thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ସୃଷ୍ଟି ହେଲା ଅବପାତ: ଆହୁରି ୪ ଦିନ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ପଶ୍ଚିମ କେନ୍ଦ୍ରୀୟ ସଲଂଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଅବପାତର ରୂପ ନେଇଛି। ଗତକାଲିର ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ଆଜି ସକାଳ ୫ଟା ୩୦ ସମୟରେ ଘନୀଭୂତ…

ରାଜଧାନୀରେ ଗଣେଶ ବିସର୍ଜନ ପାଇଁ ବିଏମସି…

ଭୁବନେଶ୍ୱର: ରାଜଧାନୀରେ ଗଣେଶ ବିସର୍ଜନ ପାଇଁ ବିଏମସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି। ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ସ୍ଥାନ ଚି଼ହ୍ନଟ ହୋଇଛି। ଏଥିମଧ୍ୟରୁ ଗୋଟିଏ ହେଲା ଟଙ୍କପାଣି ବ୍ରିଜ ଓ ଅନ୍ୟଟି ହେଲା…

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ପାଇବ ରାଜ୍ୟ। ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅପରାହ୍ଣ ସୁଦ୍ଧା କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ରହିଛି। ଧୀରେ ଧୀରେ ଏହା ଉତ୍ତର ଦିଗକୁ ଗତି କରି ୯ ତାରିଖ ବେଳକୁ…

ସାରା ରାଜ୍ୟରେ ବୁଲିବ ସୁଭଦ୍ରା ରଥ: ଘରେ…

ଭୁବନେଶ୍ୱର: ସାରା ରାଜ୍ୟରେ ବୁଲିବ ସୁଭଦ୍ରା ରଥ। ରାଜ୍ୟର ପ୍ରତି ମହିଳା ଙ୍କୁ ସଶକ୍ତ କରିବ ଓ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସୁଭଦ୍ରା ରଥର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏଇ ଶୁଭ ମୁହୂର୍ତ୍ତ ହେଉଛି ଆପଣଙ୍କର। ଏହା କେବଳ ଏକ ସରକାରୀ ଯୋଜନା ନୁହେଁ ଏହା ଆମ…

ନବୀନଙ୍କ ଉପରେ ଭରସା ପାଉନି : ଜଣଙ୍କ ପରେ…

ଭୁବନେଶ୍ୱର: ଜଟିଳ ସ୍ଥିତିରେ ବିଜେଡି ଶିବିର। ନବୀନଙ୍କ ଉପରେ ଭରସା ପାଉନି ଦଳୀୟ ନେତାଙ୍କର। ଦିନେ ସବୁଠୁ ଶକ୍ତିଶାଳୀ ଓ ବିଶ୍ୱସନୀୟ ନେତା ଭାବେ କର୍ମୀଙ୍କ ବିଶ୍ୱାସ ଜିତିପାରୁଥିବା ନବୀନ ଆଜି ଯେମତି ବିଶ୍ୱାସ ହରାଇଛନ୍ତି। ଦଳୀୟ ବରିଷ୍ଠ ନେତାଙ୍କ ବିଶ୍ୱାସ ପାଉନି ନବୀନଙ୍କ ଉପରେ। ଖାସକରି ବିଜେଡିର…

ନୁଆଁଖାଇ ଭେଟଘାଟ: ସମ୍ବଲପୁର ଯିବେ…

ଭୁବନେଶ୍ୱର: ଗଣପର୍ବ ନୁଆଁଖାଇ ଅବସରରେ ସମ୍ବଲପୁରର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଆସନ୍ତା ରବିବାର ସମ୍ବଲପୁର ଯିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ଥର…

ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ…

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ରାଜ୍ୟସଭା ସାଂସଦ ସୁଜିତ କୁମାର। ଓଡିଶା ରାଜିନୀତିରେ ହଟଚମତଟ ସୃଷ୍ଟି କରିଛି ସୁଜିତ କୁମାର ଦଳ ଡିଆଁ। ବିଜେଡିରୁ ଇସ୍ତଫା ଦେବା ପରେ ସଂଗେ ସଂଗେ ବିଜେପିରେ ମିଶିଗଲେ।ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ପଦ୍ମ ଧରିଛନ୍ତି।ଏକ…

ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ:…

ଭୁବନେଶ୍ୱର: ତୀବ୍ର ହେବାରେ ଲାଗିଛି ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ନାଁ ପରିବର୍ତ୍ତନ ପାଇଁ ବିତର୍କର ଆହ୍ୱାନ ଦେବା ପରେ ତେଜିଛି ରାଜନୀତି। ଏହାକୁ ନେଇ ବିରୋଧୀ ବିଜେପି ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି। ଗଣତନ୍ତ୍ରରେ ସହନଶୀଳତା ଏକାନ୍ତ…

ବର୍ଷାରେ ଭିଜିବ ପାର୍ବଣ: ଘନୀଭୂତ ହେଉଛି…

ଭୁବନେଶ୍ୱର: ବର୍ଷାରେ ଭିଜିବ ପାର୍ବଣ। ପାର୍ବଣ ସମୟରେ ବର୍ଷା ବିଗାଡିବ ମଉଜ। ଭିଜିବ ପାର୍ବଣ ଋତୁ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାରେ ଲାଗିଛି ଯାହାର ପ୍ରଭାବରେ ଆସନ୍ତା ୨ରୁ ୩ଦିନ ମଧ୍ୟରେ ନେବ ଅବପାତର ରୂପ ଲଘୁଚାପ।ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଘନୀଭୂତ ହୋଇ…