thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ଗୌତମ ଅଦାନୀଙ୍କୁ ମିଳିବ ଜେଡ୍ ସୁରକ୍ଷା

ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଅଦାନୀଙ୍କୁ ଜେଡ୍ ସୁରକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଗୌତମଙ୍କୁ ଏହି ସୁରକ୍ଷା ସିଆରପିଏଫର ଭିଆଇପି ସୁରକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯିବ । ତେବେ ଏହି ସୁରକ୍ଷା ବାବଦ ଖର୍ଚ୍ଚ ଅଦାନୀ ବହନ କରିବେ । ଏଥିପାଇଁ ତାଙ୍କୁ ମାସକୁ ୧୫ରୁ…

ଦିଲ୍ଲୀ କରୋନା ଭୟ: ୧୪ ଦିନର ଦୁଇଗୁଣ…

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀରେ ପୁଣି ମାତୁଛି କରୋନା। ୧୪ ଦିନରେ ଦିଲ୍ଲୀରେ ଡାକ୍ତରଖାନାରେ ଆଡ୍‌ମିଶନ ସଂଖ୍ୟା ଦୁଇଗୁଣ ହୋଇଛି। ସେହିପରି ମୃତ୍ୟ ସଂଖ୍ୟାରେ ଚିନ୍ତାଜନକ ବୃଦ୍ଧି ଦେଖିବାକୁ ମିଳିଛି। ଅଗଷ୍ଟ ୧ ତାରିଖ ଠାରୁ ଏପର୍ଯ୍ୟନ୍ତ ହସ୍‌ପିଟାଲ୍ ଆଡମିସନ ଓ ଆଇସିୟୁରେ ଭର୍ତ୍ତି ସଂଖ୍ୟା…

ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ :…

ନୂଆଦିଲ୍ଲୀ, ୧୬|୦୮:  ଭୟଙ୍କର ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ । ପ୍ରାଣ ହରାଇଲେ ପରିବାରର ସ୍ୱାମୀ-ସ୍ତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି  ଉତ୍ତରପ୍ରଦେଶର ମୈନପୁରୀରେ । ସୂଚନାନୁସାରେ, ସୋମବାର ରାତିରେ ଏକ ଟ୍ରକ୍ ମୈନପୁରୀରୁ କାନପୁର ଅଭିମୁଖେ ଯାଉଥିଲା । କିନ୍ତୁ ରାସ୍ତାରେ…

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮୮୧୩…

ନୂଆଦିଲ୍ଲୀ: କମିଲା କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ ବଢିବା ପରେ ପୁଣି କମିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ ହ୍ରାସ ପାଇଛି। ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୯ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪…

ବିଶ୍ୱର ପ୍ରଥମ ଦେଶ ଭାବେ ଓମିକ୍ରନର…

ଲଣ୍ଡନ: ଓମିକ୍ରନ ଭ୍ୟାରିଏଣ୍ଟ ବିରୋଧରେ ପ୍ରଥମ ଟିକାକୁ ଅନୁମତି ଦେଲା ଗ୍ରେଟ ବ୍ରିଟେନ। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ୍ ଓମିକ୍ରନ ସଂକ୍ରମଣ ରୋକିବାକୁ ମଡର୍ଣ୍ଣା କମ୍ପାନୀ ତିଆରି କରିଥିବା ‘ଭିଭାଲେଣ୍ଟ ଭ୍ୟାକ୍ସିନ’କୁ ପ୍ରୟୋଗ ପାଇଁ ଅନୁମତି ଦେଇଛି। ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଭାବେ ଏହି…

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା…

ମୁମ୍ବାଇ: ଗିରଫ ହେଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ବ୍ୟକ୍ତି। ଅଭିଯୁକ୍ତଙ୍କ ବୟସ ୫୫ ବର୍ଷ ଏବଂ ତାଙ୍କ ନାମ ବିଷ୍ଣୁ ଭୌମିକ ବୋଲି କୁହାଯାଉଛି। ସୋମବାର ଜଣେ ଅଜ୍ଞାତ ବ୍ୟକ୍ତି ‘ରିଲାଏନ୍‌ସ୍‌ ଫାଉଣ୍ଡେସନ୍‌’ର ‘ହର୍‌କିଷନଦାସ ହସ୍ପିଟାଲ୍‌’ ନମ୍ବରକୁ ଫୋନ କରି ଶିଳ୍ପପତି…

‘ଦଲାଲ୍‌ ଷ୍ଟ୍ରିଟ୍‌’ର ‘ବିଗ୍‌ ବୁଲ୍‌’…

ମୁମ୍ବାଇ: ଆଜି ସକାଳେ ୬୨ ବର୍ଷୀୟ କୋଟିପତି ଉଦ୍ୟୋଗୀ, ସେୟାର୍‌ ବ୍ୟବସାୟୀ ଏବଂ ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କର ଦେହାନ୍ତ ହୋଇଯାଇଛି। ସକାଳ ୬.୪୫ରେ ତାଙ୍କୁ ମୃତାବସ୍ଥାରେ ମୁମ୍ବାଇସ୍ଥିତ ‘ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌’କୁ ଅଣାଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ସୂଚାଯୋଗ୍ୟ,…

ସୋନିଆ ଗାନ୍ଧୀ କରୋନା ପଜିଟିଭ୍

ନୂଆଦିଲ୍ଲୀ:  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା । ଏଆଇସିସି ଅଧ୍ୟକ୍ଷା ସୋନିଆ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଦଳର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜୟରାମ କହିଛନ୍ତି ଯେ, ସୋନିଆ ଗାନ୍ଧୀ କୋଭିଜ୍-୧୯ ସଂକ୍ରମିତ ହୋଇଛନ୍ତି । ସେ ସରକାରଙ୍କ…

ବିମାନରେ ପକ୍ଷୀ ମାଡ଼ ହେବା ପରେ ସମସ୍ତ…

ନୂଆଦିଲ୍ଲୀ: ନିକଟରେ ଏକ ବିମାନରେ ପକ୍ଷୀ ପିଟି ହୋଇଯିବା ଘଟଣାରେ ସତର୍କତା ଅବଲମ୍ବନ କରି ସମସ୍ତ ବିମାନବନ୍ଦର ପାଇଁ ଗାଇଡ୍‌ଲାଇନ ଜାରି କଲା ବେସାମରିକ ବିମାନ ଚଳାଚଳା ନିର୍ଦ୍ଦେଶାଳୟ ବା ଡିଜିସିଏ। ସମ୍ଭାବ୍ୟ ବନ୍ୟାଜନ୍ତୁ ବିପଦରୁ ଉତ୍ତମ ସୁରକ୍ଷା ଦିଗରେ ଗାଇଡ୍‌ଲାଇନ ଜାରି କରାଯାଇଛି। ଏହି…

ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଡାଲି ଦରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । କେତେକ ବଜାରରେ କୃତ୍ରିମ ଅଭାବ ପରିସ୍ଥିତି ସୃଷ୍ଟି ହୋଇପାରେ । କିଛି ବର୍ଗ ଏଦିଗରେ ସକ୍ରିୟ ରହିଥିବା ଆଶଙ୍କା କରୁଛି କେନ୍ଦ୍ର । ଏଭଳି ସ୍ଥିତିରେ ବିଭିନ୍ନ ମହଜୁଦକାରୀଙ୍କ ନିକଟରେ ଥିବା ଡାଲି ମହଜୁଦ ସ୍ତରକୁ ତଦାରଖ କରିବା…