thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ଭୟଙ୍କର ସାମୁଦ୍ରିକ ଝଡ଼ ନାଲଗାଏରେ…

ମାନିଲା: ଭୟଙ୍କର ସାମୁଦ୍ରିକ ଝଡ଼ ନାଲଗାଏରେ କ୍ଷତିଗ୍ରସ୍ତ ହୋଇଛି ଫିଲିପାଇନ୍ସ। ଏଥିରେ ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି ପାଇଛି। ତେବେ ଆଜି ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି ଫିଲିପାଇନ୍ସ ରାଷ୍ଟ୍ରପତି ଫେର୍ଡିନାଣ୍ଡ ମାର୍କୋସ ଜୁନିୟର। ହେଲିକପ୍ଟର ଯୋଗେ ସେ ବ୍ୟନ୍ୟାଞ୍ଚଳ ବୁଲି ଦେଖିବା ସହିତ…

ଆସନ୍ତାକାଲି ଠାରୁ ଭାରତରେ ଚାଲିବ…

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭାରତରେ ଚାଲିବ ଡିଜିଟାଲ କରେନ୍ସି। ୨୦୨୨ ନଭେମ୍ବର ୧ ତାରିଖ ମଙ୍ଗଳବାର ଠାରୁ ଦେଶରେ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଘୋଷଣା କଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଇ-ରୂପୀର ପାଇଲଟ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହୋଲସେଲ…

ସାମ୍ନାକୁ ଆସିଲା ମୋରବି ଝୁଲାପୋଲ…

ମୋରବି ୩୧।୧୦:  ମୋରବି ଦୁର୍ଘଟଣାର ନୂଆ ଛବି ସାମ୍ନାକୁ ଆସିଛି। ପୋଲ ଭାଙ୍ଗିବା ଘଟଣାର ସିସି ଟିଭି ଫୁଟେଜ ମିଳିଛି। ଯେଉଁଥିରେ କିଛି ଲୋକେ ପୋଲକୁ ହଲାଉଥିବା ଦେଖାଯାଇଛି। ଏଥିରେ ପୋଲଟି ଅଚାନକ ଛିଡିପଡୁଥିବା ଦେଖାଯାଇଛି। ଦୁର୍ଘଟଣା ବେଳେ ପୋଲ ଉପରେ ବହୁ ସଂଖ୍ୟକ ଲୋକ ଥିଲେ। କିଏ ସେଲଫି ନେଉଥିଲା ତ ଆଉ…

ରାଜସ୍ଥାନରେ ଉନ୍ମୋଚନ ହୋଇଛି ବିଶ୍ୱର…

ଆଜି ରାଜସ୍ଥାନରେ ଉନ୍ମୋଚନ ହୋଇଛି ବିଶ୍ୱର ସବୁଠୁ ବଡ଼ ଶିବ ମୂର୍ତ୍ତିର୍  । ୩୬୯ ଫୁଟ୍ ଉଚ୍ଚତା ବିଶିଷ୍ଟ ‘ବିଶ୍ୱାସ ସ୍ୱରୂପମ’ ମୂର୍ତ୍ତିର୍ ରାଜସ୍ଥାନର ମହାସମୁନ୍ଦ ଜିଲ୍ଲାର ନାଥଦ୍ୱାରାରେ ପ୍ରତିଷ୍ଠା ହୋଇଛି । ଏହାର ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି…

ରାଜନୀତିରେ ପ୍ରବେଶ କରିପାରନ୍ତି…

ନିର୍ବାଚନ ଲଢିପାରନ୍ତି ବଲିଉଡର ପରିଚିତ ଅଭିନେତ୍ରୀ କଙ୍ଗନା ରାଣାୱତ । ନିଜ ରାଜ୍ୟ ହିମାଚଳ ପ୍ରଦେଶରୁ ନିର୍ବାଚନ ଲଢିବା ନେଇ ଇଛା ପ୍ରକାଶ କରିଛନ୍ତି ଏହି ବଲିଉଡ କୁଇନ୍   । ଯଦି ବିଜେପି ଟିକେଟ ଦିଏ ତେବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି କଙ୍ଗନା । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ନିର୍ବାଚନ…

