thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ରାଜ୍ୟରେ ଆଗୁଆ ଖରାଛୁଟି ଘୋଷଣା

ଭୁବନେଶ୍ୱର:ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗୁଆ ଖରାଛୁଟି ଘୋଷଣା କରାଯାଇଛି। ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ପିଲାଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼…

ଖୁବଶୀଘ୍ର ସାମୂହିକ ଛୁଟି ଘୋଷଣା କରାଯିବ:…

ଭୁବନେଶ୍ୱର: ୨୭ ତାରିଖ ସୁଦ୍ଧା ସ୍କୁଲ୍‌ ଛୁଟି ଘୋଷଣା ହୋଇପାରେ କହିଲେ ଗଣଶିକ୍ଷା ମନ୍ତ୍ରୀ। ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ SRCଙ୍କ ସହ ବୈଠକ ବସିଥିଲା। ସାମୂହିକ ଛୁଟି ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି।…

ଜନଗଣନା ଅଧିକାରୀଙ୍କ ପାଇଁ ଏସ୍‌ଓପି ଜାରି…

ଭୁବନେଶ୍ୱର:ଜନଗଣନା ଅଧିକାରୀଙ୍କ ପାଇଁ ଏସ୍‌ଓପି। ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗ ଏସ୍‌ଓପି ଜାରି କରିଛି। ଏ ନେଇ ସବୁ ଜିଲ୍ଲାପାଳ/ଏସ୍‌ପି/ ମ୍ୟୁନିସପାଲ୍‌ କମିଶନରଙ୍କୁ ଚିଠି ହୋଇଛି। ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।…

ରାଜ୍ୟର ଦୁଇ ସହର ଛୁଇଁଲା ୪୪ ଡିଗ୍ରୀ

ଭୁବନେଶ୍ୱର:ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ବଢ଼ିଛି। ଗତ କିଛିଦିନ ହେଲା ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିବା ବେଳେ ଏବେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରଚଣ୍ଡ ରୌଦ୍ରତାପ ହେଲାଣି। ରାଜ୍ୟର ଦୁଇ ସହର ୪୪ ଡିଗ୍ରୀ ଛୁଇଁଛି। ଝାରସୁଗୁଡ଼ା ଓ ତାଳଚେରରେ ତାପମାତ୍ରା ୪୪ ଡିଗ୍ରୀ…

ରାଜ୍ୟର ୫୮ଟି ସ୍ଥାନ ନାଁର ଇଂରାଜୀ ବନାନର…

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା, ଜିଲ୍ଲା ସଦର ମହକୁମା, ଉପଖଣ୍ଡ, ତହସିଲ ଓ ବ୍ଲକଗୁଡ଼ିକର ସରକାରୀ ଭାବେ ବ୍ୟବହୃତ ଇଂରାଜୀ ବନାନକୁ ଓଡ଼ିଆ ନାମ ଅନୁରୂପ କରିବା ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ପୂର୍ବରୁ ସାଧାରଣ ଲୋକ ଓ ଜନପ୍ରତିନିଧିଙ୍କଠୁ ପ୍ରସ୍ତାବ ଲୋଡ଼ାଯାଇଥିଲା। ଯାହା ଆଧାରରେ ଶ୍ରୀମତୀ ରାୟଙ୍କ…

PUCC ପରେ ନୂଆ ଟେନସନ୍:…

ଭୁବନେଶ୍ୱର: ବିନା କାଗଜପତ୍ରରେ ଗାଡି ଚଳାଉଥିଲେ ସାବଧାନ । ଗାଡିର କୌଣସି ବି ସାର୍ଟିଫିକେଟ ବୈଧ ନ ଥିଲେ ତାହା ବାଜ୍ୟାପ୍ତି ହୋଇଯାଇପାରେ । ରାସ୍ତାରେ ଚାଲୁଥିବାର ଗାଡିଗୁଡିକର ସ୍ଥିତି ଜାଣିବା ଲାଗି ସରକାର ବର୍ଗୀକରଣ ବ୍ୟବସ୍ଥା ଲାଗୁ କରିଛନ୍ତି ।ଗାଡିର ପଞ୍ଜୀକରଣ ଓ ଫିଟନେସ୍ ଅବଧି, ବୀମା ସ୍ଥିତି ଓ…

ଚଳଚଞ୍ଚଳ ରଥଖଳା: ଆଗେଇ ଚାଲିଛି ବିଶ୍ୱ…

ପୁରୀ: ଜୋରସୋର ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ସୂଚନା ମୁତାବକ, ତିନିରଥ ପାଇଁ ତିନୋଟି ତୁମ୍ବ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ବଡ଼ ବଡ଼ ଫାଶୀ କାଠରେ ମହାରଣାମାନେ ତୁମ୍ବରେ କୁଆଁର କରିବା ପରେ ବାରିସି ସାହାଯ୍ୟରେ ଗୋଲେଇ କରାଯାଇଛି। କରତିଆମାନେ ବଡ଼ ବଡ଼ କରତ ସାହାଯ୍ୟରେ କାଠ ଗୁଡିକୁ କାଟିଛନ୍ତି।…

୪୦ ଉପରେ ୧୮ ସହର:ତାଉ ଦେଖାଉଛି ତାତି;…

ଭୁବନେଶ୍ୱର: ୪୩.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ପାଲଟିଛି।୪୦ ଉପରେ ୧୮ ସହର। ସମ୍ବଲପୁର ଓ ଟିଟିଲାଗଡ଼ ୪୨.୫, ହୀରାକୁଦ ୪୨.୪, ବଲାଙ୍ଗିର ୪୨.୨। ସେହିପରି ଅନୁଗୁଳ ୪୨.୧, ସୋନପୁର ୪୧.୭, ତାଳଚେର ଓ ସୁନ୍ଦରଗଡ଼ ୪୧.୫ ଡିଗ୍ରୀ, ଢେଙ୍କାନାଳ, ବରଗଡ଼ ଓ ରାଉରକେଲା ୪୧ ଡିଗ୍ରୀ, ବୌଦ୍ଧ…

ବାଦ୍ ପଡ଼ିଥିବା ଭୋଟରଙ୍କୁ ଯାଞ୍ଚ…

ଭୁବନେଶ୍ୱର: ବାଦ୍ ପଡ଼ିଥିବା ଭୋଟରଙ୍କୁ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗ।ଭୋଟର ତାଲିକାରୁ ୯.୮ ଲକ୍ଷ ନାଁ କଟିବା ପରେ ଆକ୍ସନ ମୋଡରେ ଗୃହ ବିଭାଗ ।ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ପରେ ନିର୍ଦ୍ଦେଶ ଦିଆଯାଇଛି।ମୃତ ଭୋଟରଙ୍କ ନାଁ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ…

ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା:…

ଭୁବନେଶ୍ୱର: ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା। ଏଥିପାଇଁ ସୁନା ଗହନ ଦୋକାନରେ ଅଫର ପରେ ଅଫର ଲାଗିଛି।ରୁପା କିଣାକିଣିରେ ଗ୍ରାହକଙ୍କ ମନ। ଅଧିକ ଦର ଥିଲେ ବି କମିନି ଜୋସ୍। ଡିମାଣ୍ଡରେ ଲାଇଟ୍ ୱେଟ୍ ଗହଣା। ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଜୁଏଲାରୀ ଦୋକାନରେ ଚାଲିଛି କିଣାକିଣି।ବାହାରେ ଟାଣ ଖରା…