thelifelinemedia
Latest Odisha News, Breaking News Today

ଅବକାରୀ ବିଭାଗର ୫ ଘଣ୍ଟିଆ ଅପରେସନ୍‌, ମଦ କାରଖାନା ଠାବ

ବାଣପୁର ଥାନା କୋଶରଡା ଜଙ୍ଗଲରେ ସଫଳ ହେଲା ଅବକାରୀ ବିଭାଗର ୫ ଘଣ୍ଟାର ଅପରେସନ।  ଜବତ ହେଲା ୧୨ ହଜାର ଲିଟର ମହୁଲି-ମଦ ପୋଚ ଏବଂ ୬୮୦ ଲିଟର ଦେଶୀ ମଦ।  ଅପରେସନ ପୂର୍ବରୁ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର୍‌ ହୋଇଛି।

ମଙ୍ଗଳବାର ସକାଳ ୭ଟାରୁ ଦିନ ୧୨ ପର୍ଯ୍ୟନ୍ତ ଜଙ୍ଗଲ ମଧ୍ୟରେ ଅବକାରୀ ବିଭାଗ  ନକଲି ମଦ କାରଖାନା ବିରୋଧରେ ଅପରେସନ ଆରମ୍ଭ କରିଥିଲା। ଏହି ଅପରେସନ୍‌ରେ ଟାଙ୍ଗୀ-ବାଲୁଗାଁ-ଖୋର୍ଦ୍ଧା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ସହିତ ବାଣପୁର ପୋଲିସ ସହିତ ସଶସ୍ତ୍ର ପୋଲିସ ବାହିନୀ  ଏବଂ ଲୋକାଲ୍ ମାଜିଷ୍ଟ୍ରେଟ ସାମିଲ୍‌ ଥିଲେ।

Leave A Reply

Your email address will not be published.