Browsing Category
ରାଜ୍ୟ
ଲାଞ୍ଚ ନେଇ ଧରାପଡ଼ିଲେ ଡାଟା ଏଣ୍ଟ୍ରି…
କଟକ: କଟକ ଏସସିବିରେ ଭିଜିଲାନ୍ସ ଟିମ୍ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ । ସେ ଜଣେ ରୋଗୀଙ୍କ ପୁଅ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ ।
ଖବର ମୁତାବକ, ସ୍ମୃତିରଞ୍ଜନ ଏସସିବି ମେଡିକାଲ କଲେଜ ଏବଂ…
ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ…
ଭୁବନେଶ୍ୱର: କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତା ୧୨ ତାରିଖରେ ମହନବମୀରେ କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୪ ଟି ପୂଜାମଣ୍ଡପ ବୁଲିବେ। ପୂଜାମଣ୍ଡପ ବୁଲି ମା ଦୁର୍ଗତିନାଶିନୀ ଦୁର୍ଗାଙ୍କର ଦର୍ଶନ କରିବେ। ସକାଳ ସାଢେ ୯ ଟାରୁ ପ୍ରତାପନଗରୀରୁ…
ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା:…
କଟକ: ବିଜେଡିରୁ ଇସ୍ତଫା ଦେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର। ଗତ ନିର୍ବାଚନରେ ବିଜେଡି ଦଳ ତରଫରୁ କଟକ ବାରବାଟୀରୁ ଆସନରୁ ପ୍ରାର୍ଥୀ ହୋଇଥିଲେ ପ୍ରକାଶ। ୨୦୧୪ ରେ ସାଲେପୁରରୁ କଂଗ୍ରେସ ଟିକେଟ୍ରେ ଜିତିଥିଲେ ପ୍ରକାଶ। ୨୦୨୪…
ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୁରଭଞ୍ଜର ବାରିପଦାଠାରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୩୫ ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ଭାବରେ ୫ ହଜାର ଟଙ୍କା ଲେଖାଏ ସହାୟତା ପାଇଲେ। ସମୁଦାୟ ୧୭୫୦ କୋଟି ଟଙ୍କା…
କାର୍ତ୍ତିକ ମାସ ପାଇଁ ହେଲା ନୀତି…
ପୁରୀ: କାର୍ତ୍ତିକ ମାସ ପାଇଁ ଛତିଶାନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ହେଲା। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ଆସନ୍ତା ୧୪ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ ହୋଇଛି। ଛତିଶାନିଯୋଗ ଏ ନେଇ ଅନୁମୋଦନ କରିଛି ।…
ହରିୟାଣା ଓ ଜାମ୍ମୁ କାଶ୍ମୀର ନିର୍ବାଚନ…
ଭୁବନେଶ୍ୱର: ହରିୟାଣାରେ ବଜେପି ହାଟ୍ରିକ କରିଛି। ହରିୟାଣାରେ ଲୋକଙ୍କ ସମର୍ଥନ ଅତୁଟ ରହିଛି। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ହରିୟାଣା ଲୋକ ତାଙ୍କ ସମର୍ଥନ ଜଣାଇଛନ୍ତି। ହରିୟାଣା ଭୋଟର ହରିୟାଣା ଓ ଦେଶର ବିକାଶ ପାଇଁ ସଂକଳ୍ପ ନେଇ ମତଦାନ କରିଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ…
ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ…
ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ମୃତ୍ୟୁ ତଥା ଅବସର କାଳୀନ…
ଟ୍ୱିନ୍ ସିଟିରେ କଡାକଡି ପୂଜା ସୁରକ୍ଷା,…
ଆରମ୍ଭ ହୋଇଛି ପାର୍ବଣ। ଚଳଚଂଚଳ ପୂରପଲ୍ଲୀ। ମାଆ’ଙ୍କ ଆଗମନ ପାଇଁ ପୂଜା ମଣ୍ଡପ ଯେତିକି ସଜେଇ ହୋଇଛି, ଜନତାଙ୍କ ସୁରକ୍ଷା ପାଇଁ ସେତିକି ତତ୍ପର ହୋଇଛି ପୁଲିସ ବିଭାଗ। ପୂଜା ପାଇଁ କଟକ ଓ ଭୁବନେଶ୍ୱରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥା ଓ ଅପରାଧ ନିୟନ୍ତ୍ରଣ ଉପରେ ନଜର…
‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର
ନୂଆଦିଲ୍ଲୀ:
ଜାତୀୟ ସ୍ତରରେ ସଫଳତାର ଶୀର୍ଷ ଛୁଇଁଲା ଓଡ଼ିଆ ଚଳଚିତ୍ର ଦମନ। ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ୨୦୨୨ରେ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ…
ମନ୍ତ୍ରୀମାନଙ୍କର ପ୍ରାଇଭେଟ ସେକ୍ରେଟାରୀ…
ଭୁବନେଶ୍ୱର: ମନ୍ତ୍ରୀମାନଙ୍କର ପ୍ରାଇଭେଟ ସେକ୍ରେଟାରୀ ଓ ଓଏସଡି ନିଯୁକ୍ତି ପାଇଁ ସ୍ୱଚ୍ଛତା ନିୟମ ଜାରି କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଗାଇଡ଼ଲାଇନ ଜାରି କରାଯାଇଛି। ରାଜ୍ୟର କେଉଁ ପ୍ରଶାସନିକ ଅଫିସରଙ୍କୁ ପ୍ରାଇଭେଟ ସେକ୍ରେଟାରୀ ଓ ଓଏସଡି ଭାବେ ନିଯୁକ୍ତି ଦେବେ ତାହା…