thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଗରମରୁ ମିଳିଲା ଆଶ୍ୱସ୍ତି, ବର୍ଷାରେ…

ଭୁବନେଶ୍ୱର:ସକାଳୁ ସକାଳୁ ତୁହାକୁ ତୁହା ବର୍ଷାରେ ଭିଜିଛି ଟ୍ବିନ ସିଟି। ଉଭୟ କଟକ ଓ ଭୁବନେଶ୍ବରରେ କିଛି ସ୍ଥାନରେ ବର୍ଷା ସହ ପବନ ବହିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ପ୍ରଚଣ୍ଡ ଗରମ ମଧ୍ୟରେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଛନ୍ତି ଓଡ଼ିଶାବାସୀ।ଗରମ ଏବଂ ଗୁଳୁଗୁଳିରୁ ବଡ଼ ଆଶ୍ୱସ୍ତି ପାଇ ସକାଳୁ…

ମାର୍କେଟ୍ ବିଲ୍ଡିଂରେ ଭୟାବହ…

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଙ୍ଗରେ ଅଗ୍ନିକାଣ୍ଡ ଘଟିଛି।ଭୋର୍ ୫ଟାରେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ମାର୍କେଟ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ରହିଛି। ସର୍ଟ ସର୍କିଟ ପାଇ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ରାଜଧାନୀ ଏକ କପଡ଼ା ଦୋକାନରେ ହଠାତ୍…

କାଳ ହେଲା ଆୟବହିର୍ଭୂତ ସଂପତ୍ତି ଠୁଳ…

ସମ୍ବଲପୁର:ଭିମସାର୍‌ର ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୁର୍ଲା ଭିମସାର୍‌ର ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ଘରେ ପଶିଲା ଭିଜିଲାନ୍ସ। ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି କରାଯାଇଥିବା…

ରାଜଧାନୀରେ ପୁଲିସକୁ ଅପରାଧୀଙ୍କ ଖୋଲା…

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ଯୁକ୍ତ ତିନି କଳା ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କୁ ତାଙ୍କ ବାପା ଓ ଭଉଣୀଙ୍କ ଆଖି ଆଗରେ ଲୁହାଛଡ଼ରେ ପିଟି ଲହୁଲୁହାଣ କରିବା ସହ ଛୁରୀ ଭୁସି ବୀଭତ୍ସ ଭାବେ ହତ୍ୟା…

ମହାପ୍ରଭୁଙ୍କ ହାତୀବେଶ:ସ୍ନାନବେଦୀରୁ…

ପୁରୀ: ସ୍ନାନବେଦୀରେ ମହାପ୍ରଭୁ। ରତ୍ନ ସିଂହାସନ ଛାଡ଼ି ଛାଡ଼ି ସ୍ନାନବେଦୀରେ ଲୀଳାଖେଳା କରିଛନ୍ତି। ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ସଂଦର୍ଶନ କରିଛନ୍ତି ଭକ୍ତ। ଦୁର୍ଲଭ ହାତୀବେଶରେ ଦର୍ଶନ ଦେଇ କୃତାର୍ଥ କରୁଛନ୍ତି ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି। ଭକ୍ତମାନେ ହାତୀବେଶ ଦର୍ଶନ କରି ନିଜକୁ ଧନ୍ୟମନେ…

ଅବସରର ସପ୍ତାହେ ପୂର୍ବରୁ ଯନ୍ତ୍ରୀ ଗିରଫ:…

ରାୟଗଡ଼ା: ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍। ଅବସରର ସପ୍ତାହେ ପୂର୍ବରୁ ଯନ୍ତ୍ରୀ ଗିରଫ ହୋଇଛନ୍ତି ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ବନ୍ଧା ହୋଇଛନ୍ତି। କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପାଇଁ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ।…

ଓଡିଶା ରାଜ୍ୟ ସମବାୟ ୟୁନିଅନରେ ମହା…

ଭୁବନେଶ୍ୱର: ଓଡିଶା ରାଜ୍ୟ ସମବାୟ ୟୁନିଅନ ଆନୁକୂଲ୍ୟରେ ରଜ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ସମବାୟ ଆନ୍ଦୋଳନର ସମବାୟ ଶିକ୍ଷା, ତାଲିମ, ପ୍ରଚାର ଓ ପ୍ରସାରର ଗୁରୁ ଦାୟିତ୍ୱ ବହନ କରିଥିବା ଓଡିଶା ରାଜ୍ୟ ସମବାୟ ୟୁନିଅନ ଏକ ନୂତନ ତଥା ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ଓଡିଆ ଜାତିର ସଂସ୍କୃତି ଓ…

ଜିଲ୍ଲା ସମ୍ଭାଳିବେ ବରିଷ୍ଠ ପୋଲିସ…

ଭୁବନେଶ୍ୱର:ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚରମ ସୀମାରେ ପହଞ୍ଚିବା ଏବଂ ପୁଲିସର କାର୍ଯ୍ୟଦକ୍ଷତା ଉପରେ ଚାରିଆଡ଼ୁ ସମାଲୋଚନା ହେବା ପରେ ଶେଷରେ ରାଜ୍ୟ ପୁଲିସ ମୁଖ୍ୟାଳୟର ଚେତା ପଶିଛି । ବିଗତ କିଛି ମାସ ଧରି ହାଜତ ମୃତ୍ୟୁ, ଭିଡ଼ ହିଂସା ଏବଂ ଅପରାଧୀଙ୍କ ବଢୁଥିବା ଦୌରାତ୍ମ୍ୟକୁ ନେଇ ସରକାରଙ୍କ ଛାଟ ପଡ଼ିବା…

ପ୍ରାକ୍‌-ମୌସୁମୀ ବର୍ଷା ସ‌ତ୍ତ୍ବେ…

ଭୁବନେଶ୍ୱର:ରାଜ୍ୟରେ ପ୍ରାକ୍‌-ମୌସୁମୀ ବର୍ଷା ସ‌ତ୍ତ୍ବେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ବିଶେଷ କରି ଆଜି ବାଲେଶ୍ବର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା ଓ ନୟାଗଡ଼ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅତିଷ୍ଠ କରିଥିଲା। ଝାରସୁଗୁଡ଼ାର…

ମୋଦୀଙ୍କ ନେତୃତ୍ବରେ ଗତ ୧୨ବର୍ଷରେ ଦେଶର…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ୧୨ବର୍ଷରେ ଦେଶର ପ୍ରତିଟି କ୍ଷେତ୍ରରେ ବିକାଶ ହୋଇଛି। ବିକାଶ ଏମିତି ହେଉଛି ଯେ ଆମେ ବିକଶିତ ଭାରତ ଆଡ଼କୁ ଆଗଉଛେ। ୧୨ବର୍ଷରେ ଦେଶରେ ସଡ଼କ, ରେଳପଥ, ଜଳପଥ, ଆକାଶପଥରେ ସଂଯୋଗୀକରଣ ବଢ଼ିଛି। ଦେଶରେ ବହୁତ ବଡ଼ ବଡ଼ ପ୍ରକଳ୍ପ ହୋଇଛି।…