Browsing Category
ରାଜ୍ୟ
ନବୀନଙ୍କୁ କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ:…
ନୂଆପଡ଼ା: ନୂଆପଡ଼ା କୋମନାରେ ବିରାଟ ଜନସଭାକୁ ସମ୍ବୋଧନ ଅବସରରେ ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଲେ, ନୂଆପଡ଼ାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି. ପୂର୍ବରୁ କେବେ ଏତେ ଜନସମାଗମ କେହି ଦେଖି ନ ଥିଲେ।
ନୂଆପଡ଼ାର ବିକାଶ ପାଇଁ ୧ ହଜାର ୪ ଶହ କୋଟିର ପ୍ରତିଶ୍ରୁତି ଦେଇ…
ଆହୁରି ଥରାଇବ ଶୀତ
ଭୁବନେଶ୍ୱର: ଅଚାନକ ଖସିଲା ପାରଦ। କାର୍ତ୍ତିକ ମାସର ବିଦାୟ ସହ ରାଜ୍ୟରେ ପଶିଛି ଶୀତ। ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଖସିଛି। ପୂର୍ବରାତି ତୁଳନାରେ ସର୍ବନିମ୍ନ ତାପମାତ୍ରା ୨ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଶୀତ ପ୍ରକୋପ ଆହୁରି ବଢ଼ିପାରେ।…
ଏଥର ଥରାଇବ ଶୀତ
ଭୁବନେଶ୍ୱର: ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଏକ ସପ୍ତାହ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ…
ବିଶ୍ୱାସଘାତର ଜବାବ ସୁଭଦ୍ରା ଭଉଣୀ ଦେବେ:…
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ୍। ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଟାର୍ଗେଟ୍ କରିଛନ୍ତି ପ୍ରଭାତୀ ପରିଡ଼ା। କହିଛନ୍ତିବିଶ୍ୱାସଘାତକତା କ'ଣ ଏବେ ବୋଧେ ଛାମୁଙ୍କୁ ଲାଗିଲା। ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବାକୁ ନୂଆପଡ଼ାବାସୀ…
ପଦ୍ମ ଧରିଲେ ଅମର ପଟ୍ଟନାୟକ: ବିଜେଡ଼ିକୁ…
ଭୁବନେଶ୍ୱର: ବିଜେପିରେ ମିଶିଲେ ବିଜେଡି ବରିଷ୍ଠ ନେତା
ଅମର ପଟ୍ଟନାୟକ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ପଦ୍ମ ଧରିଲେ ଅମର। ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ଅମର ପଟ୍ଟନାୟକ। ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ହେଉଛନ୍ତି ଅମର ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି, ରାଜ୍ୟ…
ବିଜେଡି ବାପାଙ୍କୁ ପଚାରି ନ ଥିଲା: ଜୟ…
ନୂଆପଡ଼ା: ବିଜେଡି ଛାଡ଼ିବା ନେଇ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା ରାଜ୍ୟ ରାଜନୀତିରେ ଚହଳ ପକେଇଛି। କହିଛନ୍ତି ବିଜେଡ଼ି ମୋ ବାପାଙ୍କୁ ପଚାରି ନଥିଲା। ଅସୁସ୍ଥ ଥିଲା ବେଳେ ବିଜେଡି ପଚାରିଲା ନାହିଁ ବାପାଙ୍କୁ।
ଯେଉଁ ନେତା ପାର୍ଟିରେ ଜୀବନ ସାରା ରହିଲେ, ତାଙ୍କୁ ନା ଫୋନ କଲେ ନା ସହଯୋଗ। ଏମିତିକି…
ଧବଳେଶ୍ବର ବଡ଼ଓଷା ପାଇଁ ବଡ଼…
ଆଠଗଡ଼: ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି କରାଯାଉଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ସବୁ ପ୍ରକର ବ୍ୟବସ୍ଥା ହୋଇଛି।
୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା, ୧୪ଟି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ। ହେବ। ପୋଲିସର ମକଡ୍ରିଲ୍…
ଫେବ୍ରୁଆରୀ ୧୭ରୁ CBSE ପରୀକ୍ଷା:CBSE…
ଭୁବନେଶ୍ଵର: ଦଶମ ଓ ଦ୍ଵାଦଶ ପରୀକ୍ଷା ନେଇ ତାରିଖ ଘୋଷଣା କରିଛି CBSE। CBSE ପକ୍ଷରୁ ପ୍ରକାଶ ପାଇଛି ପରୀକ୍ଷା ସୂଚୀ। ପରୀକ୍ଷାର ୧୧୦ ଦିନ ପୂର୍ବରୁ ପ୍ରକାଶ ପାଇଲା ସୂଚୀ।
CBSE ଦଶମ ଶ୍ରେଣୀଙ୍କ ପିଲାଙ୍କ ପାଇଁ ହେବ ୨ଟି ବୋର୍ଡ ପରୀକ୍ଷା।CBSE ଦଶମ ପରୀକ୍ଷା ଫେବୃଆରୀ 17, 2026 ରୁ ଆରମ୍ଭ ହୋଇ…
ଓଡ଼ିଶାରେ ହେବ ୯୨ଟି ରେଳ ଓଭର ବ୍ରିଜ୍:…
ଭୁବନେଶ୍ଵର: ଓଡ଼ିଶାରେ ହେବ ୯୨ଟି ରେଳ ଓଭର ବ୍ରିଜ୍। ଏଥିପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ ରେଳ ବିଭାଗ। ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟର ଅନୁମୋଦନ ଦେଇସାରିଛି।
ପୂର୍ବରୁ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ୫୦-୫୦ ଅନୁପାତ ସ୍ଥିର ହୋଇଥିଲା।ମନ୍ତ୍ରାଳୟ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ…
ନୂଆପଡାରେ ବିଜେପିର ବିଶାଳ ମିଶ୍ରଣ ପର୍ବ
ଭୁବନେଶ୍ୱର: ଆଜି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଜୋନ୍ ୭ ଆମାନାରା ଠାରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ବିଜେପି ପ୍ରତି ନିଜର ବିଶ୍ୱାସ ଓ ଆସ୍ଥା ପ୍ରକାଶ କରି ବିଜେଡି ଏବଂ କଂଗ୍ରେସ ଦଳ ର ଅନେକ ସରପଞ୍ଚ ,ସମିତି ସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଶତାଧିକ ସକ୍ରିୟ…