Browsing Category
ରାଜ୍ୟ
ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ
ବ୍ୟୁରୋ: ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ ।ଦେଶର କୋଣ ଅନୁକୋଣରେ ପ୍ରତିଫଳିତ ହେଉଛି ସ୍ୱାଧୀନତା ସଂକଳ୍ପର ବିଜୟ ଦିବସ। ଆଜି ଦେଶ ମନେ ପକାଉଛି ବିର ସଂଗ୍ରାମୀଙ୍କୁ ଯେଉଁମାନେ ଦେଶ ସ୍ୱାଧୀନ ପାଇଁ ନିଜ ବଳିଦାନ ଦେଇଛନ୍ତି। ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରି ୨୦୪୭ ବିକଶିତ ଭାରତ କଥା…
ଓଡ଼ିଶା ଆସିବେ ଆଉ ୫ ମହାବଳ ବାଘ
ଓଡ଼ିଶା ଆସିବେ ଆଉ ୫ ମହାବଳ ବାଘ। ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ ବାଘ। ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।
ଓଡ଼ିଶାକୁ ଆସିବା ପରେ ବରଗଡ ଦେବ୍ରିଗଡରେ ୩ ଓ ଶିମିଳିପାଳରେ ୨ ମହାବଳ ବାଘ ଛଡାଯିବ। ଓଡ଼ିଶା ଆସିବାକୁ ଥିବା ୫ ମହାବଳ…
ଏସସିବି ଦୁଷ୍କର୍ମ ଘଟଣା: ତଦନ୍ତ କରୁଛି…
କଟକ:କଟକ ଏସସିବି ରେ ଦୁଇ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା।ଏସସିବିରେ ତିନି ଜଣିଆ କମିଟିର ତଦନ୍ତ ଆରମ୍ଭ ହୋଇଛି।DMET, ଯୁଗ୍ମ DMET ଏବଂ ଏସସିବି ଅଧିକ୍ଷକ ଙ୍କ ତଦନ୍ତ। ଗତକାଲି ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି ଏହି ଟିମ SCB ମେଡିକାଲ କଲେଜ ରେ ପହଁଚି ତଦନ୍ତ କରିବା ସହ…
ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ…
ଭୁବନେଶ୍ୱର:ରାଜଧାନୀରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା। ଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ଘରେ ଘରେ ତ୍ରିରଙ୍ଗା ପଦ ଯାତ୍ରା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର…
ରାଜ୍ୟସଭା ଉପ ନିର୍ବାଚନ ଲାଗି ପ୍ରକାଶ…
ଭୁବନେଶ୍ବର: ରାଜ୍ୟସଭା ଉପ ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ। ୨୨ ତାରିଖରେ ଯାଞ୍ଚ ପ୍ରକ୍ରିୟା ରହିଛି। ୨୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି।ସେପ୍ଟେମ୍ବର ୩ ତାରିଖରେ ନିର୍ବାଚନ ରହିଛି। ସମୁଦାୟ…
ରାଜ୍ୟରେ ସାମାଜିକ ଶୃଙ୍ଖଳାକୁ ନେଇ…
ଭୁବନେଶ୍ୱର: ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି। ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି ଓ ସହଭାଗିତା ଯୁଗ ଯୁଗ ଧରି ରହି ଆସିଛି। କିନ୍ତୁ ଚିନ୍ତାର ବିଷୟ ଯେ ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବାର ଖବର…
ରାଜ୍ୟରେ ଗମନାଗମନ କ୍ଷେତ୍ରରେ…
ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାର ଏବଂ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ଓଡିଶାର ସାମଗ୍ରିକ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି । ବିଜେପି ସରକାରରେ ରାଜ୍ୟର ଗମନାଗମନ ଭିତିଭୁମିକୁ ସୁଦୃଢ କରିବା ପାଇଁ ସମସ୍ତ ବାଧାବିଘ୍ନ ଦୂର କରାଯିବା ସହିତ ନୂତନ ପ୍ରକଳ୍ପ ନିର୍ମାଣ…
ଓଡ଼ିଶାରେ NH ପାଇଁ ମେଗା ପ୍ଲାନ.. ବଦଳିବ…
ନୂଆଦିଲ୍ଲୀ: ଓଡିଶାରେ ଜାତୀୟ ରାଜପଥ ନେଇ ମେଗା ପ୍ଲାନ। ନୂଆଦିଲ୍ଲୀର ଭାରତମଣ୍ଡପମ ବୈଠକରେ ଓଡ଼ିଆ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, ସଡକ ପରିବହନ ଏବଂ ରାଜପଥ ଶ୍ରୀଯୁକ୍ତ ନିତିନ ଗଡକରୀଙ୍କ ସହ ଜାତୀୟ ରାଜପଥର ପ୍ରକଳ୍ପ ଗୁଡ଼ିକ ଉପରେ…
ଏସସିବରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା,…
କଟକ: କଟକ ଏସସିବରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା । ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂ ଗିରଫ । ସିନିୟର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ୨ ବର୍ଷ ହେଲା କାର୍ଡିଓଲୋଜୀ ବିଭାଗରେ ଥିଲେ ଡାକ୍ତର । ମହିଳାଙ୍କୁ ନିର୍ଯାତନା, ଦୁଷ୍କର୍ମକୁ ନେଇ ସାରା ଦେଶରେ ଏବେ ବିକ୍ଷୋଭ ପ୍ରତିବାଦ…
୧୭ ପର୍ଯ୍ୟନ୍ତ ଜାରି ରହିବ ବର୍ଷା
ଭୁବନେଶ୍ୱର:ବର୍ତ୍ତମାନ ରାଜ୍ୟ ଉପରେ ଘୁର୍ଣ୍ଣିବଳୟ ସହ ମୌସୁମୀ ଟ୍ରପ ସକ୍ରିୟ ରହିଛି।ବଙ୍ଗଳାଦେଶ ଓ ପାଶ୍ୱବର୍ତୀ ଅଂଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ସହ ଦୁଇ ଦୁଇଟି ଟ୍ରପ ଲାଇନ ରହିଛି। ପ୍ରଭାବରେ ଆସନ୍ତା ୫ ଦିନା ଯାଏ ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ କାଁଭାଁ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା…