Browsing Category
ଅପରାଧ
ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କ…
ପୋଲିସ୍ ଛାଡ଼ିଥିଲା ଇଡି ଧରିଲା । ଅର୍ଚ୍ଚନା ନାଗ ମାମଲାର ଅନ୍ୟ କାର୍ପଟଦାର ଖଗେଶ୍ୱର ପାତ୍ରକୁ ୨୦ ଘଣ୍ଟାର ଜେରା ପରେ ଗିରଫ କରିଛି ଇଡି । ଜେରା ବେଳେ ବହୁ ବିସ୍ଫୋରକ ତଥ୍ୟ ମିଳିଛି । ହନିଟ୍ରାପ ଦ୍ୱାରା ଅର୍ଚ୍ଚନା ଆଣୁଥିବା କଳା ଟଙ୍କାକୁ ସୋରୁମ ଜରିଆରେ ଧଳା କରୁଥିଲା ଖଗେଶ୍ୱର । ଏପରିକି ୫ଟି…
ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ…
ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ରିମାଣ୍ଡରେ ନେଲା ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖଗେଶ୍ବରଙ୍କୁ ୧୦ଦିନ ପାଇଁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି। ଏହି ରିମାଣ୍ଡ ଅବଧିରେ ଖଗେଶ୍ୱରଙ୍କ ଆର୍ଥିକ କାରବାର, ବ୍ୟାଙ୍କ୍ ଟ୍ରାଞ୍ଜେକସନ, ପୈତୃକ ସମ୍ପତ୍ତିର ଇଡି ଖୋଳତାଡ଼ କରିବ ବୋଲି…
ଖାକିରେ ଲାଗିଲା ଦାଗ, ପୋଲିସ ମାଡରେ…
ପୁରୀରେ ହବିଷ୍ୟାଳୀଙ୍କୁ ମାଡ । ପୋଲିସ ମାଡରେ ଗୁରୁତର ହେଲେ ମହିଳା । ପଞ୍ଚୁକରେ ହବିଷ୍ୟାଳୀଙ୍କୁ ମାଡି ମାରିଛନ୍ତି ପୋଲିସ । ମହାକାର୍ତ୍ତିକ ଧାର୍ମିକ ମାସ ପଞ୍ଚୁକରେ ଭକ୍ତଙ୍କୁ ଆକ୍ରମଣ କରିଛି ପୋଲିସ ।
ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ମାରିଛନ୍ତି ପୋଲିସ । ପୋଲିସ ମାଡରେ ଜଣେ…
ପୋଲିସ ଚାକିରି ନାଁରେ ୧.୪୭ କୋଟି ଠକେଇ…
ଭୁବନେଶ୍ୱର ୦୬।୧୧ : ପୁଲିସ ସବ୍ଇନ୍ସପେକ୍ଟର ଚାକିରି ନାଁରେ ୧.୪୭ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟ) ପୁଣି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ଡୁମେଇପୁଗର ଗାଁର ଜୟନ୍ତ ଓରଫ ବୁବୁ (୩୨) । ଜୟନ୍ତ ଜଣେ ପୂର୍ବତନ ମନ୍ତ୍ରୀଙ୍କ…
ବିଚାରଧୀନ କଏଦୀଙ୍କ ମୃତ୍ୟୁ, ଏଟିଏମ୍…
ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଏକ ଏଟିଏମ ଲୁଟ୍ ମାମଲାରେ ଗିରଫ ହୋଇଥିଲେ। ତାଙ୍କ ନାମ ନିରଞ୍ଜନ ପାଣି ଓରଫ୍ ନିର ବୋଲି ଜଣାପଡିଛି । ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଅଲବଗା ଗାଁରେ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଅକ୍ଟୋବର ମାସ ୩ ତାରିଖ ଦିନ ବରପଦା ଶ୍ରୀରାମଚନ୍ଦ୍ରପୁର…
