Browsing Category
ରାଜ୍ୟ
ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ…
ଭୁବନେଶ୍ୱର:ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରା। କାରଣ ଦର୍ଶାଅ ନୋଟିସର ଉତ୍ତର ଆଧାରରେ ହଟିଲେ। ଉତ୍ତର ଯଥାର୍ଥ ନୁହେଁ କାର୍ଯ୍ୟକାଳ ସନ୍ତୋଷଜନକ ନୁହେଁ। ଜନତାଙ୍କ ସ୍ୱାର୍ଥ ପାଇଁ ପଦରୁ ହଟାଯାଇଥିବା ମହିଳା ଶିଶୁ ବିକାଶ ବିଭାଗର ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହା ପରେ…
୧୫ ତାରିଖ ପରେ ରାଜ୍ୟରେ ଶୀତ ପଡିବ :…
ଭୁବନେଶ୍ୱର: ରାଜ୍ୟରେ ୧୫ତାରିଖ ପରେ ଶୀତ ଅନୁଭବ ହେବ। ୪ ଦିନ ପରେ ଅର୍ଥାତ ୧୫ ତାରିଖ ପରେ ରାଜ୍ୟରେ ଶୀତ ପଡିବ । ୧୫ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଶୀତ ପଡିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏପଟେ ବର୍ତ୍ତମାନ କୌଣସି ପାଣିପାଗ…
ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା:କିଛି…
ଭୁବନେଶ୍ୱର:ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଦ୍ବାରା ଜାରି ବୁଲେଟିନରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ସମେତ ଉପକୂଳ ଓଡିଶାର…
ଋତୁସ୍ରାବ ଛୁଟି ନେଇପାରିବେ ସରକାରୀ…
ଭୁବନେଶ୍ବର:ମହିଳାଙ୍କ ମାସିକଧର୍ମ ଛୁଟି ନେଇ ରାଜ୍ୟ ସରକାରଙ୍କ ତରଫରୁ ନୂଆ ବିଜ୍ଞପ୍ତି ସାମ୍ନାକୁ ଆସିଛି। ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ନେଇ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ…
କାର୍ତ୍ତିକ ମାସରେ ପ୍ରବଳ ଭିଡ଼ ଯୋଗୁଁ…
ପୁରୀ: କାର୍ତ୍ତିକ ମାସରେ ଶ୍ରୀ ମନ୍ଦିରରେ ଅସମ୍ଭାଳ ଭିଡ଼ ହେଉଛି। ପୂର୍ବ ଦିନ ଅପେକ୍ଷା କାର୍ତ୍ତିକ ମାସରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ପୁରୀ ମୁହାଁ ହେଉଛନ୍ତି। ମନ୍ଦିରରେ ନାହିଁ ନ ଥିବା ଭିଡ଼ ହେଉଛି। ତେଣୁ ସେ ଦୃଷ୍ଟିରୁ ଧ୍ବଜା ବନ୍ଧା ନୀତି ସମୟ ପରିବର୍ତ୍ତନ କରାଯାଇଛି। ଧ୍ବଜା ବନ୍ଧା ନୀତି…
ଝାଡଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଜେପି…
ଭୁବନେଶ୍ୱର:ଆଜି ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ।ଦଳୀୟ ପ୍ରାଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ସଢେଇକଳା ଖର୍ଷୁଆଁ ଏବଂ ସିଂହଭୂମି ଦୁଇଟି ଜିଲ୍ଲାରେ ଦୁଇଟି ବଡ ବଡ ସଭା କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବିଜେପି ସରକାରର ସଫଳତା କଥା କହି…
ମାର୍ଗଶିର ମାସ ଗୁରୁବାରରେ ମା…
ଭୁବନେଶ୍ୱର: ରାଜ୍ୟର ସମସ୍ତ ମା ମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିବେଦନ। ମାର୍ଗଶିର ମାସ ଗୁରୁବାରରେ ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଏବଂ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଭୋଗ ଲାଗି କରିବାକୁ ରାଜ୍ୟର ସମସ୍ତ ମା ମାନଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ। ଏହାସହ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ…
ଓଡ଼ିଶା ହେବ ମିଲେଟ ହବ୍ : ରାଜ୍ୟରେ ମିଲେଟ…
ଭୁବନେଶ୍ୱର: ଓଡିଶା ହେବ ମିଲେଟ ହବ। ଭାରତ ର ମିଲେଟ ହବ ଓଡିଶା ହେବ। ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ’କୁ ଉଦ୍ଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଛନ୍ତି ରାଜ୍ୟରେ ମିଲେଟ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ସହ ଓଡ଼ିଶାକୁ…
ମିଛ କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ :…
ଭୁବନେଶ୍ୱର: ନିଜ ପରିଧି ବାହାରକୁ ଯାଇ କାମ କରୁଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଝାରସୁଗୁଡା ଲଖନପୁର ଠାରେ ଫ୍ଲାଏ ଆସର ଫିଲିଂ କୁ ନେଇ ଯେଉଁ ବିବାଦ ସୃଷ୍ଟି ହେଉଛି ତାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତା ଉପରେ ସ୍ପଷ୍ଟତା ଆସିବା ଦରକାର ବୋଲି ବିଜେଡି ନେତ୍ରୀ…
ଚଳିତ ଶିକ୍ଷା ବର୍ଷରୁ ପ୍ରଚଳନ ହେବ ଜାତୀୟ…
ଭୁବନେଶ୍ୱର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ…