thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

କଟକ ବଡ଼ ମେଡିକାଲରେ ବଡ଼ ଅଘଟଣ: ବଦଳିଲେ…

କଟକ: କଟକ ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଘଟଣା ପରେ ବଡ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ପ୍ରଫେସର ଡାକ୍ତର ପ୍ରତିଭା ପଣ୍ଡା ହେଲେ SCB ମେଡିକାଲ୍ କଲେଜର ନୂଆ ଡିନ୍ ଓ ପ୍ରିନ୍ସିପାଲ୍। ସେହିପରି ପ୍ରେଫେସର ଡାକ୍ତର ଲୁସି ଦାସଙ୍କ ସ୍ଥାନରେ ପ୍ରତିଭା ପଣ୍ଡାଙ୍କୁ ଏହି ନିଯୁକ୍ତି ମିଳିଛି। ବାରିପଦା ମେଡିକାଲ୍…

ଓଡିଶା ଜନତା କଂଗ୍ରେସର ମହାମିଶ୍ରଣ…

ଯାଜପୁର: ଓଡିଶା ଜନତା କଂଗ୍ରେସର ମହାମିଶ୍ରଣ ପର୍ବ ଚଣ୍ଡିଖୋଲର ଧର୍ମଶାଳା ଭଵନରେ ରବିବାର ଅନୁଷ୍ଠିତ ହୋଇ ଯାଇଛି । ସମଗ୍ର ଯାଜପୁର ଜିଲ୍ଲାର ବିଭିନ୍ନ ଦଳର ଅନେକ ବରିଷ୍ଠ ନେତା, ବିଶିଷ୍ଟ ସାମାଜିକ କର୍ମୀ, ଶ୍ରମିକ ନେତା ଓ ବୁଦ୍ଧିଜୀବୀ ଏହି ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ପାର୍ଟର…

ବସ୍ତାରେ ଭୁଷୁଡ଼ିଲା ବିଜେଡି…

ଭୁବନେଶ୍ୱର: ବସ୍ତା ବିଜେଡିରେ ଜଟିଳ ସ୍ଥିତି। ଭୁଶୁଡିବାକୁ ବସିଛି ବାଲେଶ୍ଵର ବସ୍ତା ବିଜେଡି ରାଜନୀତି।ସୁବାସିନୀ ଜେନାଙ୍କୁ ସସପେଣ୍ଡ ପରେ ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି ଇସ୍ତଫା ଦେଇଛନ୍ତି। ସୁବାସିନୀ ଜେନାଙ୍କ ପ୍ରତି ହୋଇଥିବା ଦଳୀୟ କାର୍ଯ୍ୟନୁଷ୍ଠାନକୁ ବିରୋଧ କରି ଅନୀଲ ବ୍ଲକ ସଭାପତି ପଦରୁ…

କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଉପରେ…

ଭୁବନେଶ୍ୱର: ଶେଷରେ ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କୁ ପ୍ରଥମ କାରଣ ଦର୍ଶାଅ ନୋଟିସ୍ ପରେ ଦଳରୁ ନିଲମ୍ୱନ । 6 ବିଧାୟକ ଯେଉଁମାନେ ଦଳୀଅ ଫୋରମରୁ ବାହାରି କ୍ରଶ ଭୋଟିଂ କରିଥିଲେ ସମସ୍ତଙ୍କୁ ଦଳରୁ ବାହାର ରାସ୍ତା ଦେଖାଇଛନ୍ତି ବିଜେଡି…

ସରିଲା ଜାତୀୟ ପାରା-ଆଥଲେଟିକ୍ସ…

ଭୁବନେଶ୍ୱର:ଉଦଯାପିତ ହୋଇଯାଇଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍। କଳିଙ୍ଗ ଷ୍ଟାଡିୟମରେ ଉଦଯାପନୀ ଉତ୍ସବରେ ସିଏମ ମୋହନ ଚରଣ ମାଝୀ ଯୋଗଦେଇ ବିଜେତା ଆଥଲେଟଙ୍କୁ ସମ୍ମାନିତ କରିଥିଲେ। ଏହି ଚାମ୍ପିୟନସିପରେ ୨୮ ରାଜ୍ୟର ୧୪ଶହରୁ ଅଧିକ ପାରା-ଆଥଲେଟ୍ ଅଂଶଗ୍ରହଣ କରିଥିବାବେଳେ ୯୫ଟି ମେଡାଲ୍…

