thelifelinemedia
Latest Odisha News, Breaking News Today

ନୟାପଲ୍ଲୀରେ ଘର କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୟାପଲ୍ଲୀ ଦିଲ୍ଲୀପ୍ ଖଟେଇ ଏ ଜମିଟି quility icecream ମାଲିକ ଙ୍କଠୁ ନେବେ। ଏହାକୁ quality icecream indrusties leaseରେ ପାଇଥିଲେ। କିଛି ନକରିବା ହେତୁ ଏହା GA .dept.ଦ୍ବାରା ୨୦୧୦ ରେ lease cancle ହୋଇଯାଇଥିଲା।ଏହା ତଦାରଖ ନକରି ୨୦୧୪ ରେ BDA ଦିଲ୍ଲୀପ୍ ଖଟେଇଙ୍କୁ ପ୍ଲାନ୍ ଦିଆଗଲା। ତା ପରେ structureଛିଡାହେବାପରେ କଳିଙ୍ଗ ସେନା ର ମୁଖିଆ
TV ରେ ବକ୍ତୃତା ଦଲେ,ଯାହାଦ୍ବାରା GA dept ୟାକୁସିଜ୍ କଲା। ଖଟେଇ ବାବୁ କୋର୍ଟକୁ ଗଲେ।ଏବେ ଅପଣଙ୍କ ମତରେ ମୂଖ୍ୟମନ୍ତ୍ରୀ ଙ୍କ ବିଭାଗ GA dept ତାଙ୍କୁ cleanchit ଦେଲେ।
ଅନ୍ୟ ଏକ ପ୍ରେଜେକ୍ଟ ଶୁଣନ୍ତୁ
ପଟିଆ RTO 2 ସାମ୍ନା ଅର୍ବାନ୍ ମେଜେଷ୍ଟ୍ରି ଆପାର୍ଟମେଣ୍ଟ୍ ବିଷୟରେ ,ଏହା ୧୯୭୯ ର କାଲକୁଲେଟର
ଫ୍ୟାକ୍ଟ୍ରି ପାଇଁ ଜଣେ ତେଜପାଲ୍ ସିଂ( ପଞ୍ଜାବୀ) କୁ ୫ ଏକର lease ଦେଲେ। ପୁଣି ଛୋଟ ଜଙ୍ଗଲ କିସମ ଜମି।
ଜଣେ ମାରୁଆଡି ଜମି ବେପାରୀ ଚଞ୍ଚକତା କରି ୨୦୨୨ ରେ BJD ର 2nd ମୂଖିଆ ସାହାଯ୍ୟ କରି, ଛୋଟଜଙ୍ଗଲ କିଷମ କୁ ଘରବାରୀ କରେ ,ଏଥିରେ ୨୦୨୪ ରେ BMC aooroval ଦେଲା। ପୁଣି କିଛି ସମାଜସେବୀ ଙ୍କ ହଟଚମଟ ପରେ GA lease cancle କଲା, ତହସିଲଦାର ଘରବାରୀ cancleକଲେ। ଯେ ଜଙ୍ଗଲ କିଷମ ଉଠିପାରିବନି। ତା ପରେ ବର୍ଷେ କାମ ବନ୍ଦ ରହିଲା। ଜଣେ କେନ୍ଦ୍ର ମନ୍ତ୍ରୀ ଏଥିରେ ଭାଗ ହେଇ ସବୁ ଉଠେଇ ଏବେ କାମ ଚାଲିଛି। complain କରିବାଲୋକ କେନ୍ଦ୍ରମନ୍ତ୍ରୀ, sc st ବିଭାଗ ମନ୍ତ୍ରୀ,BJD ର ex ମନ୍ତ୍ରୀ,2nd ମୂଖିଆ, ଦୁଇଜଣ ଫେଲୁଅର ଉଦ୍ୟୋଗପତି
କଙ୍ଗ୍ରେସ ର ବଡମୂଣ୍ଡି ଙ୍କ ପୂଅଙ୍କ କଳାଧନ ,ସ୍କାନ୍ ଷ୍ଟାଲ୍ ମାଲିକଙ୍କ କଳାଧନ ରେ ଋହି ୧୦୦୦ କୋଟିର ୬୦୦ ବିଶିଷ୍ଟ ଫ୍ଲାଟ ଆପାର୍ଟମେଣ୍ଟ ଆଗେଇଚାଲିଛି।
ସେଥିପାଇଁ କେନ୍ଦ୍ର ନେତା,ମନ୍ତ୍ରୀ ଏ ପଟିଆ ମୈାଜାର ଜଙ୍ଗଲ ଜମି ଖାଇଗଲେ,କଙ୍ଗ୍ରେସ୍ ର ମୁଣ୍ଡି କଳା ଟଙ୍କାକୁ ଧଳା କରିଚାଲିଲେ। ଓ ଏ ଦିଲ୍ଲୀପ ଖଟେଇ ପ୍ରାେଜେକ୍ଟ କୁ ଓଡିଶା ମୂଖ୍ୟ, ରେଭିନ୍ୟୁ୍ ମନ୍ତ୍ରୀ,ଆଇନି ମନ୍ତ୍ରୀ ଖାଇଗଲେ। ସମୁଦାୟ ୩ ଦଳ ଯୋଉଠି ସାମିଲେ ହେଲେ ସେଠି ଆପଣଙ୍ ପ୍ରୟାସ କୁ କିଏ ଖାତିରି କରିବ?? ହଁ ଅଫର ଆସିପାରେ।ପୂର୍ବର complain କରିଥିବା ବ୍ୟକ୍ତିମାନଙ୍କ ଆଜି ଚୁପ୍ ରହିବାପରି।

Leave A Reply

Your email address will not be published.