Browsing Category
ରାଜ୍ୟ
ରାଜଧାନୀରେ ମାତିଛି ଡେଙ୍ଗୁ
ଖଣ୍ଡଗିରିରୁ ୧୫ ଡେଙ୍କୁ ରୋଗୀ ଚିହ୍ନଟ ହେଲେଣି । ପଟିଆ, ନୂଆପଲ୍ଲୀରେ ସ୍ଥିତି ସାଂଘାତିକ । ୪୦ ଅଞ୍ଚଳକୁ ଡେଙ୍ଗୁ ମାଡିଗଲାଣି । ଏ ହେଉଛି ରାଜଧାନୀରେ ଡେଙ୍ଗୁର ସ୍ଥିତି । ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ ପାର କଲାଣି । ରବିବାର ଗୋଟିଏ ଦିନରେ ୧୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।…
କିଏ ହେବେ ରାଜ୍ୟ କଂଗ୍ରେସର ନୂଆ ମୁଖିଆ ?…
ଭୁବନେଶ୍ୱର: ପିସିସି ଭଙ୍ଗ ପରେ ଏବେ ଚର୍ଚ୍ଚା କିଏ ହେବେ ରାଜ୍ୟ କଂଗ୍ରେସର ନୂଆ ସଭାପତି? କିଏ ସମ୍ଭାଳିବ ରାଜ୍ୟ କଂଗ୍ରେସ ମଙ୍ଗୁଆଳ?ଶରତ ପଟ୍ଟନାୟକଙ୍କ ସ୍ଥାନ କିଏ ନେବେ? ରେସରେ ଅନେକଙ୍କ ନାଁ ରହିଛି। କିନ୍ତୁ ସବୁଠୁ ଆଗରେ ମହମ୍ମଦ ମୋକିମଙ୍କ ନାଁଙ୍କୁ ନେଇ ଚର୍ଚ୍ଚା। କୁହାଯାଉଛି ତାଙ୍କୁ ପିପିସି…
କିଏ ହେବେ ରାଜ୍ୟ କଂଗ୍ରେସ ମଙ୍ଗୁଆଳ,…
ଭୁବନେଶ୍ୱର:କିଏ ହେବେ ରାଜ୍ୟ କଂଗ୍ରେସ ମଙ୍ଗୁଆଳ ? କାହା ନାଁରେ ମୋହର ମାରିବ ଏଆଇସିସି ? ଶରତ ପଟ୍ଟନାୟକଙ୍କ ସ୍ଥାନ ନେବେ କିଏ ?ଓଡିଶା ପ୍ରଦେଶ କଂଗ୍ରେସ କମିଟି ଭାଙ୍ଗିବା ପରେ ଏବେ ନୂଆ ପିସିସି ସଭାପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପିସିସି ସଭାପତି ପଦ ପାଇଁ ସବୁଠୁ ଆଗରେ ଅଛନ୍ତି କଟକ…
ଅପରିପକ୍ବ, ଅନଭିଜ୍ଞ ମୋହନ ସରକାର:…
ଭୁବନେଶ୍ୱର:ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳେଇବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି। ବିଜେଡି ମୁଖପାତ୍ର ଲେଖଶ୍ରୀ ସାମନ୍ତସିଂହାର କହିଛନ୍ତି ବିଜୁ ବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ। କିନ୍ତୁ ମୋହନ ସରକାରକୁ ୩୦ ଦିନ ପୁରି ନାହିଁ ତାଙ୍କର ଅପରିପକ୍ୱତା…
ନିଳାଦ୍ରୀ ବିଜେ ପରେ ମହାପ୍ରଭୁଙ୍କୁ…
ଭୁବନେଶ୍ୱର:ନିଳାଦ୍ରୀ ବିଜେ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀଓଡ଼ିଶା ବାସୀଙ୍କ ସର୍ବ ମଙ୍ଗଳ କାମନା କରିବା ସହିତ ରଥଯାତ୍ରା ସୁପରିଚାଳନା ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ପୁରୀ ଗସ୍ତ ଶେଷ ପର୍ଯ୍ୟାୟରେ ମହାପ୍ରଭୁ ଶ୍ରୀ…
କ୍ରୀଡା ପୁରସ୍କାରରେ ହଟିଲା ବିଜୁ…
