Browsing Category
ରାଜ୍ୟ
ବର୍ଷୁଛି,ଆହୁରି ବର୍ଷିବ: ଆସନ୍ତାକାଲିଠୁ…
ଭୁବନେଶ୍ୱର:ରାଜ୍ୟ ସାରା ବର୍ଷା ଲାଗି ରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ସହ ରାଜ୍ୟ ଉପରେ ମୌସୁମୀ ଟ୍ରପ ଲାଇନ୍ ସକ୍ରିୟ ରହିଛି। ଫଳରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ଏକ…
କଟକ ଦହିବରାକୁ ଜିଆଇ ଟ୍ୟାଗ !
କଟକ: କଟକର ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ମିଳିବା ନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିରୋଦସ। କଟକର ଦହିବରା ଆଳୁଦମ ବେଶ୍ ପ୍ରସିଦ୍ଧ। ଏହାର୍ ସ୍ଵାଦ ମଧ୍ଯ କାହାକୁ ଅଜଣା ଅଛପା ନୁହେଁ। ଏଥିପାଇଁ କଟକର ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ଦେବାକୁ ପଦକ୍ଷେପ ନେବା ପାଇଁ ସେ…
ଭିଜିଲାନ୍ସ ଜାଲରେ ଯୁଗ୍ମ କମିଶନର
ଭୁବନେଶ୍ୱର:ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଭିଜିଲାନ୍ସ ସ୍କାନରକୁ ଆସିବା ପରେ ତାଙ୍କ ଘର ସମେତ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରହିଛି।ବରଗଡ଼ରେ ରହୁଥିବା ବଦ୍ରିପ୍ରସାଦ ଆପର୍ଟମେଣ୍ଟରେ ମଧ୍ୟ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ତେବେ ଏହି ଆପର୍ଟମେଣ୍ଟରେ ଥିବା ଘର କାହାର…
ଖୋଲିଲା ହୀରାକୁଦ ଗେଟ, 14 ଗେଟ ଦେଇ ମାଡି…
ସମ୍ବଲପୁର: ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି।ପ୍ରଥମ ପର୍ଯ୍ୟାୟରେ ହୀରାକୁଦରୁ ୭ଗେଟ ଖୋଲା ଯାଇଛି। ପର୍ଯ୍ୟାୟ କ୍ରମେ ୨୦ଗେଟ ଆଜି ଖୋଲିବ। ବର୍ଷା ଯୋଗୁଁ ହୀରାକୁଦ ୬୧୭.. ୩ଫୁଟ ଜଳସ୍ତର ଅଛି। ଧୀରେ ଧୀରେ ହୀରାକୁଦ ଜଳ ସ୍ତର ବଢୁଛି। ହୀରାକୁଦକୁ ୨ଲକ୍ଷ ୯୦ହଜାର କ୍ୟୁସେକ ଜଳ ପ୍ରବେଶ…
ପିସିସି ସଭାପତି ନେଇ ଦିଲ୍ଲୀରୁ ଆସିଲା…
ଭୁବନେଶ୍ୱର:କଂଗ୍ରେସର ନୂଆ ସଭାପତି କିଏ ହେବେ ତାକୁ ନେଇ ରାଜନୀତି କରିଡ଼ରରେ ଅନେକ ଚର୍ଚ୍ଚା ଆଲୋଚନା। ଏ ସବୁ ଭିତରେ କଂଗ୍ରେସ ଶିବିରରୁ ଆସିଛି ବଡ ପ୍ରତିକ୍ରିୟା। ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଦିଲ୍ଲୀରୁ ଫେରିଏଭଳି ପ୍ରତିକ୍ରିୟା ଦେଇଛନ୍ତି ଯାହାକୁ ନେଇ କଂଗ୍ରେସ ଶିବିର ଚଳ ଚଞ୍ଚଳ…
ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଆଳୁ…
ଭୁବନେଶ୍ୱର: ମମତା ବାନାର୍ଜୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ନୂଆ ଦିଲ୍ଲୀରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଆଳୁ ସମସ୍ୟାର ସମାଧାନ ପାଇଁ ମମତାଙ୍କ ସହିତ ଆଲୋଚନା କରିଛନ୍ତି। ପଶ୍ଚିମ ବଙ୍ଗରୁ ଓଡ଼ିଶାକୁ ଆଳୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦରଦାମ…
ସ୍ମୃତି ଇରାନୀ ହୋଇପାରନ୍ତି ବିଜେପି…
ନୂଆଦିଲ୍ଲୀ:ବିଜେପିର ନୂଆ ରାଷ୍ଟ୍ରୀୟ ଅଧକ୍ଷ କିଏ ହେବେ ? କାହା ଉପରେ ଭରଷା କରିବ ଦଳ? ସେ ଉତ୍ତର ଅଗଷ୍ଟ ସୁଦ୍ଧା ଜଣାପଡିବ। ବିଜେପି ଶିବିରରୁ ଆସିଥିବା ସୂଚନା ଅନୁସାରେ ଦଳ ନୂଆ ଅଧକ୍ଷଙ୍କୁ ନେଇ ବିଚାର ବିମର୍ଶ କରୁଛି। ଅଧକ୍ଷ ରେସରେ ସବୁଠାରୁ ଆଗରେ ଅଛଣ୍ଟି ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ସ୍ମୃତି…
ନବୀନଙ୍କ ଆଳୁଚିନ୍ତା, ବିରୋଧୀ କହିଲେ…
ଭୁବନେଶ୍ୱର:ରାଜ୍ୟରେ ଆଳୁର ଅଭାବ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଳୁ ଯୋଗାଣ ସ୍ୱାଭାବିକ କରିବା ପାଇଁ ମମତାଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ । ଏନେଇ ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି ବୋଲି ଚିଠିରେ ଦର୍ଶାଇଛନ୍ତି…
ବଢିଲା ଭତ୍ତା, ଏଣିକି ମିଳିବ ୩ ହଜାର…
ଭୁବନେଶ୍ୱର: ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋହନ ସରକାର। ନିର୍ବାଚନୀ ପ୍ରତିଶୃତି ଥିଲା ଭତ୍ତା ବଢେଇବା ପାଇଁ ଏବଂ ସେହି ପ୍ରତିଶୃତିକୁ ପାଳନ କରିଛି ବିଜେପି ସରକାର। ବଜେଟରେ ଭତ୍ତା ବଢିବା ନେଇ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି…
ମୋହନଙ୍କ ରେକର୍ଡ,୨ ଘଣ୍ଟା ୮ ମିନିଟ୍…
ମୁଖ୍ୟମନ୍ତ୍ରୀଙ୍କ ନୂଆ ରେକର୍ଡ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଏକ ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି। ସେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପାଇଁ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ନିରବଚ୍ଛିନ୍ନ ଭାବେ ପଢ଼ିଛନ୍ତି।…