Browsing Category
ରାଜ୍ୟ
ବୈତରଣୀ କୂଳ ଲଂଘୁଛି, ମନ୍ତ୍ରୀ କହିଲେ,…
ଭୁବନେଶ୍ୱର: ଲଗାଣ ବର୍ଷାରୁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଫଳରେ ନଦୀ ଅବବାହିକାରେ ବନ୍ୟାସ୍ଥିତି ହେବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ଆଜି ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିବା ପରେ କହିଛନ୍ତି, ରାଜ୍ୟରେ ସମ୍ଭାବ୍ୟ…
ଚାକିରିରୁ ମୋହ ତୁଟାଇଲେ ଭୁବନେଶ୍ବର…
ଭୁବନେଶ୍ୱର:ଇଣ୍ଡିଆନ୍ ପୋଲିସ ସର୍ଭିସ୍ ଭଳି ସମ୍ମାନଜନକ ଚାକିରିରୁ କାହିଁକି ମୋହ ତୁଟାଇଲେ ଭୁବନେଶ୍ବର ଡିସିପି ଜଗମୋହନ ମୀନା ? ଇସ୍ତଫା ପୂର୍ବରୁ ନା କେବେ ସେ ଚର୍ଚ୍ଚାରେ ଥିଲେ, ନା କୌଣସି ବଡ଼ ବିବାଦରେ ଫସିଥିଲେ।୧୩ ବର୍ଷର ଚାକିରି, ୩ ଗୁରୁତ୍ବପୂର୍ଣ୍ଣ ପୋଲିସ ମେଡାଲ, ୨୦୧୯ରେ ପୋଲିସ ବୀରତା ପଦକ,…
ବଢ଼ୁଛି ଆଖୁଆପଦାଠାରେ ବୈତରଣୀ ନଦୀର…
ଭଦ୍ରକ: ବଢ଼ୁଛି ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର।ଏଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଦିନ ୧୨ଟା ସୁଦ୍ଧା ଏଠାରେ ୧୭.୯୫ ମିଟର ଉପରେ ଜଳସ୍ତର ପ୍ରବାହିତ ହେଉଛି। ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
ସୋନପୁରରେ ସର୍ବାଧିକ ବର୍ଷା…
କଲ୍ୟାଣସିଂହପୁର ଭିଡ଼ ହିଂସା ମାମଲା:…
ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ୍ରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ଘଟଣାରେ ଆଜି (ସୋମବାର) ବିଷମକଟକ ଉପକାରାଗାରରେ ଅପରାଧିକଙ୍କ (ଟେଷ୍ଟ୍ ଆଇଡେଣ୍ଟିଫିକେସନ୍) ଟିଆଇ ପରେଡ୍ ହୋଇଛି। ପ୍ରଥମଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୀଡ଼ିତା ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ।…
ଇସ୍କନକୁ ଗଜପତି ମହାରାଜାଙ୍କ…
ପୁରୀ: ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅସନ୍ତୋଷ ଜାହିର କଲେ ଗଜପତି ମହାରାଜା। ଇସ୍କନର ଗଭର୍ଣ୍ଣିଂ ବଡି କମିଶନକୁ ପୁଣିଥରେ ଚିଠି ଲେଖିଲେ ଗଜପତି ମହାରାଜା। ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା ଭିନ୍ନ ଭିନ୍ନ ସମୟରେ ହେଉଛି। ତିଥି ଅନୁସାରେ ପାଳନ କରିବା ସହ ଗୋଟିଏ ସମୟରେ କରିବାକୁ ଚିଠି…
ମାଡ଼ି ଆସୁଛି ବଡ ବର୍ଷା: ୫ଜିଲ୍ଳାକୁ ରେଡ…
ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ୫ଜିଲ୍ଳାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ସମ୍ବଲପୁର, ଅନୁଗୁଳ, ବୌଦ୍ଧ,ସୋନପୁର ଓ କନ୍ଧମାଳ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି।ସେହିପରି ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅନ୍ୟ ୬…
ଭୁବନେଶ୍ବରରେ ୧୧୯ ମିମି ବର୍ଷା: ବେହାଲ…
ଭୁବନେଶ୍ୱର:ଲଘୁଚାପ ଜନିତ ବର୍ଷାରେ ଭିଜୁଛି ରାଜଧାନୀ । ଭୁବନେଶ୍ବରରେ ୧୦୦ ମିମି ଅତିକ୍ରମ କଲା ବର୍ଷା।୨୪ ଘଣ୍ଟାରେ 119.4 ମିମି ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି ଚାନ୍ଦବାଲିରେ ୮୧.୮ ମିମି, କେନ୍ଦୁଝରରେ ୫୯.୬ ମିମି ବର୍ଷା ରେକର୍ଡ଼ ହୋଇଥିବା ବେଳେ ପୁରୀରେ ୫୬ ମିମି ଓ ବାଲେଶ୍ବରରେ ୪୨.୬…
ଅମିତ ଶାହଙ୍କ ଓଡ଼ିଶା ଗସ୍ତ…
ଭୁବନେଶ୍ବର: ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି।ଆସନ୍ତା ୪ ତାରିଖରେ ବରଗଡ଼ ଆସିଥାନ୍ତେ ଶାହ। ଗସ୍ତ ବାତିଲ ହୋଇଥିବା ନେଇ ବିଜେପି ରାଜ୍ୟ ସଭାପତିଙ୍କ ସୂଚନା। ଇଥାନଲ ପ୍ରକଳ୍ପ ସହିତ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିଥାନ୍ତେ ଶାହ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତ ଖରାପ…
ରାଜ୍ୟରେ ଗଠିତ ହେବ ଆଂଟି ନାର୍କୋଟିକ୍ସ…
ଭୁବନେଶ୍ୱର: ରାଜ୍ୟରେ ନିଶା ବିରୋଧୀ ଅଭିଯାନ ଆହୁରି କଠୋର ହେବ। ନିଶା ବେପାରୀଙ୍କ ଉପରେ ଷଣ୍ଢୁଆସୀ ଆକ୍ରମଣ କରାଯିବ। ଏଥିରେ ରାଜ୍ୟରେ ଏଡିଜ ପାହ୍ୟାର ବରିଷ୍ଠ ପୁଲିସ ଅଧିକାରୀଙ୍କ ନେତୃତ୍ବରେ ଆଂଟି ନାର୍କୋଟିକ୍ସ ଟାସ୍କ୍ ଫୋର୍ସ ଗଠିତ ହେବ। ଏହା ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ୟୁନିଟ୍…
ଖୁବଶୀଘ୍ର ପିଲାଙ୍କୁ ତ୍ରୁଟିଶୂନ୍ୟ…
ଭୁବନେଶ୍ୱର: ଖୁବଶୀଘ୍ର ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ କହିଲେ ସଚିବ।ପ୍ରେସମିଟ୍ରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସୂଚନା।ଶିକ୍ଷାବିତ୍ମାନଙ୍କୁ ନେଇ ତ୍ରୁଟିଗୁଡ଼ିକର ତର୍ଜମା ଚାଲିଛି।ଖୁବଶୀଘ୍ର ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ କହିଲେ ସଚିବ।ଜନସାଧାରଣ ଓ ବିଶେଷଜ୍ଞଙ୍କ…