Browsing Category
ରାଜ୍ୟ
ରତ୍ନ ଅଳଙ୍କାର ଏହି ସ୍ଥାନକୁ ହେଲା…
ପୁରୀ:ଚାଲିଛି ଶ୍ରୀ ମନ୍ଦିର ଭିତର ରତ୍ନ ଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା।ସନ୍ଧ୍ୟା ସୁଦ୍ଧା ଏହି କାମ ସାରିବାକୁ ଉଦ୍ୟମ କରାଯାଉଛି।
ଭିତର ରତ୍ନଭଣ୍ଡାରରୁ ଫେରି ଗଜପତି ମହାରାଜା ରତ୍ନଭଣ୍ଡାର ପ୍ରସଙ୍ଗରେ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି ରତ୍ନଭଣ୍ଡାରର ମରାମତି ଆବଶ୍ୟକ।…
ଆଜି ନୀଳକନ୍ଦରକୁ ବିଜେ କରିବେ…
ପୁରୀ:ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ମହାପ୍ରଭୁ। ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ। ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ ଯାହାକୁ ନୀଳାଦ୍ରୀବିଜେ କୁହଯାଏ। ଗୋଟି ପହଣ୍ଡିରେ ରଥରୁ…
ମାଛ ତରକାରୀ ନ ଦେବାରୁ ମାଆର ଜୀବନ ନେଲା…
ସିମୁଳିଆ: ମାଆକୁ ହତ୍ୟା କଲା ପୁଅ। ମାଛ ତରକାରୀ ନ ଦେବାରୁ ମାଆର ତଣ୍ଟି ଚିପି ହତ୍ୟା କଲା ପୁଅ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ। ନୃଶଂସ ପୁଅ ନିଜ ମା’କୁ ମାରିଦେଇଥିବା ଖବର ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଘଟଣା ଘଟିଥିଲା…
ଆଜି ଝଟକିବେ ମହାବାହୁ.. ମହାପ୍ରଭୁଙ୍କ…
ପୁରୀ:ଆଜି ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନାରେ ବିଭୂଷିତ ହୋଇ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି। ଜନ ସମୁଦ୍ର ପାଲଟିବ ବଡ ଦାଣ୍ଡ। ସୁନାବେଶ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହି ଅପୂର୍ବ ବେଶ ଲାଗି ଏଥର ଶ୍ରୀମନ୍ଦିର ପରିସର ଅସ୍ଥାୟୀ ବାହାର ଭଣ୍ଡାର…
ଫେରିଲେ ଲୀଳାମୟ.. ସିଂହଦ୍ୱାରରେ ତିନି ରଥ
ପୁରୀ:ସରିଲା ଦାରୁବ୍ରହ୍ମଙ୍କ ଜନ୍ମବେଦୀ ଲୀଳାଖେଳା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଛନ୍ତି ତିନି ଠାକୁର। ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚି ସାରିଛି।ଘୋଷଯାତ୍ରାରେ ଗୁଣ୍ଡିଚା ଘର ଯାଇଥିବା ମହାପ୍ରଭୁ ଫେରିଛନ୍ତି। ବାହୁଡ଼ାଯାତ୍ରାର ସମସ୍ତ ନୀତି ଶେଷ ହୋଇଛି l ତେବେ ଗତକାଲି ବାହୁଡା଼ ଯାତ୍ରାର…
ଦୁଇ ଦୁଇଟି ଲଘୁଚାପରେ ପ୍ରବଳ ବର୍ଷା
ଭୁବନେଶ୍ୱର: ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ଜାରି ରହିବ ବର୍ଷା। ଗୋଟିଏ ଲଘୁଚାପ ଉତ୍ତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଉପକୂଳରେ ରହିଛି ଲଘୁଚାପ। ଆସନ୍ତାକାଲି ଯାଏଁ ଦକ୍ଷିଣ ଓ ଦକ୍ଷିଣ ଉପକୂଳରେ ରହିବ ବର୍ଷା।ସେହିପରି ୧୯ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ…
ରଥ ଉପରେ ଅଣସେବାୟତ.. ଚି଼ହ୍ନିଲେ ଶ୍ରୀ…
ପୁରୀ: ବାହୁଡା଼ ଯାତ୍ରାରେ ରଥ ଉପରେ ଚଢ଼ିଥିଲେ ଅଣ ସେବାୟତ। ସେବାୟତଙ୍କ ଭଳି ପୋଷାକ ପରିଧାନ କରି ଆଇ କାର୍ଡ ପକାଇ ରଥଉପରକୁ ପଳେଇ ଯାଇଥିଲେ। ହେଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଆଖିରୁ ଖସି ପାରିଲେନି। ତୁରନ୍ତ ରଥ ଉପରୁ ସେଇ ଅଣ ସେବାୟତଙ୍କୁ ଟାଣି ଆଣି ବାହାରକୁ ଯିବାକୁ…
କେମିତି ଖୋଲିଲା ରତ୍ନ ଭଣ୍ଡାର.. ସବୁ କଥା…
ପୁରୀ:୪୬ବର୍ଷ ପରେ ରତ୍ନ ଭଣ୍ଡାର ଖୋଲିଲା। ବାହାର ରତ୍ନ ଭଣ୍ଡାରର ଅଳଙ୍କାର ସିଫ୍ଟ କରାଯାଇଥିବା ବେଳେ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗି ନୂଆ ତାଲା ପକାଇ ସିଲ କରାଯାଇଛି।ନୀଳାଦ୍ରି ବିଜେ ପରେ ଦିନ ଧାର୍ଯ୍ୟ ହେଲେ ରତ୍ନଭଣ୍ଡାର ଅଳଙ୍କାର ଅସ୍ଥାୟୀ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ତେବେ ରତ୍ନ…
୪୭ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର
ପୁରୀ:ଖୋଲିଲା ରତ୍ନ ଭଣ୍ଡାର। ବାହାର ଓ ଭିତର ରତ୍ନ ଭଣ୍ଡାର ଖୋଲାଯାଇଛି। ଲମ୍ବା ସମୟ ଧରି କମିଟି ସଦସ୍ୟ ଭିତରକୁ ଯାଇଥିଲେ। ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଗଲା। ସେଠିଥିବା ସବୁ ଗଛିତ ଅଳଙ୍କାରକୁ ଯାଞ୍ଚ ପରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ରଖା ଯାଇଛି। ପରେ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ଉଦ୍ୟମ…
ଶେଷ ଥର କେବେ ଖୋଲିଥିଲା ରତ୍ନ ଭଣ୍ଡାର ?…
ପୁରୀ:ରତ୍ନ ଭଣ୍ଡାରକୁ ନେଇ ସମସ୍ତଙ୍କ ଭିତରେ ଉତ୍ସୁକଥା।ମହାପ୍ରଭୁଙ୍କୁ ଲାଗି ପାଇଁ ଶ୍ରୀମନ୍ଦିର ଭିତରେ ଯେଭଳି ସ୍ବତନ୍ତ୍ର ରତ୍ନଭଣ୍ଡାର ରହିଛି, ବିଶ୍ବରେ ଅନ୍ୟ କୌଣସି ଦେବଦେବୀ ମନ୍ଦିରରେ ବୋଧହୁଏ, ଏଭଳି ରତ୍ନଭଣ୍ଡାର ନଥିବ। ରତ୍ନ ଭଣ୍ଡାର ଇତିହାସ ବହୁ ପୁରୁଣା। ଶେଷ ଥର ୧୯୭୮ମସିହା ଜୁଲାଇ…