ରାଜଧାନୀରେ ରେଭ୍ ପାର୍ଟି ଉପରେ ଚଢାଉ,…
ଭୁବନେଶ୍ବର: ବାଜୁଥିଲା ଡିଜେ, ଚାଲିଥିଲା ରେଭ୍ ପାର୍ଟି। ତାହା ପୁଣି ମଧ୍ୟ ରାତ୍ରି ପର୍ଯ୍ୟନ୍ତ। ଖବର ପାଇ ଚନ୍ଦକା ସ୍ଥିତ ଏକ ଘରୋଇ ରିସୋର୍ଟରେ ଚଢାଉ କଲା କମିସନରେଟ୍ ପୋଲିସ୍। ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗ୍ରାହକମାନେ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ବିଳମ୍ବିତ ରାତି ଯାଏ ମଦର ଆସର…
କଟକରେ ରାସ୍ତାଉପରେ କଲେଜ ଛାତ୍ରୀଙ୍କୁ…
କଟକରେ କଲେଜ ଛାତ୍ରୀଙ୍କୁ ଯୁବକର ଛୁରାମାଡ । ପ୍ରତାପନଗରୀ ନିକଟରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ କରାଯାଇଛି । ବସରେ ଫେରିବା ବେଳେ ଆକ୍ରମଣ କରିଥିଲେ ଜଣେ ଯୁବକ । ଛାତ୍ରୀଙ୍କ ହାତ ଓ ଗୋଡରେ କ୍ଷତ ଚିହ୍ନ ଥିବା ବେଳେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି ।
ଅର୍ଚ୍ଚନା ନାଗ ଗିରଫ ମାମଲା, ଆସନ୍ତା ୫ରେ…
ଭୁବନେଶ୍ୱର ୦୧।୧୧: ବ୍ଲାକମେଲ୍ କ୍ୱିନ୍ ଅର୍ଚ୍ଚନା ନାଗ ଗିରଫ ମାମଲା । ଆସନ୍ତା ୫ ତାରିଖରେ ଅର୍ଚ୍ଚନାଙ୍କ ମାମଲାର ହେବ ଶୁଣାଣି । ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ଶୁଣାଣି ହେବ । ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ କରିବେ ଶୁଣାଣି । ପୂର୍ବରୁ ଗତ ଅକ୍ଟୋବର ୧୪ ତାରିଖରେ ମାମଲାର…
ବନ୍ଦ କୋଠରୀରୁ ୪ଜଣଙ୍କ ମୃତଦେହ ମିଳିବା…
ବରଗଡ଼ ୩୧।୧୦ : ବରଗଡ ଭେଡେନ ଜାମଡୋଲ ଗାଁରେ ଗୋଟିଏ ଘରୁ ୪ ଗଳିତ ଶବ ଉଦ୍ଧାର ଘଟଣାରେ ପୋଲିସର ତନାଘନା। ଘର ଭିତରୁ ହତ୍ୟା ପାଇଁ ବ୍ୟବହାର ହୋଇଥିବା ହାତୁ଼ଡି, ବିଷ ପାଉଡର, କିଛି ଔଷଧ ଏବଂ ଘରର ତାଲା ଚାବି ଜବତ କରିଛି ପୋଲିସ ।
ଖବର ଅନୁଯାୟୀ, ରବିବାର ସଂଧ୍ୟାରେ ଏହି ଗାଁର ଗୋଟିଏ ଘରେ ୪ ଜଣଙ୍କ…
ନକଲି ଔଷଧ କାରବାର ମାମଲା: ପୁଣି ୨…
କଟକ: ନକଲି ଔଷଧ କାରବାର ମାମଲାରେ କଟକ କମିସନରେଟ ପୁଲିସ କଟକରୁ ଆଉ ଦୁଇ ଜଣକୁ ଗିରଫ କରିଛି। ନୟାସଡ଼କ ଏବଂ ନିମଚଉଡି ଅଞ୍ଚଳରେ ଦୁଇ ଷ୍ଟକିଷ୍ଟି ସିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୮ ହଜାର ଷ୍ଟ୍ରିପ ନକଲି ଟେଲମା୪୦ ଔଷଧ ଜବତ କରାଯାଇଛି, ଯାହାର…