thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ଆଇସିୟୁରେ ପଶି ରାଜୁ ଶ୍ରୀବାସ୍ତବଙ୍କ ସହ…

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଲୋକପ୍ରିୟ ବ୍ୟଙ୍ଗ କଳାକାର ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ଜଣେ ଅଜଣା ବ୍ୟକ୍ତିଙ୍କ କାରନାମା ଚର୍ଚ୍ଚାର ବିଷୟ ହୋଇଛି । ଜଣେ ବ୍ୟକ୍ତି ଆଇସିୟୁ ଭିତରେ ପ୍ରବେଶ କରି ତାଙ୍କ ସହ ନିଜ ମୋବାଇଲରେ ସେଲଫି ଉଠାଇ ଥିଲା । ସଂପୃକ୍ତ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି | ମନରେଗା(ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) ପ୍ରସଙ୍ଗରେ ନବୀନ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି | ନବୀନ ଚିଠିରେ ଲେଖିଛନ୍ତି ଯେ ଶ୍ରମିକଙ୍କୁ ଉଚିତ ସମୟରେ ପ୍ରାପ୍ୟ…

ପୁଣି ବର୍ଷେ ବଢିଲା କେନ୍ଦ୍ର ଗୃହ ସଚିବ…

ନୂଆଦିଲ୍ଲୀ: ପୁଣିଥରେ ବଢ଼ିଲା କେନ୍ଦ୍ର ଗୃହ ସଚିବଙ୍କ କାର୍ଯ୍ୟକାଳ। ପୁଣିଥର କେନ୍ଦ୍ର ସରକାର କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କର କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି।  ୨୦୨୩ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ୨ ଥର ଅଜୟଙ୍କ…

ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ…

ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ ଧମକ । ସୋସିଆଲ ମିଡିଆ ଜରିଆରେ ଆଇଆରଏସ ଅଧିକାରୀ ତଥା ଏନସିବି ଅଧିକାରୀ ସମୀରଙ୍କୁ ହତ୍ୟା ଦମକ ଦିଆଯାଇଛି । ସମୀର ମୁମ୍ବାଇ ପୋଲିସରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । କୁହାଯାଉଛି ଯେ, ଅଗଷ୍ଟ ୧୪ରେ ତାଙ୍କୁ ଟ୍ୱିଟରରେ ଧମକ…

ବ୍ଲକ୍‌ ହେଲା ୮ ‘ୟୁଟ୍ୟୁବ୍‌ ଚାନେଲ୍‌’

ନୂଆଦିଲ୍ଲୀ: ‘ମିଥ୍ୟା, ଭାରତ-ବି‌ରୋଧୀ’ ଏବଂ ସାମ୍ପ୍ରଦାୟିକ’ ବିଷୟବସ୍ତୁ ଥିବାରୁ ୭ଟି ଭାରତୀୟ ଏବଂ ଗୋଟିଏ ପାକିସ୍ତାନୀ ଚାନେଲ୍‌ ସମେତ ୮ଟି ‘ୟୁ‌ଟ୍ୟୁବ୍‌ ଚାନେଲ୍‌’କୁ ଭାରତ ସରକାର ବ୍ଲକ୍‌ କରାଇଛନ୍ତି। ଏହାକୁ ମିଶାଇ ଗତବର୍ଷ ଡିସେମ୍ବର ମାସରୁ ସମୁଦାୟ ୧୦୨ଟି ‘ୟୁଟ୍ୟୁବ୍‌ ଆକାଉଣ୍ଟ୍‌’ ବ୍ଲକ୍‌…

ଗୌତମ ଅଦାନୀଙ୍କୁ ମିଳିବ ଜେଡ୍ ସୁରକ୍ଷା

ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଅଦାନୀଙ୍କୁ ଜେଡ୍ ସୁରକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଗୌତମଙ୍କୁ ଏହି ସୁରକ୍ଷା ସିଆରପିଏଫର ଭିଆଇପି ସୁରକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯିବ । ତେବେ ଏହି ସୁରକ୍ଷା ବାବଦ ଖର୍ଚ୍ଚ ଅଦାନୀ ବହନ କରିବେ । ଏଥିପାଇଁ ତାଙ୍କୁ ମାସକୁ ୧୫ରୁ…

ଦିଲ୍ଲୀ କରୋନା ଭୟ: ୧୪ ଦିନର ଦୁଇଗୁଣ…

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀରେ ପୁଣି ମାତୁଛି କରୋନା। ୧୪ ଦିନରେ ଦିଲ୍ଲୀରେ ଡାକ୍ତରଖାନାରେ ଆଡ୍‌ମିଶନ ସଂଖ୍ୟା ଦୁଇଗୁଣ ହୋଇଛି। ସେହିପରି ମୃତ୍ୟ ସଂଖ୍ୟାରେ ଚିନ୍ତାଜନକ ବୃଦ୍ଧି ଦେଖିବାକୁ ମିଳିଛି। ଅଗଷ୍ଟ ୧ ତାରିଖ ଠାରୁ ଏପର୍ଯ୍ୟନ୍ତ ହସ୍‌ପିଟାଲ୍ ଆଡମିସନ ଓ ଆଇସିୟୁରେ ଭର୍ତ୍ତି ସଂଖ୍ୟା…

ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ :…

ନୂଆଦିଲ୍ଲୀ, ୧୬|୦୮:  ଭୟଙ୍କର ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ । ପ୍ରାଣ ହରାଇଲେ ପରିବାରର ସ୍ୱାମୀ-ସ୍ତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି  ଉତ୍ତରପ୍ରଦେଶର ମୈନପୁରୀରେ । ସୂଚନାନୁସାରେ, ସୋମବାର ରାତିରେ ଏକ ଟ୍ରକ୍ ମୈନପୁରୀରୁ କାନପୁର ଅଭିମୁଖେ ଯାଉଥିଲା । କିନ୍ତୁ ରାସ୍ତାରେ…

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮୮୧୩…

ନୂଆଦିଲ୍ଲୀ: କମିଲା କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ ବଢିବା ପରେ ପୁଣି କମିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ ହ୍ରାସ ପାଇଛି। ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୯ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪…

ବିଶ୍ୱର ପ୍ରଥମ ଦେଶ ଭାବେ ଓମିକ୍ରନର…

ଲଣ୍ଡନ: ଓମିକ୍ରନ ଭ୍ୟାରିଏଣ୍ଟ ବିରୋଧରେ ପ୍ରଥମ ଟିକାକୁ ଅନୁମତି ଦେଲା ଗ୍ରେଟ ବ୍ରିଟେନ। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ୍ ଓମିକ୍ରନ ସଂକ୍ରମଣ ରୋକିବାକୁ ମଡର୍ଣ୍ଣା କମ୍ପାନୀ ତିଆରି କରିଥିବା ‘ଭିଭାଲେଣ୍ଟ ଭ୍ୟାକ୍ସିନ’କୁ ପ୍ରୟୋଗ ପାଇଁ ଅନୁମତି ଦେଇଛି। ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଭାବେ ଏହି…