Browsing Category
ରାଜ୍ୟ
ତେଜିଲା ବବି ପ୍ରଭାତ ବାକଯୁଦ୍ଧ: ପ୍ରଭାତ…
ଭୁବନେଶ୍ୱର: ବିଜେଡି ଯୁବ ଛାତ୍ର ସମାବେଶରେ ପ୍ରଭାତ ବିଶ୍ବାଳଙ୍କୁ ବରିଷ୍ଠ ବିଜେଡି ନେତା ବବି ଦାସଙ୍କ ଟାର୍ଗେଟ୍। ଯାଜପୁର ମାଳ ଆନନ୍ଦପୁର ସମାବେଶରେ ପ୍ରଭାତ ଓ ତାଙ୍କ ପୁଅଙ୍କୁ ଟାର୍ଗେଟ୍ କରିଛନ୍ତି। ରାଜ୍ୟସଭା ନିର୍ବାଚନ ଘୋଡ଼ା ବେପାର ପ୍ରସଙ୍ଗରେ ରଖିଲେ ମତ। ବିଜେଡିକୁ ଭୋଟ୍ ଦେବା ପାଇଁ ୮ କୋଟି…
ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ…
ଭୁବନେଶ୍ୱର:ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି । ଓଡ଼ିଶା ପରମ୍ପରା ଅନୁସାରେ ଆଜିଠାରୁ ଓଡ଼ିଆ ନବବର୍ଷ ଆରମ୍ଭ ହେଉଛି। ଏହା ବ୍ୟତୀତ ଆଜି ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନା ଅନୁସାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ। …
ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ବକେୟା…
ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ, ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୦୨୬ର ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍ ଥିଲେ ମଧ୍ୟ କୌଣସି ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍…
ସିଝିବ ଓଡ଼ିଶା, ସପ୍ତାହେ ପର୍ଯ୍ୟନ୍ତ…
ଭୁବନେଶ୍ୱର: ସୋମବାରରୁ ଆହୁରି ବଢ଼ିବ ଖରା । ଗୁଳୁଗୁଳିରେ ଅସହ୍ୟ ହୋଇ ପଡ଼ିବ ଜୀବନ । ପାରଦ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ହିଟ୍ୱେଭ୍ ବା ଗ୍ରୀଷ୍ମପ୍ରବାହ ନେଇ ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଓଡ଼ିଶାରେ ଆଗାମୀ ୫ ଦିନ ପାଇଁ ଗ୍ରୀଷ୍ମ…
ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାର୍ଥୀ…
ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାର୍ଥୀ ଦେବ ମହମ୍ମଦ ମୋକିମଙ୍କ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ। ଏ ନେଇ ଆଜି ଦଳର କାର୍ଯ୍ୟାଳୟ ଉଦଘାଟନ କରି ସୂଚନା ଦେଇଛନ୍ତି ମୋକିମ। ଏହାସହ ଆସନ୍ତା ୧୫ ତାରିଖରେ ଦଳର ମୂଳଦୁଆ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି। ଆଜି ଭୁବନେଶ୍ୱର ସତ୍ୟନଗରରେ…
୭ ଦିନ ଯାଏ ରାଜ୍ୟକୁ ଅସହ୍ୟ ଗରମ ଓ…
ଭୁବନେଶ୍ୱର:ଆଗାମୀ ୭ ଦିନ ଯାଏ ରାଜ୍ୟକୁ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି। ଆଜି ପାଇଁ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପାଇଁ ବି ୧୧ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ପୁରା ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୁତ ହେବ। କିଛି ଜାଗାରେ…
ମେଟ୍ରୋ ପ୍ରକଳ୍ପକୁ ନେଇ…
ଭୁବନେଶ୍ୱର:ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଛନ୍ତି ସବୁ ପ୍ରକଳ୍ପ ଲାଭ ପାଇଁ କରାଯାଏ ନାହିଁ। କିଛି ପ୍ରକଳ୍ପ ବୃହତ୍ତର ଜନସ୍ୱାର୍ଥକୁ ନଜରରେ ରଖି କରାଯାଏ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଭାବରେ…
ଘୋଷଣା ହେଲା ରାଜ୍ୟ କାର୍ଯ୍ୟକାରିଣୀ…
ଭୁବନେଶ୍ୱର: ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ରହିଛି । ଏହି ତାଲିକାରେ ୭୨ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୩୮ ଜଣ…
ଆଗକୁ ପ୍ରବଳ ହେବ ତାତି
ଭୁବନେଶ୍ୱର: କିଛି ଦିନର ଆଶ୍ୱସ୍ତି ପରେ ପୁଣି ତାତିବ ଓଡ଼ିଶା । ଏବେ କାଳବୈଶାଖୀର କରାଳ ରୂପ କଲବଲ କରୁଥିବା ବେଳେ ମାତ୍ର ୨ ଦିନ ପରେ ପୁଣି ପ୍ରଚଣ୍ଡ ଖରା କଲବଲ କରିବ ।
ଅପରାହ୍ନ ହେଲେ ଏବେ କଳାହାଣ୍ଡିଆ ହୋଇ ମେଘ ଘୋଟି ଆସୁଛି । ଆଉ ପ୍ରବଳ କାଚୁଛି । କହିବାକୁ ଗଲେ ଏବେ ପାଗ ଏକ ପ୍ରକାରର ଥଣ୍ଡା…
ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ…
ଭୁବନେଶ୍ୱର:ବିଧାୟକ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସର ଆବେଦନ।ବାଚସ୍ପତିଙ୍କୁ ଭେଟି ଆବେଦନ କଲେ ରାଜ୍ୟ କଂଗ୍ରେସର ନେତା।ରାମଚନ୍ଦ୍ର କାଡାମ, ଭକ୍ତ ଦାସ ଓ ସିଏସ୍ ରାଜନ ଏକ୍କା ଦେଲେ ଦାବିପତ୍ର।ପୂର୍ବରୁ ସୋଫିଆ ଓ ଦାଶରଥିଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ ହୋଇଛି। ରାଜ୍ୟସଭାରେ କ୍ରସ ଭୋଟିଂ…