ରିଲିଜ୍‌ ହେଲା ଫିଲ୍ମ ‘ମିଲି’ର ଆଉ ଏକ…

ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମିଲି’ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଫିଲ୍ମ ପାଇଁ ଲଗାତାର ପ୍ରମୋସନ କରୁଛନ୍ତି। ଜାହ୍ନବୀଙ୍କ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥିରେ ଜାହ୍ନବୀଙ୍କ ସହିତ ସନ୍ନି କୌଶଲ ମଧ୍ୟ ନଜର…

୮ ପୂର୍ବତନ ନୌସେନା ଅଧିକାରୀ ଦୋହାରେ ଅଟକ

ଦୋହା ୨୭।୧୦: କତାରୀ ଏମରୀ ନୌସେନାକୁ ପ୍ରଶିକ୍ଷଣ ଓ ଅନ୍ୟ ସେବା ପ୍ରଦାନ କରୁଥିବା କମ୍ପାନୀ ସହ କତାରରେ କାମ କରୁଥିବା ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ  ଅଟକ  କରାଯାଇଛି। ସୂତ୍ରାନୁସାରେ ଦୋହାସ୍ଥିତ ଭାରତୀୟ ଦୂତାବାସଙ୍କୁ ଘଟଣାର ସୂଚନା ଅଛି। ତେବେ ମିତୁ ଭାର୍ଗବ ନାମକ ଟ୍ୱିଟ୍‌ ହ୍ୟାଣ୍ଡେଲରୁ ଏହି…

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୫୩…

ଧାନବାଦ: ଝରଖଣ୍ଡ ଧାନବାଦର ଗୟ-କୋଡେର୍ମା ରେଳଲାଇନ ଗୁରୁପା ଷ୍ଟେସନରେ ଲାଇନ ଚ୍ୟୁତ ହେଲା କୋଇଲା ବୋଜେଇ ମାଲବାହୀ ଟ୍ରେନରେ ୫୩ ବଗି। ଏତେ ସଂଖ୍ୟକ ବଗି ଲାଇନଚ୍ୟୁତ ହେବା ପରେ ବି ଗୋଟିଏ ବଗି ନେଇ ବିଜୁଳି ବେଗରେ ଗଲା ଇଞ୍ଜିନ। ଭୟରେ ଯିଏ ଯୁଆଡ଼େ ଦୌଡ଼ି ପଳାଇଲେ ଷ୍ଟେସନରେ ଉପସ୍ଥିତ ଥିବା ଲୋକେ।…

ରୁଷକୁ ଡରାଉଛି ଡାର୍ଟି ବମ୍

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପରମାଣୁ ଆକ୍ରମଣ ଆଶଙ୍କା ବଢିବାରେ ଲାଗିଛି । କିଛି ଦିନ ହେବ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବା ନେଇ ବାରମ୍ବାର ରୁଷ ଧମକଚମକ ଦେଇ ଆସୁଛି । ଏହା ଭିତରେ କିନ୍ତୁ ରୁଷର ମୁଣ୍ଡବିନ୍ଧାର କାରଣ ହୋଇଛି ଡାର୍ଟି ବମ୍ । ରୁଷ ସେନା ଓ ରୁଷ ଅକ୍ତିଆର କରିଥିବା ସ୍ଥାନମାନଙ୍କରେ…

ବିନା ପ୍ରମାଣରେ ସ୍ୱାମୀକୁ ମଦୁଆ ଓ…

ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି କି ବିନା ପ୍ରମାଣରେ କୌଣସି ସ୍ତ୍ରୀ ତାର ସ୍ୱାମୀକୁ ମଦୁଆ କିମ୍ବା ଚରିତ୍ରହୀନ କହିବା ନିଷ୍ଠୁରତା ସହ ସମାନ । ଏହି ମାମଲାରେ ବମ୍ବେ ହାଇକୋର୍ଟ ପୁଣେର ଏକ ଦମ୍ପତ୍ତିଙ୍କ ବିବାହ ବିଛେଦ ନେଇ ପରିବାର ଅଦାଲତ ଦେଇଥିବା ରାୟକୁ ଅକ୍ଷୂର୍ଣ୍ଣ ରଖିଛନ୍ତି ।…