Browsing Category
ରାଜ୍ୟ
ବିଜେଡିର ଶ୍ରୀମୟୀଙ୍କ ସ୍ଥାନରେ ମନ୍ମଥ
ରାଜନୀତିରେ ନବାଗତ ତଥା କଂଗ୍ରେସ ନେତା ସୁରା ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ବିଜେଡି । ମନ୍ମଥ ରାଉତରାୟ ବିଜେଡିରେ ଯୋଗ ଦେବାର କିଛି ସମୟ ପରେ ବୁଧବାର ଅପ୍ରତ୍ୟାଶିତ ଭାବେ ଏହି ଘୋଷଣା ହେବା ପରେ ବ୍ୟାପକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।…
ପବନ ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ…
ଆଗାମୀ ଦୁଇ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିଛି। ଘଡ଼ଘଡ଼ି ସାଙ୍ଗକୁ ବଜ୍ରପାତ ହେବା ନେଇ ପାଣପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବଜ୍ରପାତ, ପବନ ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ପବନର ବେଗ ୩୦ ରୁ ୪୦ କିଲୋମିଟର ରହିବ।
ଆଜିଠୁ ରାଜ୍ୟରେ…
ଏଥର ପୁରୀରେ ଅରୂପ ବନାମ ସମ୍ବିତ
ଏଥର ଶ୍ରୀକ୍ଷେତ୍ର ରାଜନୀତି ହେବ ସରଗରମ । ଲୋକସଭା ନିର୍ବାଚନ ପାଇଁ ଯୋଦ୍ଧା ଘୋଷଣା କଲେ ଉଭୟ ବିଜେଡି ଏବଂ ବିଜେପି । ଗତ ମାର୍ଚ୍ଚ ୨୪ରେ ବିଜେପିର ପ୍ରାର୍ଥୀ ଘୋଷଣା ପରେ ବୁଧବାର ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଯାହାଫଳରେ ଏଥର ପୁରୀରେ ଦେଖିବାକୁ ମିଳିବ ସମ୍ବିତ ବନାମ ଅରୂପ…
ମଇଦାନକୁ ଆସିଲେ ବିଜେଡି ଯୋଦ୍ଧା, ପ୍ରଥମ…
ଭୁବନେଶ୍ୱର : ବହୁ ବିଚାର ବିମର୍ଶ ପରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପମ୍ପ୍ରକାଶ କରିଛି ବିଜେଡି। ପ୍ରଥମ ପର୍ଯ୍ୟାୟରେ 9 ସାଂସଦ ଓ 71 ବିଧାନସଭା ସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ସଂସଦୀୟ ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ସମୀକ୍ଷା ପରେ ବିଜେଡି ସୁପ୍ରିମୋ ନିଜେ ପ୍ରାର୍ଥୀ ତାଲିକା ପ୍ରକାଶ…
ଆଜି ରଙ୍ଗର ପର୍ବ ହୋଲି, ଗାଁ ଠୁ ସହର…
ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ଏହି ପର୍ବ ପାଳନ ହୁଏ । ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ । ଘରେ ହେଉ କି ବାହାରେ ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ବାଣ୍ଟି ଚାଲିଛି ଏହି ରଙ୍ଗ…
ବିଜେପିର ଲୋକସଭା ଯୋଦ୍ଧା, ଓଡିଶା ପାଇଁ…
ନୂଆଦିଲ୍ଲୀ: ଓଡିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା। 18 ଜନ ଯୋଦ୍ଧାଙ୍କ ମୈଦାନକୁ ଛାଡିଲା ବିଜେପି। ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ଲୋକସଭା ନିର୍ବାଚନ ୨୦୨୪ ପାଇଁ ରବିବାର ନିଜ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା…
ବିଜେଡିରେ ମିଶିଲେ ଇରାନୀ, ନୟାଗଡ଼…
ଭୁବନେଶ୍ୱର : ବିଜେଡିରେ ମିଶିଲେ ଇରାନୀ ରାୟ। ବିଜେପିରୁ ଇସ୍ତଫା ଦେବା ପରେ ଆଜି ଵିଧି ବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଇରାନୀ ବିଜେଡିରେ ସାମିଲ ହେବା ପରେ ଏବେ ନୟାଗଡ ରାଜିନୀତିର ଉଷ୍ମତା ଶିଖର ଛୁଇଁଛି। କୁହାଯାଉଛି ଅରୁଣଙ୍କ ଜାଗାରେ ଏଥର ଇରାନୀଙ୍କୁ ଟିକେଟ ଦେଇପାରେ ଦଳ। ନୟାଗଡ ବିଧାୟକ…
ଆଜି ଆସିପାରେ ବିଜେପିର ଚତୁର୍ଥ ପାର୍ଥୀ…
ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ଆସିପାରେ ବିଜେପିର ଚତୁର୍ଥ ପାର୍ଥୀ ତାଲିକା । ଏହି ତାଲିକାରେ ୫ରାଜ୍ୟର ପାର୍ଥୀ ମାନଙ୍କ ନାମ ଘୋଷଣା କରାଯାଇପାରେ । ସେହି ୫ ରାଜ୍ୟ ମଧ୍ୟରେ ରହିଛି ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶ । ଗତକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ…
ସଂତୃପ୍ତଙ୍କୁ ଗ୍ରୀନ ସିଗନାଲ, କଟକରୁ…
ଭୁବନେଶ୍ୱର : କଟକରୁ ବିଜେଡି ଲୋକସଭା ପ୍ରାର୍ଥୀ ହୋଇ ପାରନ୍ତି ସଂତୃପ୍ତ ମିଶ୍ର। ଦଳ ତାଙ୍କୁ ଗ୍ରୀନ ସିଗନାଲ ଦେଇଥିବା ଚର୍ଚ୍ଚା ହେଉଛି। ଏବେ ବିଜେଡିର ରାଷ୍ଟୀୟ ମୁଖପାତ୍ର ଅଛନ୍ତି ସଂତୃପ୍ତ ମିଶ୍ର। କଟକରୁ ଛଅ ଥର ଲୋକସଭା ସାଂସଦ ରହି ଆସିଥିବା ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେବା ପରେ ଏବେ…
ରାଜଧାନୀରୁ ୨୬ ଲକ୍ଷ ଟଙ୍କାର…
ରାଜଧାନୀରେ ବ୍ରାଉସ ସୁଗାର କାରବାର ଅଭିଯୋଗରେ ସ୍ୱତନ୍ତ୍ର କ୍ରାଇମ ୟୁନିଟ୍ କମିଶନର ପୋଲିସ ଶନିବାର ଜଣେ ମହିଳା ଆକାଉଣ୍ଟାଣ୍ଟ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ଦୁଇ ମହିଳା ହେଲେ କୋଣାର୍କ ଅଞ୍ଚଳର 23 ବର୍ଷୀୟ ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ୱର ବସ୍ତା ଅଞ୍ଚଳର ୩୦ ବର୍ଷୀୟ କରିଶ୍ମା…