ମୁଁ ଯାହା କହିଥିଲି ସତ ହେଲା: ରାଜ୍ୟସଭା…

ଭୁବନେଶ୍ୱର: ଆଗରୁ ଯାହା କହିଥିଲି ତାହା ସତ ହେଲା। ରାଜ୍ୟସଭା ନିର୍ବାଚନକୁ ନେଇ ପୁଣି ବର୍ଷିଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। କହିଲେ, ପୂର୍ବରୁ ୪୦ ବିଧାୟକଙ୍କ ଆଗରେ ପଚାରିବାରୁ ସଂତୃପ୍ତ ମନା କରିଥିଲେ। ଦିଲ୍ଲୀରେ ଟ୍ରଷ୍ଟ ଗଠନ ନେଇ ଏବେ ସବୁ ସତ କଥା ପଦାରେ ପଡିଛି। ନବୀନ ମାନିବା ପରେ ଆଜି ସବୁ ସତ…

ପଖାଳ_ପାଇଁ_ଗିନିଜ_ରେକର୍ଡ: ଗିନିଜ…

ଭୁବନେଶ୍ୱର: ପଖାଳ ପାଇଁ ଗିନିଜ ରେକର୍ଡ । ପଖାଳ ଦିବସରେ ଗିନିଜ ରେକର୍ଡରେ ସାମିଲ ହେଲା ପର୍ଯ୍ୟଟନ ବିଭାଗ। ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ। ଗୋଟିଏ ପାତ୍ରରେ ୧୧୭୪ କେଜି ପଖାଳ ତିଆରି କରି ରେକର୍ଡ ବୁକରେ ସାମିଲ ହେଲା।ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ…

କୋରାପୁଟ ନନ୍ଦପୁରରେ ଗଛକୁ ପିଟିଲା କାର,…

କୋରାପୁଟ: କୋରାପୁଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ନନ୍ଦପୁର ଥାନା ଫାୟାର ଷ୍ଟେସନ ପାଖରେ ଏକ କାର ଗଛରେ ପିଟି ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଗୋଲୁର ଗାଁର ଲବ ଖରା ଓ ଖୁଡ଼ୁବୁ ଗାଁର ଅନନ୍ତ ପାଙ୍ଗି। ସକାଳୁ ସକାଳୁ ଏ ଦୁର୍ଘଟଣା ଘଟିଛି। ଗାଡ଼ିର ବେଗ ଅଧିକ ଥିବାରୁ…

ବଦଳିବ ନୂଆପଡ଼ା ଭାଗ୍ୟ।:ବିକାଶ ରେସରେ…

ନୂଆପଡ଼ା,:ନୂଆପଡ଼ା ବ୍ଲକ ମୋଟାନୂଆପଡ଼ା ପଞ୍ଚାୟତ କଲମିଦାଦର ଗାଁରେ ମିଳିଲା ହୀରାଖଣିର ସନ୍ଧାନ। ନୂଆପଡ଼ାରେ ହୀରାଖଣି ସନ୍ଧାନ ପରେ ଜିଲ୍ଲାବାସୀ ଖୁସି କହିଲେ ନ ସରେ। ହୀରାଖଣି କେବଳ ନୂଆପଡ଼ାର ଭାଗ୍ୟ ବଦଳାଇବ ନାହିଁ ବରଂ ଓଡିଶା ଅର୍ଥନୀତିର ମେରୁଦଣ୍ଡକୁ ସଶକ୍ତ କରାଇବ। ଯେଉଁ ଅଞ୍ଚଳ ଦିନେ ମାଓପ୍ରବଣ ଭାବେ…

ଆଜି ବିଶ୍ୱ ପଖାଳ ଦିବସ:ଓଡ଼ିଆଙ୍କ ପ୍ରିୟ,…

ଭୁବନେଶ୍ୱର: ଚାଳକୁଡ଼ିଆ ଘରୁ ପଞ୍ଚତାରକା ହୋଟେଲ ପର୍ଯ୍ୟନ୍ତ ଆଜି ସବୁଠି ପଖାଳର ଆଦର ।ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ପାଖରେ କିଛି ଥାଉ କି ନଥାଉ କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ଜମିଲା…