thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ପଦ୍ମ ଧରୁ…

ଭୁବନେଶ୍ୱର: ବିଜେପିରେ ମିଶିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ରାଜ୍ୟ ପାର୍ଟି ଅଫିସରେ ପଦ୍ମ ଧରିଲେ ରବୀନ୍ଦ୍ର ଜେନା । ଶତାଧିକ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ପଦ୍ମ ଧରିଲେ।ବିଜେପିରେ ମିଶିବା ପରେ ପ୍ରବଳ ବର୍ଷିଲେ ରବୀନ୍ଦ୍ର ଜେନା । ପଦ୍ମ ଧରୁ ଧରୁ ଉତ୍ତରାଧିକାରୀ ପ୍ରସଙ୍ଗରେ…

ଔଦୋଗିକ ବିକାଶର ସମ୍ଭାବନା CISF ବିନା…

କଟକ: କଟକ ମୁଣ୍ଡଳି CISF କ୍ୟାମ୍ପରେ ଅମିତ ଶାହ ସମ୍ବୋଧନ ଦେଇଛନ୍ତି। CISF ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ। ଶାହା କହିଛନ୍ତି, ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡ଼ି ଧରିଛି CISFବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ହେଉଚି CISF। ଦେଶର ଔଦୋଗିକ ବିକାଶର ସମ୍ଭାବନା CISF ବିନା ଅସମ୍ଭବ…

ମୋକିମଙ୍କ ନୂଆ ଦଳ ଗଠନ ପ୍ରସଙ୍ଗ: ଯାଜପୁର…

ଯାଜପୁର: କଂଗ୍ରେସରୁ ଦୂରେଇ ଯାଇ କଂଗ୍ରେସ ନାଁକୁ ଯୋଡି ନୂଆ ଆଂଚଳିକ ଦଳ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି କଟକ ବାରବାଟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ଏହି ପରିପ୍ରେକ୍ଷୀରେ ଯାଜପୁରରେ ଏକ ବୈଠକ ଆୟୋଜିତ ହୋଇଯାଇଛି। ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ାଇଥିବା ଯାଜପୁର ବୈଠକକୁ ନେଇ ପୁଣି ହଲଚଲ ଆରମ୍ଭ…

ରାଜ୍ୟସଭା ଆସନ ପାଇଁ ସରିଲା ନାମାଙ୍କନ:…

ଭୁବନେଶ୍ୱର: ଓଡିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ସରିଲା। ବିଜେପି ପକ୍ଷରୁ ମନମୋହନ ସାମଲ, ସୁଜିତ୍ କୁମାର ନାମାଙ୍କନ ଭରିଥିବା ବେଳେ ବିଜେଡ଼ି ପକ୍ଷରୁ ସଂତୃପ୍ତ ମିଶ୍ର ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ସେହିପରି ସ୍ଵାଧୀନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତା ଓ ଦିଲୀପ ରାୟ ପ୍ରାର୍ଥୀପତ୍ର…

ଚର୍ଚ୍ଚା ବଢ଼ାଇଲା ଯାଜପୁର ବୈଠକ: ବରିଷ୍ଠ…

ଯାଜପୁର: ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ାଇଥିବା ଯାଜପୁର ବୈଠକକୁ ନେଇ ପୁଣି ହଲଚଲ ଆରମ୍ଭ ହୋଇଯାଇଛି। ବିଗତ ଦିନରେ କଂଗ୍ରେସକୁ ବାଏ ବାଏ କହିଥିବା ରାଜ୍ୟର ଟାଣୁଆ ନେତାଙ୍କ ଯାଜପୁରରେ ବୈଠକକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା। ଏବେ ପୁଣିଥରେ ଯାଜପୁରରେ ବୈଠକ ହୋଇଛି। ବରିଷ୍ଠ ନେତା ଦେବେନ୍ଦ୍ର…

ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସ…

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ। ହୃଦରୋଗ ସମସ୍ୟା ପାଇଁ ଭୁବନେଶ୍ୱର ଏମ୍ସରେ ହୋଇଥିଲେ ଭର୍ତ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ…

କଂଗ୍ରେସକୁ ଅଡ଼ୁଆ ରାଜ୍ୟସଭା ନିର୍ବାଚନ:…

ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନକୁ ନେଇ ଅକଳରେ ପଡ଼ିଛି ରାଜ୍ୟ କଂଗ୍ରେସ। ବିଜେଡି ସଭାପତି ନବୀନ ପଟ୍ଟନାୟକ ‘କମନ୍‌ ପ୍ରାର୍ଥୀ’ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିବା ପରେ ଏହାକୁ ତରବରିଆଭାବେ ସମର୍ଥନ ଜଣାଇଥିଲେ ପିସିସି ସଭାପତି ଭକ୍ତଚରଣ ଦାସ। ହେଲେ କଂଗ୍ରେସର ବିଧାୟକ ଦଳ ବୈଠକରେ…

ୟୁଟ୍ୟୁବର ରାହୁଲ୍ ମହାରଣା ହତ୍ୟା…

ଭୁବନେଶ୍ୱର:ଜିଜିପି କଲୋନୀ ରାହୁଲ ହତ୍ୟା ଘଟଣାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ରାହୁଲଙ୍କ ପତ୍ନୀ। ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲଙ୍କ ପତ୍ନୀ। କହିଲେ, ମଞ୍ଚେଶ୍ବର ପୋଲିସ ଠିକ୍‌ ଭାବେ ତଦନ୍ତ କରୁନି । ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ରହିଛି କହିଲେ ବୋଲି ସେ କହିଛନ୍ତି।…

ମାର୍ଚ୍ଚ ୨୫ରୁ ରତ୍ନଭଣ୍ଡାର ଗଣତି ମଣତି…

ପୁରୀ:ମାର୍ଚ୍ଚ ୨୫ ତାରିଖରୁ ରତ୍ନଭଣ୍ଡାର ଗଣତି ମଣତି ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏ ନେଇ ବଡ଼ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ। ଚୈତ୍ର ମାସ ଶୁକ୍ଳ ସପ୍ତମୀ ତିଥିରୁ ଗଣତି ମଣତି ହେବ।ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ୨୫ ତାରିଖ ଅପରାହ୍ନ…

ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା…

ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି। ବିଜେଡ଼ି ମୁଖିଆ ନବୀନ ପଟ୍ଟନାୟକ ଦୁଇ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି। ସଂତୃପ୍ତ ମିଶ୍ର ଓ ଡା ଦତ୍ତେଶ୍ବର ହୋତାଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି। ବିଜେଡ଼ିର ବରିଷ୍ଠ ନେତା ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ବର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ…