thelifelinemedia
Latest Odisha News, Breaking News Today

ନନ୍ଦନକାନନକୁ ଆସିଲେ ନୂଆ_ଅତିଥି

ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦକାନନକୁ ଆସିଲେ ନୂଆ ଅତିଥି

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦକାନନକୁ ଆସିଲେ ନୂଆ ଅତିଥି । ସୁରତର ଶ୍ୟାମପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନରୁ ଆସିଲେ ଜୀବଜନ୍ତୁ।୫ ଓଧ, ୨ ଧୂସର ଗଧିଆ, ୧୦ ବିରଳ କଇଁଛ, ୨ ଫିଜାଣ୍ଟ ପକ୍ଷୀ ଆସିଛି।ପ୍ରତିବଦଳରେ ଶ୍ୟାମପ୍ରସାଦ ମୁଖାର୍ଜୀ ଉଦ୍ୟାନକୁ ଦିଆଗଲା ୧୪ ଜୀବଜନ୍ତୁ।୨ ରୟାଲ ବେଙ୍ଗଲ ଟାଇଗର, ୨ ମାଇ ଗଧିଆ, ୩ ଚାରିଶୃଙ୍ଗୀ କୃଷ୍ଣସାର ମୃଗ।୫ ବିଲୁଆ, ୨ ବାର୍କିଂ ହରିଣ ପ୍ରଦାନ କଲା ନନ୍ଦନକାନନ।

 

ଲୋକଂକ ମନ ଜିଣିବେ ନନ୍ଦନକାନନର ଏହି ନୂଆ ଅତିଥି। ଆଗକୁ ନନ୍ଦନକାନନରେ ନୂଆ ଜୀବଜନ୍ତୁ ଆସିବେ। ଫଳରେ ନନ୍ଦନକାନନରେ ଅଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.