍ତ୍ତାରେ ପତ୍ନୀଙ୍କ ଅସହ୍ୟ ନିର୍ଯ୍ୟାତନା କଥା ବଖାଣିଛନ୍ତି ତା ସହିତ ୨୪…
ଲାଞ୍ଚ ମାମଲାରେ ସିବିଆଇ ରେଡ ପ୍ରସଙ୍ଗ:…
ଭୁବନେଶ୍ୱର: ପୁଣି ରିମାଣ୍ଡରେ ଗଲେ ଲାଞ୍ଚ କାରବାରରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ। ଦ୍ଵିତୀୟ ଥର ପାଇଁ ରିମାଣ୍ଡରେ ଯାଇଛନ୍ତି ତିନି ଅଭିଯୁକ୍ତ ଚଞ୍ଚଳ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା। ହୋଟେଲ ମେ ଫେୟାର ସାମ୍ନାରେ ୧୦ଲକ୍ଷ ଟଙ୍କା ଲାଞ୍ଚ କାରବାରରେ ଏମାନଙ୍କୁ ଗିରଫ କରିଥିଲା…
ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ଘଟଣା:…
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାରେ ଦୋଷୀଙ୍କୁ ମିଳିଲା ଦଣ୍ଡ। ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍।ଏହି ଘଟଣାରେ ପାଞ୍ଚ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ହୋଇଛି। ଦୋଷୀ ସାବ୍ୟସ୍ତ ୫ ଅଭିଯୁକ୍ତମାନେ ହେଉଛନ୍ତି କାଳିଆ ସେଠି , ପିଙ୍କୁ ପାତ୍ର ସନିଆ ରାଉତ…
ସରକାରୀ ଚାକିରି କରେଇଦେବା କହି ଲକ୍ଷାଧିକ…
ବ୍ରହ୍ମପୁର: ସରକାରୀ ଚାକିରି କରେଇଦେବା କହି ଲକ୍ଷାଧିକ ଟଙ୍କା ଠକେଇ। ଲୋକଙ୍କୁ ଚୂନା ଲଗାଉଥିଲେ ଠକ। ବିଭିନ୍ନ ସରକାରୀ ପଦ ପଦବୀରେ ଚାକିରୀ କରେଇଦେବାକୁ କହି ଅନେକ ଲୋକଙ୍କୁ ଠକିବା ପରେ ଏଵେ ପୋଲିସ ହାତରେ ଧରାପଡିଛନ୍ତି ଠକ।ଅଭିଯୋଗରେ ତିନି ଜଣ ଠକଙ୍କୁ ଗିରଫ କଲା ବଡ଼ ବଜାର ଥାନା ପୋଲିସ ।ଗିରଫ ତିନି…
କଣ୍ଟ୍ରାକ୍ଟରଙ୍କୁ ଉଠେଇ ନେଲା ସିବିଆଇ :…
ଭୁବନେଶ୍ୱର:ଲାଞ୍ଚ ଦେବାକୁ ଆସିଥିଲେ। କିନ୍ତୁ ମାଡି ବସିଲା ସିବିଆଇ।ମେ ଫେୟାର ହୋଟେଲ ସମ୍ମୁଖରେ ଏକ ଦାମୀ ଗାଡିକୁ ଅଟକାଇ ପୁଳାପୁଳା ଟଙ୍କା ଜବତ କରିଛି ସିବିଆଇ। ଭଦ୍ରକର ଦେବଦତ୍ତ ମହାପାତ୍ର ଓରଫ ବାପି ନିଜର ତିନି ସହଯୋଗୀଙ୍କୁ ସାଙ୍ଗରେ ଧରି ଜଣେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ଆସିଥିଲେ।…
ଗୁଳିମାଡ଼ରେ ଟଳିପଡିଲେ ବ୍ୟବସାୟୀ :…
ନୂଆଦିଲ୍ଲୀ:ମର୍ଣ୍ଣି ୱାକରେ ଯାଇଥବା ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି। ଘଟଣା ଘଟିଛି ନୂଆଦିଲ୍ଲୀରେ।ଦିଲ୍ଲୀର ସାହାଦାର ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି।ଜଣେ ବ୍ୟବସାୟୀ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଥିଲେ। ହଠାତ ବାଇକ୍ ଯୋଗେ ଆକ୍ରମଣକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି ବ୍ୟବସାୟୀ।…
ଆଉ ଜଣେ ସେକ୍ସ ଦଲାଲ ଗିରଫ: କଟକରୁ…
କଟକ:କଟକରୁ ବଙ୍ଗଳାଦେଶ ନାବାଳିକା ଉଦ୍ଧାର ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା। ଏଥିରେ ଆଉ ଜଣେ ସେକ୍ସ ଦଲାଲ ଗିରଫ ହୋଇଛି। ପୋଲିସର ଛାନଭିନ ଭିତରେ ଦେହ ବ୍ୟବସାୟରେ ଲିଙ୍କ ଥିବା ଅଭିଯୋଗରେ ଆଉ ଜଣଙ୍କୁ ପୋଲିସ ଗିରଫ କରିଛି।ଏ ଘଟଣାରେ ଗିରଫଦାରୀ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ଚତୁର୍ଥ ଅଭିଯୁକ୍ତ…