Browsing Category
ରାଜ୍ୟ
ଭୁବନେଶ୍ୱର ହେବେ ବରଗଡ଼ ଧନୁଯାତ୍ରାରେ…
ବରଗଡ଼:ଭୁବନେଶ୍ୱର ପ୍ରଧାନ ହେବେ ବରଗଡ଼ ଧନୁଯାତ୍ରାରେ କଂସ। କଂସ ଭୂମିକାରେ ସେ ଅଭିନୟ କରିବା ପାଇଁ ତାଙ୍କୁ ଚୟନ କରାଯାଇଛି। ଚାଲିଥିବା ଅଡିସନରେ ତାଙ୍କୁ କଂସ ଭୂମିକାରେ ଅଭିନୟ କରିବାକୁ ମନୋନୀତ କରାଯାଇଛି। କଂସ ଚୟନ ପ୍ରକ୍ରିୟାରେ ୪ ଜଣ କଳାକାର ଅଂଶଗ୍ରହଣ କରିଥିଲେ। ଚୟନ ପାଇଁ ୩ ଜଣ ବିଚାରକ…
ଟଙ୍କା ପାଇଁ ପୁଅ ବୋହୁଙ୍କୁ ଜାଳିଦେଲା…
କଟକ:ଟଙ୍କା ପାଇଁ ପୁଅ ବୋହୁଙ୍କୁ ଜାଳିଦେଲା ବାପା। ପୁଅକୁ ଟଙ୍କା ମାଗିଲା ବାପା। ହେଲେ ପୁଅ ଟଙ୍କା ଦେବାକୁ ମନା କରିଦେବାରୁ ରାଗରେ ପୁଅ ବୋହୁ ଶୋଇଥିବା ବେଳେ ନିଆଁ ଲଗାଇଦେଲା ନିଷ୍ଠୁର ବାପା। ଏହି ଘଟଣାରେ ବୋହୂର ଜୀବନ ଚାଲିଗଲା ।ଚିକିତ୍ସାଧୀନ ଅବସ୍ଥାରେ ବୋହୁର ମୃତ୍ୟୁ ଘଟିଛି। ପୁଅ ଗୁରୁତର ହୋଇ…
ନୌ ସେନା ଦିବସ ପାଇଁ ଆଜିଠାରୁ ପୁରୀରେ…
ପୁରୀ:ନୌ ସେନା ଦିବସ ପାଇଁ ପୁରୀ ସହର ଚଳ ଚଞ୍ଚଳ। ଆସନ୍ତା ୪ ତାରିଖରେ ପୁରୀରେ ନୌ ସେନା ଦିବସ ପାଳନ ହେବାକୁ ଯାଉଛି। ଏଥି ପାଇଁ ଆଜିଠାରୁ ପୁରୀରେ କଟକଣା ଜାରି ହୋଇଛି।ଆଜିଠାରୁ ପୁରୀ ରେ ଜାରି ହୋଇଛି ପୋଲିସ କଟକଣା ୧ରୁ ୩ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ହୋଇଥିବାବେଳେ ୪ତାରିଖ ଦିନ ହାଇ…
ବିଜେପିରେ ମୁଁ ଅଣଦେଖା ଓ କୋଣଠେସା କହିଲେ…
ଭୁବନେଶ୍ୱର: ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବୟାନକୁ ନେଇ ତେଜିଲା ରାଜନୀତି।ସମୀର ଦେଙ୍କ ଶୋକ ସଭାରେ ଜୟ ନାରାୟଣଙ୍କ ସାଂଘାତିକ ବୟାନ। କହିଛନ୍ତି ଏବିଭିପିରୁ ମୁଁ ତଡା ଖାଇଛି। ବିଜେପିରୁ ମଧ୍ୟ ତଡା ଖାଇଛି। ମୁଁ ଗୋଟେ ତଡାଖିଆ ଲୋକ। ଏବେ ବିଜେପିରୁ ସାଇଡ଼ ଲାଇନ ହୋଇରହିଛି। ସମୀର…
କଂଗ୍ରେସ ଦେଶ ଓ ବିକାଶ ବିରୋଧୀ : କଡା…
ଭୁବନେଶ୍ୱର:କଂଗ୍ରେସକୁ କଡା ଭାଷାରେ ସମଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦ। କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ ବିରୋଧୀ କଂଗ୍ରେସ। ଧ୍ବଂସ ଆଡକୁ ଯାଉଛି କଂଗ୍ରେସ।ମାଇକ୍ରୋସ୍କୋପ ଲଗେଇକି ଦେଖିଲେ ବି କଂଗ୍ରେସର ସତ୍ତା ନଜରକୁ ଆସିବନି। କଂଗ୍ରେସ ପକ୍ଷଘାତର ଶିକାର ହୋଇଛି। ଛୋଟ…
୫୦ ଛୁଇଁଲା ଆଳୁ : ବଜାରରେ ଆଳୁ ଗାଏବ,…
