Browsing Category
ଦେଶ-ବିଦେଶ
ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ…
ନୂଆଦିଲ୍ଲୀ: ଚାଷୀ ପାଇଲେ ପିଏମ କିଷାନ କିସ୍ତି। ଚାଷୀଙ୍କ ଆକାଉଣ୍ଟକୁ ଆସିଲା ୨୦୦୦ ଟଙ୍କା। ଆଜି ୧୮ତମ ପିଏମ କିଷାନ କିସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ଏହି ୧୮ତମ କିସ୍ତି ଉଦଘାଟନ କରିଛନ୍ତି। ଡିବିଟି ଜରିଆରେ ଏହି କିସ୍ତି ଚାଷୀଙ୍କ ଖାତାକୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ…
ଖାରଜ ହେଲା ଖଣି ଟିକସ ରିଭ୍ୟୁ ପିଟିସନ
ନୂଆଦିଲ୍ଲୀ: ଖଣି ଟ୍ୟାକସ ସମ୍ପର୍କୀତ ନିର୍ଦ୍ଦେଶନାମାର ରିଭ୍ୟୁ ପାଇଁ ଆଗତ ପିଟିସନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଗତ ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଖଣି ଓ ଏଥି ସଲଗ୍ନ ଜମିରୁ ରାଜ୍ୟ ସରକାର ମାନେ ସ୍ୱତନ୍ତ୍ର ରୟାଲିଟି ଆଦାୟ କରି ପାରିବେ ବୋଲି ୮- ୧…
ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି:…
ବ୍ୟୁରୋ: ଗୋବିନ୍ଦାଙ୍କ ଦେହରେ ଗୁଳି ବାଜିଛି। ଆଉ କେହି ନୁହେଁ ନିଜ ରିଭଲଭର ବନ୍ଧୁକରୁ ତାଙ୍କ ଦେହରେ ଗୁଳି ବାଜିଛି। ବନ୍ଧୁକ ସଫା କରୁଥିବା ବେଳେ ଅସାଵଧାନତା ହେତୁ ଗୋବିନ୍ଦାଙ୍କ ଦେହରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ପ୍ରାଥମିକ ସୂଚନା…
ପୁଣି ବଢିଲା ସୁନା :୮୦ ହଜାର ମୁହାଁ ସୁନା…
ବ୍ୟୁରୋ: ପୁଣି ବଢ଼ିଲା ସୁନା ଦର। ଦେଶରେ ଦ୍ରୁତ ବେଗରେ ବଢିଚାଲିଥିବା ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍ ଲାଗିଥିବା ବେଳେ ଗତ ତିନି ଦିନ ହେବ ପୁଣିଥରେ ବୃଦ୍ଧି ଘଟିବାରେ ଲାଗିଛି । ଆଜି ଭାରତରେ ସୁନା ଦରରେ ପୁଣି ବୃଦ୍ଧି ପାଇଛି । ୨୪ କ୍ୟାରେଟର ୧୦ ଗ୍ରାମ ସୁନା ମୂଲ୍ୟ ୭୮ ହଜାର ଟଙ୍କା ଅତିକ୍ରମ…
ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟିରେ ଓଡ଼ିଶା…
ନୂଆଦିଲ୍ଲୀ: ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟିରେ ଓଡିଶା ସାଂସଦ ସ୍ଥାନ ପାଇଛନ୍ତି। ବିଜେପି ଓ ବିଜେଡି ସାଂସଦ ଏଥିରେ ସ୍ଥାନ ପାଇଛନ୍ତି। ବିଭିନ୍ନ ବିଭାଗ ପାଇଁ ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି ଗଠନ ହୋଇଛି। ଉଭୟ ସଦନର ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ ହୋଇଛି। କମିଟିରେ ବିଜେଡ଼ିର ୭ ସାଂସଦଙ୍କୁ…
ଜାପାନରେ ଆତଙ୍କ: ଭୂକମ୍ପ ପରେ ସୁନାମୀ…
ଟୋକିଓ: ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ନେଇ ସତର୍କ ସୂଚନା ଜାରି କରାଯାଇଛି। ଶକ୍ତିଶାଳୀ ଭୂକମ୍ପ ପରେ ଟୋକିଓର ଦକ୍ଷିଣରେ ବହୁ ଦୂରରେ ଥିବା ଏକ ଦ୍ୱୀପପୁଞ୍ଜ ପାଇଁ ଜାପାନର ପାଣିପାଗ ବିଭାଗ ମଙ୍ଗଳବାର ସୁନାମୀ ନେଇ ସୂଚନା ଜାରି କରିଛି। ସୁଦୂର ବେଳାଭୂମିରେ ଘଟିଥିବା ଏହି ଭୂକମ୍ପ ଯୋଗୁଁ…
ପ୍ରଥମ କ୍ଲାଡ୍ ୧ବି ଏମ୍ପକ୍ସ ମାମଲା…
ନୂଆଦିଲ୍ଲୀ: ଦେଶରେ ଆଜି କ୍ଲାଡ ୧ବିି ପ୍ରଜାତିର ପ୍ରଥମ ଏମ୍ପକ୍ସ ମାମଲା ଚିହ୍ନଟ ହୋଇଛି। ଏହି ପ୍ରଜାତି ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଏମ୍ପକ୍ସକୁ ଗତମାସରେ ଦ୍ବିତୀୟ ଥର ପାଇଁ ଜରୁରୀ ସ୍ବାସ୍ଥ୍ୟ ପରିସ୍ଥିତି ଘୋଷଣା କରିଛି। କେରଳର ଜଣେ ବ୍ୟକ୍ତିଙ୍କଠାରେ ଏହି ଏମ୍ପକ୍ସ କ୍ଲାଡ୍ ୧ବି ମାମଲା…
ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ…
ନୂଆଦିଲ୍ଲୀ:ସୋମବାର ସୁପ୍ରିମକୋର୍ଟ ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ଦେଇଛନ୍ତି ବଡ଼ ରାୟ। ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବା ଅଶ୍ଳୀଳ ଶିଶୁ ଭିଡିଓ ସହିତ ଜଡ଼ିତ ସାମଗ୍ରୀ ଡାଉନଲୋଡ କରିବା ଓ ତାକୁ ଷ୍ଟୋରେଜ କରି ରଖିବା ଅପରାଧ ଅଟେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଶିଶୁଙ୍କ ସହ ଜଡିତ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା,…
ଓଡ଼ିଆରେ ରାହୁଲଙ୍କ ଉପରେ ବର୍ଷିଲେ ୟୁପି…
ଭୁବନେଶ୍ୱର: ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଉତ୍ତରପ୍ରଦେଶ ବିଜେପି ସାଂସଦ ମିଥିଲେଶ କୁମାର କାଥେରିଆ।ଆମେରିକାରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନିନ୍ଦା କଲା ବିଜେପି।ସରକାରକୁ ଆସିଲେ ସଂରକ୍ଷଣକୁ ହଟାଯିବ ବୋଲି କହିଥିଲେ ରାହୁଲ।ଏହି ମନ୍ତବ୍ୟକୁ ନିନ୍ଦା କରି ଦଳ ଅଭିଯୋଗ କରିଛି, କଂଗ୍ରେସର…
ମାଛର ଦାମ ୧୫ ଲକ୍ଷ ଟଙ୍କା:ମାଛ ଦେଖିବାକୁ…
କୋଲକାତା: ୯ ଟି ମାଛର ଦାମ ୧୫ ଲକ୍ଷ ଟଙ୍କା। ଓଡ଼ିଶା ସୀମାନ୍ତବର୍ତ୍ତୀ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜିବୀଙ୍କ ଜାଲରେ ଧରା ପଡ଼ିଛି ଏହି ଦାମିକିଆ ତେଲିଆ ଶିଳା ମାଛ । ୯ଟି ମାଛର ଓଜନ ୧ କ୍ୱିଣ୍ଟାଲ ୯୯ କିଲୋଗ୍ରାମ ହୋଇଥିବା ବେଳେ କିଲୋପ୍ରତି ୭, ୫୦୦ ଟଙ୍କାରେ ବିକ୍ରି ହୋଇଛି…