ଭୁବନେଶ୍ୱର: ବଦଳିଲା ବିଜୁ ପଟ୍ଟନାୟକକ୍ରୀଡା ପୁରସ୍କାରର ନାଁ।
ସରକାରୀ କାର୍ଯ୍ୟକ୍ରମରୁ ବିଜୁ ପଟ୍ଟନାୟକଙ୍କ ନାଁ ହଟିଲା । ପ୍ରଥମେ କ୍ରୀଡା ବିଭାଗ ନେଇଛି ଏଭଳି ପଦକ୍ଷେପ। କ୍ରୀଡା ବିଭାଗ ନାଁ ହଟେଇଛି।
ପ୍ରତିବର୍ଷ କ୍ରୀଡା ବିଭାଗ ପକ୍ଷରୁ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାମ…
ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ
ବ୍ୟୁରୋ: ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ। ୭୦ ବର୍ଷ ବୟସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ୧୮ତାରିଖ ଦିନ କଟକ ଏସସିବିକୁ ଚିକିତ୍ସା ପାଇଁ ଆସିଥିଲେ। ଏସସିବି ମେଡିକାଲର ଆଇସିୟୁ ରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଥିଲା । କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ…
ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ୍ ମାର୍କ
ବ୍ୟୁରୋ:ରାଜ୍ୟରେ ଯୁକ୍ତ ଦୁଇ କଟ ଅଫ୍ ମାର୍କ ପ୍ରକାଶ ପାଇଛି। ଆଗରେ ରହିଛି କଟକର ରେଭେନ୍ସା କଲେଜ। ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ପାଇଁ ମୋଟ ଛାତ୍ର ଛାତ୍ରୀ ପ୍ରଥମ ଚୟନ ହୋଇଛନ୍ତି ୪ଲକ୍ଷ ୨୬ହଜାର ୪୭୨ଜଣ ଛାତ୍ର ଛାତ୍ରୀ। ଏନେଇ ଆବେଦନ କରିଥିଲେ ୪ଲକ୍ଷ ୭୬ହଜାର ୯୩ଜଣ ଛାତ୍ର ଛାତ୍ରୀ। କଳାରେ ୨ଲକ୍ଷ…
ବର୍ଷା ହଇରାଣ କରିବା ବନ୍ଦ କରନ୍ତୁ:ଅନୁଭବ
କଟକ:ମୋତେ ଜାଣିଶୁଣି ହଇରାଣ କରାଯାଉଛି। ମୋ ବିରୁଦ୍ଧରେ ଅଯଥା କେସ ଲଗାଇ ହଇରାଣ ନ କରନ୍ତୁ ବୋଲି ବର୍ଷାଙ୍କୁ ଏଭଳି କହିଛନ୍ତି ପୂର୍ବତନ ସାଂସଦ ଅନୁଭବ ମହାନ୍ତି। ତାଙ୍କ ବିରୁଦ୍ଧରେ ବର୍ଷା
ଘରୋଇ ହିଂସା ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି ଅନୁଭବ ମହାନ୍ତି । କହିଛନ୍ତି ମୁଁ କୋର୍ଟ ଆସୁଛି ହେଲେ…
ଆଜି ରସଗୋଲା ଦିବସ
ବ୍ୟୁରୋ:ଆଜି ହେଉଛି ରସଗୋଲା ଦିବସ।ଓଡ଼ିଆ ରସଗୋଲାର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଭାବେ ପାଳନ ହେଉଛି ଏହି ରସଗୋଲା ଦିବସ । ଶ୍ରୀମନ୍ଦିର ପରମ୍ପରା ସହିତ ଜଡିତ ରହିଛି ଏହି ରସଗୋଲା । ନୀଳାଦ୍ରି ବିଜେରେ ମାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ । ଏହି ପରମ୍ପରା ଅନୁଯାୟୀ…