thelifelinemedia
Latest Odisha News, Breaking News Today

ନାଣ୍ଡୁ ଅପରାଧୀ ଚରିତ୍ରର ବ୍ୟକ୍ତି: ଭକ୍ତ ଦାସ

ଭୁବନେଶ୍ଵର: କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟମତ ରଖିଛନ୍ତି। ସେ କହିଛନ୍ତି ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ କଂଗ୍ରେସର ସଦସ୍ୟ ହୋଇପାରିବେ ନାହିଁ।

ସଦସ୍ୟତା ମଗାଯାଏ, ଛଡାଇକି ନିଆଯାଏନାହିଁ। ରାହୁଲ ଗାନ୍ଧୀଙ୍କ ପାଖକୁ ଯଦି ଯାଇପାରିବେ ତାହାଲେ ଯାଆନ୍ତୁ। ମୁଁ କଂଗ୍ରେସ ଅଧ୍ୟକ୍ଷ ଭାବେ କହୁଛି, ତାଙ୍କୁ ଗ୍ରହଣ କରାଯିବନାହିଁ।

Leave A Reply

Your email address will not be published.