thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ପଶ୍ଚିମବଙ୍ଗରେ ଦିଦିଙ୍କ ଗଡରେ ଫିଟିବ…

ନୂଆଦିଲ୍ଲୀ:ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ ଏବଂ ପୁଡୁଚେରିରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ଲେଖାଏଁ ପର୍ଯ୍ୟାୟରେ ମତଦାନ ହୋଇଥିଲା। ମତଦାନ ଶେଷ ହେବା ପରେ ଏବେ ଏକଜିଟ ପୋଲ ଆସିଛି। ଯାହାକୁ ନେଇ…

ହିଲଟନ ଗୁଳି ମାଡ଼ ନେଇ ଟ୍ରମ୍ପଙ୍କ ପ୍ରେସ୍…

ବ୍ୟୁରୋ: ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏକ ନିଶ୍ଚିତ ବିପଦରୁ ରକ୍ଷା ପାଇଗଲେ। ୱାଶିଂଟନର ହିଲଟନରେ ଘଟିଥିବା ଗୁଳି ମାଡ଼ ନେଇ ଟ୍ରମ୍ପ ପ୍ରେସ୍ ମିଟ୍‌ରେ କହିଛନ୍ତି, ସୁରକ୍ଷା କର୍ମୀ ମୋତେ ବଞ୍ଚାଇଦେଲେ। ସୁରକ୍ଷା କର୍ମୀ ଯୋଗୁଁ ସେ ନୂଆ ଜୀବନ ପାଇଛନ୍ତି।ସମସ୍ତ…

ପ୍ରଧାନମନ୍ତ୍ରୀଙ୍କ ମନ୍‌ କି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୩୩ ତମ ମନ୍‌ କି ବାତରେ ଦେଶବାସୀଙ୍କୁ ମନର କଥା ଶୁଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ମୋଦି କହିଛନ୍ତି, ସୈାରଶକ୍ତିରେ ଭାରତ ବଡ଼ ଉପଲବ୍ଧି ହାସଲ କରିଛି।ଭାରତ ସବୁବେଳେ ବିଜ୍ଞାନକୁ ପ୍ରଗତି ସହ ଯୋଡି ଆଗେଇଛି। ବୁଦ୍ଧ ପୂର୍ଣ୍ଣିମାର ଆଗୁଆ ଶୁଭେଚ୍ଛା…

କେଜ୍ରିୱାଲଙ୍କ ଉପରେ ବର୍ଷିଲେ ରାଘବ…

ନୂଆଦିଲ୍ଲୀ: ଆପ୍‌ ଏବେ ଦୁର୍ନୀତିରେ ଭରିଛି । ଦଳ ଆଉ ନୀତି ଆଦର୍ଶରେ ନାହିଁ ବୋଲି ଦଳ ଛାଡିଥିବା ସାଂସଦ ରାଘବ ଚଡ୍ଡା କହିଛନ୍ତି। କେଜ୍ରିୱାଲଙ୍କ ଉପରେ ବର୍ଷିଲେ ରାଘବ।ଆପ୍‌ ଛାଡ଼ିବାର କିଛି ଘଣ୍ଟା ପରେ ବିଜେପିରେ ମିଶିଥିଲେ ରାଘବ ଚଡ୍ଡା। ତାଙ୍କ ସହ ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ମଧ୍ୟ ବିଧିବଦ୍ଧ ଭାବେ…

ରେକର୍ଡ ମତଦାନ: ECIଙ୍କ ପ୍ରଶଂସା: SIRକୁ…

ବ୍ୟୁରୋ: ତାମିଲନାଡୁ ଓ ପଶ୍ଚିମବଙ୍ଗରେ ରେକର୍ଡ ଭୋଟିଂ ପାଇଁ ECIଙ୍କ ପ୍ରଶଂସା। ସ୍ବାଧୀନତା ପରେ ତାମିଲନାଡୁ ଓ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ। ତାମିଲନାଡୁ ୮୪.୬୯% ଓ ପଶ୍ଚିମବଙ୍ଗରେ ୯୧.୭୮% ଭୋଟିଂ। SIRକୁ ନେଇ ଦୁଇ ରାଜ୍ୟରେ ବିରୋଧାଭାଷ ସତ୍ତ୍ବେ ସର୍ବାଧିକ ମତଦାନ।ତାମିଲନାଡୁ (୨୩୪ ଆସନ) ଏବଂ…

ତାମିଲନାଡୁ ବିଧାନସଭା ନିର୍ବାଚନ: ଟିଭିକେ…

ଚେନ୍ନାଇ:ତାମିଲନାଡୁ ବିଧାନସଭା ନିର୍ବାଚନ ନେଇ ସରଗରମ ହୋଇଛି ପୁରା ରାଜ୍ୟ। ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଉଛି। ୟାରି ଭିତରେ ଟିଭିକେ ମୁଖ୍ୟ ଅଭିନେତା ବିଜୟଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତ୍ୟେକ କଲେଜ ଛାତ୍ରଙ୍କୁ ସ୍ନାତକ ଠାରୁ ଡକ୍ଟରେଟ୍…

ଦକ୍ଷିଣ ଭାରତୀୟ ରାଜ୍ୟର କ୍ଷତି ହେବନି:…

ନୂଆଦିଲ୍ଲୀ: ଡିଲିମିଟେସନକୁ ନେଇ ଭ୍ରାନ୍ତ ଧାରଣା ପ୍ରଚାର କରାଯାଉଛି। ସଂସଦରେ ଆଲୋଚନା ବେଳେ ଡିଲିମିଟେସନକୁ ନେଇ ବଡ଼ କଥା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। କହିଛନ୍ତି, ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର କୌଣସି କ୍ଷତି ହେବନି।ଏବେ ସଂସଦରେ ଦକ୍ଷିଣ ଭାରତୀୟ ପ୍ରତିନିଧି ସଂଖ୍ୟା ୧୨୯। ସୀମା…

ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ କଂଗ୍ରେସର…

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା ଜାରି ରହିଛି। ମହିଳାଙ୍କୁ ୩୩% ସଂରକ୍ଷଣ ବ୍ୟବସ୍ଥା କଂଗ୍ରେସରୁ ସୃଷ୍ଟି ବୋଲି କହିଲେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ। କହିଲେ, ପଞ୍ଚାୟତିରାଜ ଓ ପୌରପାଳିକାରେ ୩୩% ସଂରକ୍ଷଣ କଂଗ୍ରେସ ଶାସନରୁ ଆରମ୍ଭ ହୋଇଛି।ସ୍ବର୍ଗତ…

ବିହାରରେ ଆରମ୍ଭ ସମ୍ରାଟ ଯୁଗ:…

ପାଟଣା: ବିହାରରେ ଆରମ୍ଭ ହୋଇଛି ସମ୍ରାଟ ଯୁଗ। ନୀତିଶ କୁମାରଙ୍କ ଇସ୍ତଫା ପରେ ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।ଲୋକଭବନରେ ଏକ ସମାରୋହରେ ରାଜ୍ୟପାଳ ସୟଦ ଆତା ହସନେନ୍‌ ସମ୍ରାଟ ଚୌଧୁରୀ ଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଜେପି ଓ ଜେଡିୟୁର ବହୁ ବରିଷ୍ଠ…

ବିହାରରେ ସରିଲା ‘ନୀତୀଶ’ ରାଜ୍: ବିହାର…

ପାଟଣା: ଦୁଇ ଦଶକ ଧରି ମୁଖ୍ୟମନ୍ତ୍ରୀ ଥିବା ନୀତିଶଙ୍କ ଯୁଗ ସରିଛି। ବିହାରରେ ନୀତୀଶ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ହୋଇ ଆସୁଥିଲେ । ତାଙ୍କର ଦଳ ଅଧିକ ଆସନରେ ଜିତୁନଥିଲେ ବି ସେ ହେଉଥିଲେ ମୁଖ୍ୟମନ୍ତ୍ରୀ। କ୍ଷମତାକୁ ଜାବୁଡି ଧରିବାର କଳା ଜାଣିଥିଲେ ନୀତୀଶ।। ନୀତୀଶଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ସହ…