Browsing Category
ରାଜ୍ୟ
ପ୍ରୟାଗ ରାଜ ମହାକୁମ୍ଭ ମେଳା:…
ଭୁବନେଶ୍ୱର:ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଥିବା ମହା କୁମ୍ଭ ମେଳା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିମନ୍ତ୍ରଣ ଦେଇଛନ୍ତି।ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ଅନୀଲ…
କଣ୍ଟ୍ରାକ୍ଟରଙ୍କୁ ଉଠେଇ ନେଲା ସିବିଆଇ :…
ଭୁବନେଶ୍ୱର:ଲାଞ୍ଚ ଦେବାକୁ ଆସିଥିଲେ। କିନ୍ତୁ ମାଡି ବସିଲା ସିବିଆଇ।ମେ ଫେୟାର ହୋଟେଲ ସମ୍ମୁଖରେ ଏକ ଦାମୀ ଗାଡିକୁ ଅଟକାଇ ପୁଳାପୁଳା ଟଙ୍କା ଜବତ କରିଛି ସିବିଆଇ। ଭଦ୍ରକର ଦେବଦତ୍ତ ମହାପାତ୍ର ଓରଫ ବାପି ନିଜର ତିନି ସହଯୋଗୀଙ୍କୁ ସାଙ୍ଗରେ ଧରି ଜଣେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ଆସିଥିଲେ।…
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ:…
ଭୁବନେଶ୍ୱର:ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ସ୍ୱର ଶାଣିତ କରିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ -୨୦୨୪କୁ ନେଇ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସଙ୍କୁ ଘେରିଲେ ବିଜେଡି ବିଧାୟକ ରଣେନ୍ଦ୍ର ସ୍ୱାଇଁ। କହିଛନ୍ତି ଏହି ବିଲ ଅର୍ଡର…
ବିଜୁ ଶ୍ରମିକ ସାମ୍ମୁଖ୍ୟ ପରିବର୍ଦ୍ଧିତ…
ଭୁବନେଶ୍ଵର:ଦେଶ ନିର୍ମାଣରେ ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ। ସେମାନଙ୍କ ପାଇଁ ଆର୍ଥିକ ସ୍ଥିତିରେ ଭିତିଭୂମି କ୍ଷେତ୍ରରେ ରାଜ୍ୟ ତଥା ଦେଶ ଆଗକୁ ବଡୁଛି। ସେଥିପାଇଁ ଶ୍ରମିକମାନଙ୍କ ହକ ପାଇଁ ଲଢେଇ କରିବ ବିଜୁ ଜନତା ଦଳ। ଶ୍ରମିକମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଉଛି ବିଜେଡି। ଶ୍ରମିକମାନଙ୍କ…
ରାଜ୍ୟରେ ବଢୁଛି ମଦ ବ୍ରିକି: ମଦରେ…
ଭୁବନେଶ୍ୱର:ରାଜ୍ୟରେ ମଦ ବିକ୍ରି ବଢୁଛି। ବିଧାନସଭାରେ ଏ ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବିଧାନସଭାରେ ପ୍ରଶ୍ନୋତ୍ତରକାଳରେ ଏନେଇ ଉତ୍ତର ରଖିଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଗତବର୍ଷ ୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ବିଦେଶୀ…
ଆଉ ଜଣେ ସେକ୍ସ ଦଲାଲ ଗିରଫ: କଟକରୁ…
କଟକ:କଟକରୁ ବଙ୍ଗଳାଦେଶ ନାବାଳିକା ଉଦ୍ଧାର ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା। ଏଥିରେ ଆଉ ଜଣେ ସେକ୍ସ ଦଲାଲ ଗିରଫ ହୋଇଛି। ପୋଲିସର ଛାନଭିନ ଭିତରେ ଦେହ ବ୍ୟବସାୟରେ ଲିଙ୍କ ଥିବା ଅଭିଯୋଗରେ ଆଉ ଜଣଙ୍କୁ ପୋଲିସ ଗିରଫ କରିଛି।ଏ ଘଟଣାରେ ଗିରଫଦାରୀ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ଚତୁର୍ଥ ଅଭିଯୁକ୍ତ…
ଆସିଲା ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ:…
ଭୁବନେଶ୍ୱର: ଆଜି ବିଧାନସଭାରେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ପାରିତ ହୋଇଛି। ରାଜ୍ୟ ସରକାର ପରୀକ୍ଷାରେ ଅନିୟମିତତାକୁ ନେଇ କଠୋର ମନୋଭାବ ପୋଷଣ କରିଛନ୍ତି। ପରୀକ୍ଷାର ଆଉ ଅନିୟମିତତା କ୍ଷମଣୀୟ ନୁହେଁ। ଏଣିକି ତାହା କଲେ ଅପରାଧୀଙ୍କୁ ୩ରୁ ୫ବର୍ଷ ଜେଲଦଣ୍ଡ ସହ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା…
ପୋଲାଭରମ ପ୍ରସଙ୍ଗରେ ତେଜୁଛି ରାଜନୀତି:…
ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ତେଜିବାରେ ଲାଗିଛି ରାଜ୍ୟ ରାଜନୀତି। ବବିରୋଧୀ ବିଜେଡି ଏହାକୁ ନେଇ ଦିଲ୍ଲୀରେ ସ୍ୱର ଶାଣିତ କରିଥିବା ବେଳେ ବିଜେପି ଏହାକୁ ବିରୋଧୀଙ୍କ ରାଜନୀତିଚାଲ ବୋଲି କହିଛି। ବିଜେଡିର ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଯାଇ ପୋଲାଭରମ ପ୍ରସଙ୍ଗରେ ଦାବି ଜଣେଇଛନ୍ତି । ପୋଲାଭରମ…
ସିପାହୀ କନେଷ୍ଟବଳ ନିଯୁକ୍ତି ପାଇଁ…
କଟକ: ସିପାହୀ କନେଷ୍ଟବଳ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ହେବ। ଏମିତି ନିର୍ଦ୍ଧେଶ ଦେଲେ ଓଡିଶା ହାଇକୋର୍ଟ। ରାଜ୍ୟର ବିଭିନ୍ନ ବାଟାଲିୟନରେ ୧୩୬୦ଟି କନେଷ୍ଟବଳ ସିପାହୀ ପଦ ପୂରଣ ପାଇଁ ୨୦୨୪ ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି…