Browsing Category
ଦେଶ-ବିଦେଶ
ଇତିହାସ ରଚିଲା ଓଡ଼ିଶା ବିଧାନସଭା:ଗୃହକୁ…
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଦେଖିଲା ଗୌରବମୟ ଇତିହାସ।ଦେଶର ପ୍ରଥମ ନାଗରିକ ଓଡିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିଛନ୍ତି। କହିଛନ୍ତି, ଆପଣଙ୍କ ଗହଣରେ ଉପସ୍ଥିତ ରହି ବହୁତ ଆନନ୍ଦିତ। ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି। କିନ୍ତୁ ଓଡ଼ିଶା…
ବିହାର ବିଜୟ ମୋଦିଙ୍କ ନେତୃତ୍ବକୁ ବଡ଼…
ଭୁବନେଶ୍ୱର: ବିହାରର ଏନ୍ଡିଏର ବିପୁଳ ବିଜୟ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା। ବିହାର ବିଜୟ ମୋଦିଙ୍କ ନେତୃତ୍ବକୁ ବଡ଼ ସ୍ବୀକୃତି କହିଲେ ଧର୍ମେନ୍ଦ୍ର। ବିହାରରେ ଲଗାତାର ୨୦ ବର୍ଷ ଶାସନ ପରେ ବି ପୁଣି ଥରେ ଏନ୍ଡିଏ ବିଜୟୀ ହୋଇଛି। ଏହି ବିଜୟ ମୋଦିଙ୍କ ନେତୃତ୍ୱକୁ ବଡ଼ ସ୍ୱୀକୃତି…
ବିହାରରେ ନୀତିଶ ଯୁଗ: ରେକର୍ଡ ଦଶମ ଥର…
ପାଟନା: ରେକର୍ଡ ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର । ପାଟନାର ଗାନ୍ଧୀ ମଇଦାନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ, ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ସେହିପରି ବିଜେପି ନେତା ସମ୍ରାଟ ଚୌଧାରୀ ଓ…
ସିଇସିକୁ ମମତାଙ୍କ SIR ଚିଠି: ତେଜିଲା…
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିଠି ଲେଖିଛନ୍ତି। SIRକୁ ନେଇ ଆପତ୍ତି ଉଠାଇ ମୁଁ ଲେଖିବାକୁ ବାଧ୍ୟ ହେଉଛି ଲେଖିଲେ। ଅଧିକାରୀ ଓ ନାଗରିକଙ୍କ ଉପରେ ଏହି କାର୍ଯ୍ୟ ଜୋର୍ କରି ଲଦା ଯାଉଛି।
ଏହା ବିନା ଯୋଜନାରେ ଓ ବିଶୃଙ୍ଖଳିତ…
ଆଜି ଚାଷୀଙ୍କୁ ଖାତାକୁ ଆସିବ ପିଏମ୍…
ନୂଆଦିଲ୍ଲୀ: ଆଜି ଦେଶର ଚାଷୀଙ୍କୁ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା। ପିଏମ୍ କିଷାନ ଯୋଜନାର 21 ତମ କିସ୍ତି ଆଜି ମିଳିବ। 9 କୋଟି ଚାଷୀଙ୍କୁ 18 ହଜାର କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ।
ତାମିଲନାଡୁ କୋଏମ୍ବାଟୁରରେ କୃଷି ଶିଖର ସମ୍ମିଳନ ଉଦଘାଟନ କରି ଦେଶର ଚାଷୀଙ୍କୁ ମୋଦି ଦେବେ ଭେଟି ।ଆମ…
ଲେବାନନ୍ରେ ଇସ୍ରାଏଲ୍ର ଆକ୍ରମଣ:…
ବ୍ୟୁରୋ: ଲେବାନନ୍ରେ ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍ ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସିଦୋନରେ ପାଲେଷ୍ଟାଇନ୍ ଶରଣାର୍ଥୀ କ୍ୟାମ୍ପ ଉପରେ ଡ୍ରୋନ୍ ହମ୍ଲା ହୋଇଛି। ଯୁଦ୍ଧବିରାମ ପରେ ଲେବାନନ୍ ଉପରେ ଏହା ସବୁଠୁ ଘାତକ ଆକ୍ରମଣ ବୋଲି କୁହାଯାଇଛି।…
ଆସନ୍ତାକାଲି ନୀତୀଶଙ୍କ ଶପଥ…
ପାଟନା: ଆସନ୍ତାକାଲି ଦିନ ୧୧ଟା ୩୦ରେ ଶପଥ ନେବେ ନୀତୀଶ କୁମାର। ଐତିହାସିକ ଗାନ୍ଧି ମୈଦାନରେ ହେବ ଶପଥ ସମାରୋହ ଉତ୍ସବ। ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ।ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ। ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ ନୀତୀଶ କୁମାର।…
ଜାମ୍ମୁକାଶ୍ମୀର ନୌଗାମ ଥାନାରେ ବଡ଼…
ଶ୍ରୀନଗର:ଜାମ୍ମୁକାଶ୍ମୀର ନୌଗାମ ଥାନାରେ ବଡ଼ ବିସ୍ଫୋରଣ ହୋଇଛି। ଗତକାଲି ରାତିରେ ଘଟିଛି ଭୟାନକ ବିସ୍ଫୋରଣ।ବିସ୍ଫୋରଣରେ ଉଡ଼ିଗଲା ଥାନା, 9ଜଣ ମୃତ।ବିସ୍ଫୋରଣରେ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଯାଇଛି ଜୀବନ। 30ରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବଡ଼ ବଡ଼ ଆତଙ୍କୀ ନେଟଓ୍ୱାର୍କର…
ରାଜଧାନୀ ଛାତି ଉପରେ ମୃତ୍ୟୁର ତାଣ୍ଡବ,…
ନୂଆଦିଲ୍ଲୀ: ସନ୍ଧ୍ୟା ପ୍ରାୟ ୬.୫୨ ମିନିଟ। ଦିଲ୍ଲୀ ଲାଳକିଲା ନିକଟରେ ହେଲା ବଡ଼ ବିସ୍ପୋରଣ। କେହି କିଛି ବୁଝିବା ପୂର୍ବରୁ ଚାରିଆଡ଼େ ଖେଳିଗଲା ଆତଙ୍କ। ଦେଖୁ ଦେଖୁ ଚାଳିଗଲା ଗୋଟିଏ ପରେ ଗୋଟିଏ ଜୀବନ। ଖବର ଲେଖା ହେବା ପର୍ଯ୍ୟନ୍ତ 10 ଜଣଙ୍କ ଜୀବନ ଯିବା ସହିତ 20 ରୁ ଅଧିାଂଶ ଲୋକ ଆହତ ହୋଇଛନ୍ତି।…
ଭୁଲ୍ DPR ଯୋଗୁଁ ଦୁର୍ଘଟଣା: ଗଡ଼କରୀ
ଭୁବନେଶ୍ୱର: ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ।
ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ଗଡ଼କରୀଙ୍କ ଉଦ୍ବେଗ ପ୍ରକାଶ। ସଡ଼କ ଦୁର୍ଘଟଣାକୁ ସମାପ୍ତ କରିବାକୁ ହେବ କହିଲେ ଗଡ଼କରୀ
ଦୁର୍ଘଟଣାରେ ଦୈନିକ ୪୨୦ ଜଣଙ୍କ ମୃତ୍ୟୁ, ୬୬%…