ଅବସରର ସପ୍ତାହେ ପୂର୍ବରୁ ଯନ୍ତ୍ରୀ ଗିରଫ: ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ
ଅବସରର ସପ୍ତାହେ ପୂର୍ବରୁ ଯନ୍ତ୍ରୀ ଗିରଫ ହୋଇଛନ୍ତି ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ବନ୍ଧା ହୋଇଛନ୍ତି। କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପାଇଁ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ
ରାୟଗଡ଼ା: ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍। ଅବସରର ସପ୍ତାହେ ପୂର୍ବରୁ ଯନ୍ତ୍ରୀ ଗିରଫ ହୋଇଛନ୍ତି ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ବନ୍ଧା ହୋଇଛନ୍ତି। କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପାଇଁ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ। ରାୟଗଡ଼ା କ୍ୱାର୍ଟରରୁ ଲାଞ୍ଚକୁ ମିଶାଇ ମୋଟ୍ ୫ ଲକ୍ଷ ୩୯ ହଜାର ଟଙ୍କା ଜବତ ହୋଇଛି। ଗତ ଜୁନ୍ ୩୦ରେ ଚାକିରିରୁ ଅବସର ନେଇଥାନ୍ତେ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ।
ବାବୁଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ଜବତ ହୋଇଛି। ରାୟଗଡ଼ା RD ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ଘରୁ ଜବତ ହେଲା ୫ ଲକ୍ଷ ୪୭ ହଜାର ଟଙ୍କା। ରାତାରାତି ବାବୁଙ୍କୁ ଉଠେଇ ନେଲା ଭିଜିଲାନ୍ସ।ରାୟଗଡ଼ା କ୍ୱାର୍ଟରରୁ ଲାଞ୍ଚକୁ ମିଶାଇ ମୋଟ୍ ୫ ଲକ୍ଷ ୩୯ ହଜାର ଟଙ୍କା ଜବତ ହୋଇଛି। ଗତ ଜୁନ୍ ୩୦ରେ ଚାକିରିରୁ ଅବସର ନେଇଥାନ୍ତେ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ।