Browsing Category
ରାଜ୍ୟ
ଜଳୁଛି ଓଡିଶା, ଆହୁରି ଜାଳିବ ମୁଣ୍ଡ ଫଟା…
ଭୁବନେଶ୍ୱର :ସକାଳୁ ମୁଣ୍ଡ ଫଟା ଖରା। ଅସହ୍ୟ ତାତିରେ ଜନଜୀବନ ଅସ୍ତ ବ୍ୟସ୍ତ। ଉପକୂଳରୁ ଉପାନ୍ତ ସବୁଠି ତାତିର ତାଉ କଲବଲ ହେଉଛି ମଣିଷ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରାରେ ପ୍ରଭାବିତ ସାରା ରାଜ୍ୟ। ରାସ୍ତା ଘାଟ ଶୂନଶାନ। ଲୋକେ ଡରରେ ଘରୁ ବାହାରକୁ ଆସୁ ନାହାନ୍ତି। ଆଜି ସକାଳ ୮ ଟା ୩୦…
ଶଙ୍ଖ ଛାଡ଼ିବେ କି ସମୀର, ଟିକେଟ କଟିଲା…
ନିମାପଡା: ୧୫ ବର୍ଷର ନେତାଙ୍କ ଉପରେ ଦଳ ଭରଷା କଲାନି କିନ୍ତୁ ୧୪ଦିନର ନେତା ଉପରେ ଦଳ ଭରଷା କଲା। ନିମାପଡା ରାଜନୀତି ସମୀକରଣ ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚାର ଶିରୋନାମା ପାଲଟିଛି। ବିଜେଡି ସିଟିଙ୍ଗ ବିଧାୟକ ସମୀର ଦାସଙ୍କ ଟିକେଟ କଟିବା ଆଉ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେବା ନିମାପଡା ରାଜନୀତିରେ ନୂଆ…
ବିଜେଡିରେ ବର୍ଷା ବିଜେପିରେ ଅନୁଭବ,…
ଭୁବନେଶ୍ୱର : ବିଜେଡିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ପୂର୍ବରୁ ଯଦିଓ ପଂଚାୟତ ନିର୍ବାଚନ, ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିଲେ । ଏବେ କିନ୍ତୁ ବର୍ଷା ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବର୍ଷା ବିଜେଡିରେ ସାମିଲ ହେବା ପରେ ଏବେ ରାଜନୀତି ମଇଦାନ ସରଗରମ…
ବିଜେଡିର ପଶ୍ଚିମ ଓଡ଼ିଶା ମିଶନ,…
ଭୁବନେଶ୍ୱର : କଣ୍ଟାବାଞ୍ଜିରୁ ନବୀନ ଲଢ଼ିବେ। ଚର୍ଚ୍ଚାର ଶିରୋନାମା ପାଲଟିଯାଇଛି ଏ ଖବର। ଏଥର ହିଞ୍ଜିଳି ସହିତ କଣ୍ଟାବାଞ୍ଜିରେ ଭାଗ୍ୟ ପରୀକ୍ଷା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କେବଳ ବଲାଙ୍ଗୀର ଜିଲ୍ଲା ପାଇଁ ନୁହେଁ ଏହା ନବୀନଙ୍କ ପୁରା ପଶ୍ଚିମ ଓଡିଶା ପାଇଁ ମାଷ୍ଟର ଷ୍ଟ୍ରୋକ ବୋଲି…
ବିଜେଡିର ୫ମ ପର୍ଯ୍ୟାୟ ପ୍ରାର୍ଥୀ…
ଭୁବନେଶ୍ୱର : ବିଜେଡିର ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିଛି। କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ଲଢ଼ିବାକୁ ଯାଉଛନ୍ତି। ହିଞ୍ଜିଳି ସହିତ ଏଥର କଣ୍ଟାବାଞ୍ଜିରୁ ଭାଗ୍ୟ ପରୀକ୍ଷା କରିବେ ନବୀନ। ୨୦୧୯ଭଳି ଏଥର ମଧ୍ୟ ଦୁଇଟି ଆସନରୁ ଲଢ଼ିବେ ନବୀନ। ଆଜି ଘୋଷଣା ହୋଇଥିବା ୯ ଜଣ…
