Browsing Category
ରାଜ୍ୟ
ପୁଣି ଆସୁଛି ଲଘୁଚାପ: ୨୨ରୁ ପ୍ରବଳ…
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଉତ୍ତର ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗରେ ପୁଣିଥରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଏହାର…
ମୋହନ ସରକାରକୁ ପୁରିଲା ୧୦୦ ଦିନ: ପୁରୀରେ…
ଭୁବନେଶ୍ୱର: ରାଜ୍ୟରେ ମୋହନ ସରକାରକୁ ପୁରିଲା ଶହେ ଦିନ। ଶହେ ଦିନ ପୂର୍ତ୍ତି ଉତ୍ସବରେ ନିଜ ସଫଳତା ବଖାଣିବେ ବିଜେପି ସରକାର। ଏହି ୧୦୦ଦିନ ମଧ୍ୟରେ ସରକାର ଲୋକଙ୍କ ପାଇଁ କଣ କରିଛନ୍ତି, ଲୋକଙ୍କୁ କିଭଳି ସେବା ଯୋଗାଇ ଦେଇଛନ୍ତି ତାର ଗୋଟି ଗୋଟି ହିସାବ ରଖିବେ ମୋହନ ସରକାର। ପୁରୀ ଶରଧାବାଲି ଠାରେ…
ଆକାଶ ମାର୍ଗରୁ ଏରିଅଲ ସର୍ଭେ : ବାଲେଶ୍ୱର…
ବାଲେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ବର ଜିଲ୍ଲା ଗସ୍ତ କରି ବାଲିଆପାଳ ଓ ଭୋଗରାଇ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜନିତ ବନ୍ୟା କ୍ଷୟକ୍ଷତିର ସ୍ଥିତିକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବା ସହିତ ଏହାର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ…
ବିଜେପି ସରକାରର ଶହେ ଦିନର…
ଭୁବନେଶ୍ୱର: ଘରେ ନ ପଶୁଣୁ ଚାଳ ବାଜିଲାଣି। ରଙ୍ଗ ବଦଳା ଓ ନାମ ପରିବର୍ତ୍ତନ ସରକାର ହେଉଛି ବିଜେପି। ନୂଆ ବିଜେପି ସରକାରର ଶହେ ଦିନିଆ କାର୍ଯ୍ୟସୂଚୀକୁ ନେଇ କିଛି ଏଭଳି ଭାବେ ମୋହନ ସରକାରକୁ ସମାଲୋଚନା କରିଛି ବିଜେଡି। ବିଜେପିର ସରକାରର କାର୍ଯ୍ୟଧାରା ହେଉଛି ଘରେ ନ ପଶୁଣୁ ଚାଳ ବାଜିବା ଭଳି ବୋଲି…
କେନ୍ଦ୍ର ସରକାରଙ୍କ ୧୦୦ ଦିନର ରିପୋର୍ଟ :…
ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶହେ ଦିନର ଉପଲବ୍ଧିର ରିପୋର୍ଟ ଦେଲା ବିଜେପି। ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଟି ପ୍ରତିଶ୍ରୁତି ପାଳନ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକର ଗୋଟି ଗୋଟି ହିସାବ ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ।ଦେଶରେ ବିଜେପି ଏନଡିଏ ନେତୃତ୍ବ ସରକାରର ତୃତୀୟ…
ରତ୍ନଭଣ୍ଡାରର ହେବ ବୈଷୟିକ ଯାଞ୍ଚ:…
ପୁରୀ: ଆଜି ଶ୍ରୀ ମନ୍ଦିର ରତ୍ନ ଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷିଣ ଓ ବୈଷୟିକ ଯାଞ୍ଚ ହେବ।ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ସହିତ ବୈଷୟିକ ଯାଂଚ ଅନୁଷ୍ଠିତ ହେବ । ରତ୍ନ ଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି କି ନାହିଁ ସେ ନେଇ ପରଦା ହଟିବ। ରାଜ୍ୟ…
ମେଜରଙ୍କୁ ଥାନାରେ ନିର୍ଯ୍ୟାତନା ମାମଲା:…
କଟକ: ହାଇକୋର୍ଟରେ ହାଜର ହେବେ ଭାରତ ପୁର ଥାନାର ନିଲମ୍ବିତ ଆଇଆଇସି। ସେନା ଅଧିକାରୀ କ୍ୟାପଟେନ ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଭରତପୁର ଥାନାରେ ମାଡ଼ ଓ ଅସଦାଚରଣ ଘଟଣାରେ ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ହାଇକୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି…
ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ…
ଭୁବନେଶ୍ୱର: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ। ଅସୁସ୍ଥତା ହେତୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ହସ୍ପିଟାଲ ଯାଇ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…
ମୋଦିଙ୍କ ଜନ୍ମଦିନ ପାଇଁ ପାର୍ଟି ଅଫିସରେ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ପାର୍ଟି ଅଫିସ ରେ ସେବା ପକ୍ଷ ପ୍ରଦର୍ଶନୀ ଉଦ୍ଘାଟନ ହୋଇଛି। ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେବା ପକ୍ଷ ପ୍ରଦର୍ଶନୀରେ ରହିଛି ନରେନ୍ଦ୍ର ମୋଦୀ ଙ୍କ ବାଲ୍ୟ ଜୀବନ ଠୁ ଆରମ୍ଭ କରି ତିନି ଥର ପ୍ରଧାନମନ୍ତ୍ରୀ…
ଶହେ ଦିନ ମଧ୍ୟରେ ପ୍ରତିଶ୍ରୁତି ପୂରଣ କଲା…
ଭୁବନେଶ୍ୱର: ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲୁ ଆଉ ଶହେ ଦିନ ଭିତରେ ପ୍ରତିଶୃତି ପାଳନ କଲୁ। ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନା ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ କେବଳ ଦେଶର ନୁହନ୍ତି, ସାରା ବିଶ୍ୱରେ ସବୁଠାରୁ ଅଧିକ…