thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ସିଟି ଏବଂ ଜିଏସଟି ପକ୍ଷରୁ ସୋରର ୨ଟି…

ସୋର: ବାଲେଶ୍ବର ଜିଲ୍ଲା ସୋରରେ ସିଟି ଏବଂ ଜିଏସଟି ଏନ୍ଫୋର୍ସମେଣ୍ଟ ପକ୍ଷରୁ ଦୁଇଟି ସ୍ଥାନରେ ଦେବୀ ଜୁଏଲାରି ଏବଂ ଜଗନ୍ନାଥ ଜୁଏଲାରି ଉପରେ ବୁଧବାର ଚଢ଼ଉ କରାଯାଇଛି। ଡେପୁଟି କମିସନର ପ୍ରମୋଦ କୁମାର ମଣ୍ଡଳଙ୍କ ନେତୃତ୍ୱରେ ବାଲେଶ୍ୱର ଏବଂ ବାରିପଦା ୟୁନିଟର ୪ ଗୋଟି ଟିମଟିମରେ ୧୬ ଜଣ ଚଢ଼ଉ କରିଛନ୍ତି।…

୭ ଦିନିଆ ରିମାଣ୍ଡରେ ଅର୍ଚ୍ଚନା ନାଗ୍,…

ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ଇଡି । ତେବେ ରିମାଣ୍ଡରେ ନେବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଉ କ୍ୟାପିଟାଲ ହସ୍ପିଟାଲ ନେଲାବେଳେ ଅର୍ଚ୍ଚନା ନାଗ ପ୍ରତିକ୍ରିୟା ରଖିଥିଲେ । ମୁହଁ ଖୋଲି କହିଥିଲେ ଏମିତି କିଛି ଯାହା ସଭିଁଙ୍କୁ…

ତହସିଲଦାରଙ୍କୁ ମାଡ ଘଟଣା, ସଂପୃକ୍ତ ୪…

ବାଲିପାଟଣା ତହସିଲଦାରଙ୍କୁ ମାଡ ଘଟଣାରେ ଆକ୍ସନରେ ବାଲିପାଟଣା ପୋଲିସ୍ । ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୪ ଜଣ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ୍ । ସମସ୍ତ ୪ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି । ମୁଖ୍ୟ…

୭ ଦଫା ଦାବି ନେଇ ଆଶାକର୍ମୀଙ୍କ ଆନ୍ଦୋଳନ

କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପାଟଣା ବ୍ଲକର ଆଶାକର୍ମୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ  ବସିଛନ୍ତି । ମାସକୁ ୧୮ ହଜାର ଟଙ୍କା ଦରମା, ସ୍ଥାୟୀ ନିଯୁକ୍ତି, ଅବସର ପରେ ମାସକୁ ୫ ହଜାର ଟଙ୍କା ପେନସନ୍, ପ୍ରତେକ ସେକ୍ଟରରେ ଆଶାକର୍ମୀ ମାନଙ୍କ ପାଇଁ ଅଶାଗୃହ ନିର୍ମାଣ…

୬ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ମହିଳା…

ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଢେଙ୍କାନାଳରେ ଚଢ଼ାଉ କରାଯାଇ ବ୍ରାଉନସୁଗାର ସହ ଗଞ୍ଜେଇ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଢେଙ୍କାନାଳ ସହରର ଲକ୍ଷ୍ମୀବଜାରରେ ଚଢ଼ାଉ କରି ଅବକାରୀ ସ୍କ୍ୱାର୍ଡ ୬୮ଗ୍ରାମର ଏହି ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି ।…

୪୦ ବୋତଲ କଫ ସିରଫ ଜବତ କଲା ଅବକାରୀ…

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାସୁଦେବ ପୁର ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଜଣକ ଘରୁ ୪୦ ବୋତଲ ବେଆଇନ କଫ ସିରଫ ଜବତ କରାଯାଇଛି । ଏଥିସହିତ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଅବକାରୀ ବିଭାଗ । ଗିରଫ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ଗୋଲାପ ଦାସ । ମିଳିଥିବା ସୂଚନା…

ପଦ୍ମପୁର ଉପନିର୍ବାଚନ: ତ୍ରିସ୍ତରୀୟ…

ଭୁବନେଶ୍ଵର: ପଦ୍ମପୁର ଉପ ନିର୍ବାଚନର ଭୋଟ ଗ୍ରହଣ ସରିବା ପରେ ଏବେ ଇଭିଏମରେ ଲକ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ସମସ୍ତ ଇଭିଏମକୁ ପଦ୍ମପୁର ସ୍ଥିତ ଆରଏମସି ହଲରେ ଷ୍ଟ୍ରଙ୍ଗ ରୁମ କରି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରଖା ଯାଇଛି । ଇଭିଏମଗୁଡ଼ିକୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ଏହାକୁ…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା…

ଅବପାତରେ ପରିଣତ ହେଲା ଆଣ୍ଡାମାନ ସାଗରରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏବେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

ଗାଁରେ ମାତିଛି ମହାବଳ ବାଘ; ପ୍ରଚାର କରି…

ନାରାୟଣପାଟଣା ୦୧/୧୨: ଡରାଉଛି ମହାବଳ ବାଘ। ଡେରା ପକାଇଛନ୍ତି ବନ ବିଭାଗ। ୫ ଦିନ ହେଲା ଲଗାତାର ସୀମାନ୍ତ ଗାଁରେ ଆତଙ୍କ ଖେଲାଇଛି ଅଣ୍ଡିରା ବାଘ। ସୀମାନ୍ତ ଝାଙ୍କିରି କାରିଲି ଗାଁ ପାହାଡ଼ରେ ବଳଦକୁ ୫ ଦିନ ପର୍ଯ୍ୟନ୍ତ ଖାଇ ଚାଲିଯାଇଛି ମହାବଳ। ବନ କର୍ମଚାରୀଙ୍କ କହିବା ଅନୁସାରେ, ବଳଦକୁ ବାଘ ୯୦…

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ…

ଭୁବନେଶ୍ୱର, ୦୧/୧୦: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌କୁ ନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବ୍ରେକଫାଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୪୦ ଜଣ ଶିଳ୍ପପତି ସାମିଲ ହୋଇଥିଲେ । ୫୪ ଟପ୍‌ ଶିଳ୍ପପତି ଷ୍ଟେଜରେ ବସିଥିଲେ । ୨୦୦୦ ପ୍ରତିନିଧି ଯୋଗ ଦେଇଥିଲେ । ଏହି…