thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ରାଜ୍ୟରେ କାଳବୈଶାଖୀ ତାଣ୍ଡବ: ପାଲଲହଡ଼ା,…

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ । ଏଥିରେ ପାଲଲହଡ଼ା, ଉଦଳା ଆଦି ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି।ଖମାରରେ ଚାଲିଥିବା ଚନ୍ଦନ ଯାତ୍ରା ପଡ଼ିଆରେ ଟେଣ୍ଟ ଭାଙ୍ଗିଗଲା।ଖାଇବା ଷ୍ଟଲ୍, ଦୋଳି ଆଦି କ୍ଷତିଗ୍ରସ୍ତ ହେବା ସହ ଅପେରା ମଞ୍ଚ ଭାଙ୍ଗିଲା। ସେହିପରି ପୁରୁଣାପାଣି, ଡୁକୁରା ଆଦି…

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳ:…

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ । ଚଳିତ ବର୍ଷ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ୫ ଲକ୍ଷ ୧୯ ହଜାର ୨୫୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। A1ରେ ୨୪୫୬ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ A2ରେ ୧୫,୬୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ । B1ରେ ୪୩,୫୬୫ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ…

ଆଜି ଆସିବ ମେଟ୍ରିକ୍ ଫଳାଫଳ: ଅପରାହ୍‌ଣ…

କଟକ: ଆଜି ମେଟ୍ରିକ୍ ଫଳାଫଳ ଆସିବ।ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ। ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନେ ଆଜି ମାଟ୍ରିକ ପରୀକ୍ଷା-୨୦୨୬ର ଫଳାଫଳ ଜାଣିପାରିବେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା…

ଓଡିଶା ଜନତା କଂଗ୍ରେସ ପକ୍ଷରୁ ମଧୁ ବାବୁ…

ଭୁବନେଶ୍ବର: ଓଡିଶା ଜନତା କଂଗ୍ରେସ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି। ଓଜେସି ମୁଖ୍ୟ କାର୍ଯ୍ୟଳୟରେ ପ୍ରତିଷ୍ଠାତା ସଦସ୍ୟ ମହମ୍ମଦ ମୋକିମ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଓଡିଆ…

ଓଡିଶା ରାଜ୍ୟ ସମବାୟ ୟୁନିଅନରେ ମଧୁ ବାବୁ…

ଭୁବନେଶ୍ୱର:ଓଡିଶା ରାଜ୍ୟ ସମବାୟ ୟୁନିଅନ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୭୮ ତମ ଜୟନ୍ତୀ ସମବାୟ ଭବନ ପରିସରରେ ପାଳିତ ହୋଇଯାଇଛି। ଓଡିଶା ରାଜ୍ୟ ସମବାୟ ୟୁନିଅନର ସଭାପତି ଶ୍ରୀମତୀ ପ୍ରବାସିନୀ ଷଡ଼ଙ୍ଗୀ ଉକ୍ତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ ଭାବେ…

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା…

କେନ୍ଦୁଝର: କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣାରେ ତତ୍ପରତା ଦେଖାଇଛି ପ୍ରସାଶନ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିଆନାଳି ଗାଁରେ ପହଞ୍ଚି ଜିଲ୍ଲା ପ୍ରଶାସନର ସହାୟତା। ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରେ ଥିବା ୧୯ ହଜାର ୪୦୦ ଟଙ୍କା ପ୍ରଦାନ କରାଗଲା। ଏଥିସହ ରେଡ୍‌କ୍ରସ୍‌ ପାଣ୍ଠିରୁ ୩୦ ହଜାର…

୩ ଦିନ ଯାଏଁ କଲବଲ କରିବ ତାତି,୨୮ ତାରିଖ…

ଭୁବନେଶ୍ୱର:ରାଜ୍ୟବାସୀଙ୍କୁ ଆହୁରି ୩ ଦିନ ଯାଏଁ କଲବଲ କରିବ ତାତି। ଆସନ୍ତା ୩ ଦିନ ଯାଏଁ ଗରମ ଓ ଗୁଳୁଗୁଳି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରିରୁ ତାହ୍ରି ମିଳିବାର ନାହଁ। ଆଉ ପଶ୍ଚିମ ଓଡ଼ିଶା ବିଭିନ୍ନ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଛୁଇଁପାରେ…

ଦେଢ଼ ଲକ୍ଷ ଟପିଲା ସୁନା, ରୁପା ଦାମ୍ ବି ୩…

ଭୁବନେଶ୍ୱର:ବଢୁଛି ସୁନାଦର । ଅଣଆୟତ୍ତ ବି ରୁପା ଦାମ୍ । ଦେଢ଼ ଲକ୍ଷ ଟପିଲା ହଳଦିଆ ଧାତୁ । ରୁପା ଦାମ୍ ବି ୩ ଲକ୍ଷ ମୁହାଁ । ସୁନା-ରୁପା ଦରକୁ ନେଇ ଗ୍ରାହକ କନଫ୍ୟୁଜ୍ । କେତେବେଳେ ବଢ଼ୁଛି ତ ପୁଣି କେତେବେଳେ କମୁଛି । ଲଗାତର ସୁନା-ରୁପା ଦର ଉପର ତଳ ହେଉଛି । ୮ରୁ ୯ ମାସ ହେବ ଉଭୟ ଧାତୁର ଦରରେ ଲଗାମ…

କାଲିଠୁ ସ୍କୁଲ ଛୁଟି, ଏଣିକି ଅନଲାଇନରେ…

ଭୁବନେଶ୍ୱର:ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ସକାଳ ୮ ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ଖରା ଦିନ ଛୁଟିକୁ ବଡ଼ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ଆସନ୍ତା କାଲିଠାରୁ ସାରା…

ରଥଯାତ୍ରା ପାଇଁ ଚତୁର୍ଥ ପର୍ଯ୍ୟାୟ…

ଭୁବନେଶ୍ୱର: ଆସନ୍ତା ରଥଯାତ୍ରା ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ବସିଥିଲା। ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିଥିଲେ। ଆଇନ ବିଭାଗ ପ୍ରମୁଖ ଶାସନ ସଚିବ, ପୁରୀ…