thelifelinemedia
Latest Odisha News, Breaking News Today
Browsing Category

ମନୋରଞ୍ଜନ

ବିଗିଡିଲା ରାଜୁ ଶ୍ରୀବାସ୍ତବଙ୍କ…

ମୁମ୍ବାଇ : ଜଣାଶୁଣା କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅଚାନକ ତାଙ୍କରସ୍ୱାସ୍ଥ୍ୟ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ନାହିଁ। ତାଙ୍କ ପାଇଁ ପ୍ରାର୍ଥନା ଆବଶ୍ୟକ ଜରୁରୀ । ସୂଚନା ଥାଉକି, ସେ…

‘ଦୋବାରା’ରେ ଧମାଲ କରିବେ ତାପସୀ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ। ‘ବେବି’, ‘ପିଙ୍କ୍‌’, ‘ନାମ ଶବାନା’, ‘ସାବାସ୍‌ ମିଠୁ’  ଭଳି ଭିନ୍ନ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ  ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀଙ୍କ  ତାଲିକାରେ ମଧ୍ୟ ତାଙ୍କ ନାମ ଅଛି । ଆଗକୁ…

ଆଜିଠୁ KBCର ନୂତନ ସିଜିନ୍

ମୁମ୍ବାଇ: ସବୁଠୁ ଲୋକ ପ୍ରିୟ ଶୋ କୌନ ବନେଗା କରୋଡପତି(KBC)ର ନୂତନ ସିଜିନ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଗତ ବର୍ଷ ତୂଳନାରେ ଚଳିତ ବର୍ଷ କେବିସିର ପ୍ରାୟୋଜକ ଏବଂ ବିଜ୍ଞାପନ ରେଟିଂରେ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ, ଦିନକୁ କେମିତି କେବିସିର…

ଜାତିଆଣ ଆକ୍ଷେପ ମାମଲା: ବର୍ଷା ଓ ତାଙ୍କ…

କଟକ: ବର୍ଷାଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ବର୍ଷା, ତାଙ୍କ ଝିଆରୀ ଓ ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ଅନୁଭବଙ୍କ ସୁରକ୍ଷାକର୍ମୀଙ୍କୁ ଜାତିଆଣ ଆକ୍ଷେପ ନେଇ ଥିଲା ଅଭିଯୋଗ । ମାମଲାରେ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ସୂଚନା ଥାଉକି, ସାଂସଦ…

Koffee With Karan 7ରେ ନଜର ଆସିବେ…

ମୁମ୍ୱାଇ: କଫି ୱିଥ୍ କରନ୍ ୭’ର ଆରମ୍ଭ ପୂର୍ବରୁ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ଏହି ସୋରେ ଅଂଶଗ୍ରହଣ କରିବେ କି ନାହିଁ ତାହା ଅନୁମାନ କରାଯାଉଥିଲା । ବିବାହ ପରେ, ଦମ୍ପତ୍ତି ଭାବେ ନଜର ଆସିବେ କି ନାହିଁ ହେଉଥିଲା ଚର୍ଚ୍ଚା । ପ୍ରଶଂସକମାନେ ସେମାନଙ୍କ ବିଷୟରେ ଜାଣିବାକୁ ବହୁତ ଉତ୍ସାହିତ ଥିଲେ ।…

ମାୟନଗରୀକୁ ଗଲେ ପ୍ରକୃତି ମିଶ୍ର,…

ଭୁବନେଶ୍ୱର: ମୁମ୍ବାଇ ଗଲେ ପ୍ରକୃତି ମିଶ୍ର । ଭୁବନେଶ୍ୱର ଛାଡି ବିମାନ ଯୋଗେ ମୁମ୍ବାଇ ଗଲେ ପ୍ରକୃତି ମିଶ୍ର । ସୋମବାର ସକାଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମୁମ୍ବାଇ ଯାଇଛନ୍ତି ପ୍ରକୃତି । ସୂଚନା ଅନୁସାରେ, ଗତ ୨୩ ତାରିଖରେ ରାଜଧାନୀ ରାଜରାସ୍ତାରେ ଘଟିଥିବା ହାଇଡ୍ରାମା ପରେ ଅଭିନେତ୍ରୀ…

କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ,…

ଭୁବନେଶ୍ବର: ବାବୁସାନ୍ ଆଜି ଫ୍ୟାନ୍‌ମାନଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। ବାବୁସାନ ଭୁବନେଶ୍ବରର ଜଗନ୍ନାଥ ବିହାରସ୍ଥିତ ବାସଭବ‌ନରେ କେକ୍‌ କାଟିବା ସହ ନିଜ ନୂଆ ଫିଲ୍ମ ‘ଗଜପତି’ର ପୋଷ୍ଟର ରିଲିଜ କରିଛନ୍ତି। ଏହି ଅବସରରେ ବାବୁସାନଙ୍କ ମା’ ଅପରାଜିତା ଏବଂ ଫ୍ୟାନମାନେ ଉପସ୍ଥିତ ଥିଲେ। ସେ ପରିବାର…

ଜନ୍ମଦିନ ପୁଅ ଓ ପତ୍ନୀଙ୍କ ସହ ପାଳିବାକୁ…

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍‌ ମହାନ୍ତିଙ୍କ ଆସନ୍ତାକାଲି ହେଉଛି ଜନ୍ମଦିନ। ଆସନ୍ତାକାଲି ସପରିବାର ସହିତ ଜନ୍ମଦିନ ପାଳନ କରି ପାରନ୍ତି। ବାବୁସାନ ଜନ୍ମଦିନରେ ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଭାଇରାଲ ଅଡିଓ ବିଷୟରେ ପ୍ରଶ୍ନ…