ଭୁବନେଶ୍ୱର:ରାଜ୍ୟରେ ବଢିଚାଲିଛି ଆଳୁ ଦର। କିଲୋ ଛୁଇଁଲାଣି ୫୦। ବିଭିନ୍ନ ଜାଗାରେ କୃତ୍ରିମ ଅଭାବ ଦେଖା ଦେଲାଣି। କଳା ବଜାରୀ ମଧ୍ୟ ଦେଖା ଦେଲାଣି। ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ଅଟକାଇବା ପରେ ଓଡିଶା ବଜାରରୁ ଆଳୁ ହେଉଛି ଉଭାନ। ଆଜି ଦର ଉପରେ ନଜର ପକାଇଲେ ଖୁଚୁରା ବ୍ୟବସାୟୀ ଆଳୁ କିଲୋ ୫୦ ଟଙ୍କାରେ…
ମେଟ୍ରୋ ଷ୍ଟେସନରେ ରହିବ ଓଡିଶାର…
ଭୁବନେଶ୍ୱର:ମେଟ୍ରୋ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ମେଟ୍ରୋ ପ୍ରକଳ୍ପ ବୁଲି ଦେଖିଛନ୍ତି ଭୁବନେଶ୍ବର ସାଂସଦ। ଆଜି ଭୁବନେଶ୍ବର ମେଟ୍ରୋ ରେଲ୍ କର୍ପୋରେସନ ଅଫିସ ଯାଇ ମେଟ୍ରୋ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବୁଝିଥିଲେ । ଲମ୍ବା ସମୟ ଧରି ଧରି ଅଧିକାରୀଙ୍କ ସହ…
ବିମାନ ବନ୍ଦରରୁ ଜବତ ଅଜଣା ବ୍ୟାଗ:…
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଏକ ଅଜଣା ବ୍ୟାଗକୁ ନେଇ କିଛି ସମୟ ପାଇଁ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଖାଲିସ୍ତାନୀ ଆତଙ୍କୀ ପନନୁର ଭୁବନେଶ୍ୱର ବିମାନ ବନ୍ଦରକୁ ଧମକ ଦେଇଥିବା ବେଳେ ଏୟାରପୋର୍ଟ ପରିସରରୁ ବ୍ୟାଗ ମିଳିବା ଚିନ୍ତା ବଢ଼ାଇ ଦେଇଥିଲା। ତୁରନ୍ତ ଖବର ମିଳିବା ମାତ୍ରେ ବ୍ୟାଗକୁ ଯାଞ୍ଚ…
ଓଡିଶାରେ ନାହିଁ ଆଳୁ ସଙ୍କଟ: ଆବଶ୍ୟକ…
ଭୁବନେଶ୍ୱର:ଓଡିଶାରେ ନାହିଁ ଆଳୁ ସଙ୍କଟ। ଆବଶ୍ୟକ ତୁଳନାରେ ଓଡ଼ିଶାରେ ଆଳୁ ମହଜୁଦ ରହିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି। କହିଛନ୍ତି ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଉପରେ ରାଜ୍ୟ ସରକାର ଆଉ ନିର୍ଭରଶିଳ ହେବେ ନାହିଁ। ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ…
ଆତଙ୍କୀ ପନ୍ନୁର ଦେଲା ଧମକପୂର୍ଣ୍ଣ…
ଭୁବନେଶ୍ୱର:ପୁଣି ଥରେ ଖଲିସ୍ତାନୀ ଆତଙ୍କ ପନ୍ନୁର ଦେଇଛି ଧମକ ପୂର୍ଣ୍ଣ ବାର୍ତ୍ତା। ଭୁବନେଶ୍ୱରରେ ଚାଲିଥିବା ସର୍ବଭାରତୀୟ ଡିଜି-ଆଇଜି ବୈଠକକୁ ପୁଣିଥରେ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଟାର୍ଗେଟ କରିଛି। ପୂର୍ବରୁ ଭିଡିଓ ବାର୍ତ୍ତା ଦେଇଥିଲା। ଏଵେ ପୁଣି ଥରେ ଜଣେ ଓଡିଆ ସାମ୍ବାଦିକଙ୍କୁ ଇ ମେଲ ମାଧ୍ୟମରେ…