ତାତିର ତାଉରେ ଓଡିଶା ,କାଲିଠୁ ଆହୁରି…
ଭୁବନେଶ୍ୱର : ଜଳୁଛି ସାରା ଓଡିଶା। ତତଲା ତାଉରେ ସିଜୁଛନ୍ତି ରାଜ୍ୟବାସୀ। ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳି ହେଉଥିବାରୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଆଗାମୀ ୫ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ତାତିରୁ ନିସ୍ତାର ମିଳିବ ନାହିଁ । ଆସନ୍ତା ୨୪ ଘଂଟାରେ ରାଜ୍ୟରେ ପ୍ରବଳ ଖରା ସହ ଗୁଳିଗୁଳିକୁ…
କମାଲ କଲେ ଓଡ଼ିଆ ପୁଅ, ୟୁପିଏସି ଦ୍ୱିତୀୟ…
ନୂଆଦିଲ୍ଲୀ : ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ବାଜି ପାରିଲେ ଓଡ଼ିଆ ପୁଅ ଅନିମେଶ। ତାଳଚେରର ଅନିମେଶ ଦ୍ୱତୀୟ ସ୍ଥାନରେ ରହି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଓଡିଶାରୁ ୨୦ରୁ ଅଧିକ ପରୀକ୍ଷାର୍ଥୀ କୃତ କାର୍ଯ୍ୟ ହୋଇଛନ୍ତି। ଓଡିଶାରୁ ଐଶ୍ଵର୍ଜ୍ୟମ ପ୍ରଜାପତି ୧୦ମ…
କଂଗ୍ରେସରୁ ଟିକେଟ ମିଳିବାର ଦୁଇ ଦିନ…
ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଟିକେଟ ବିକ୍ରି ହେଉଛି ବୋଲି ଗତ କିଛି ଦିନ ହେଲା ଚର୍ଚ୍ଚା ଲାଗିରହିଛି ।ଟଙ୍କା ଦିଅ ଟିକେଟ ନିଅ ଆଉ ଟଙ୍କା ଯଦି ନାହିଁ ଟିକେଟ ବି ନାହିଁ। ଟିକେଟ ବିକ୍ରିକୁ ନେଇ ଏକ ବଡ ସିଣ୍ଡିକେଟ ଚାଲିଛି ରାଜ୍ୟ କଂଗ୍ରେସରେ। ଯାହାର ମାଷ୍ଟର ମାଇଣ୍ଡ ହେଉଛନ୍ତି ଖୋଦ ପିସିସି ସଭାପତି…
ରାଜ୍ୟରେ ଅଗ୍ନିବର୍ଷା: ଦିନ ୨ଟା ସୁଦ୍ଧା…
ଭୁବନେଶ୍ୱର: ରାଜ୍ୟରେ କଲବଲ କରୁଛି ତାତି । ଦିନ ସାଢ଼େ ୨ଟା ସୁଦ୍ଧା ୪୧.୯ ଡିଗ୍ରୀ ତାପମାତ୍ରା ସହ ସବୁଠୁ ତତଲା ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ ତାଠୁ ଅଧିକ ରହିଛି । ଚାନ୍ଦବାଲିରେ ୪୧.୬ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୪, ବାଲେଶ୍ୱରରେ ୪୦.୫, ସମ୍ବଲପୁରରେ…
କେମିତି ହେଲା ବାରବାଟୀ ଵସ ଦୁର୍ଘଟଣା,…
ଭୁବନେଶ୍ୱର : ଜଣାପଡିଲା ବାରବାଟୀ ବସ ଦୁର୍ଘଟଣା ପଛର କାରଣ। ଗାଡି ଚାଳକଙ୍କ ବେପରୁଆ ମନୋଭାବ ଯୋଗୁଁ ଏତେ ବଡ ଦୁର୍ଘଟଣା ଘଟିଗଲା। ଗାଡି ଡ୍ରାଇଭରର ହିଁ ସବୁ ଭୁଲ ବୋଲି ଜଣାପଡିଛି।
ଯାଜପୁର ବାରବାଟୀ ଵସ ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି ପରିବହନ ବିଭାଗ। ଯୁଗ୍ମ କମିଶନର ଲାଲ ମୋହନ ସେଠୀଙ୍କ…