Browsing Category
ଜିଲ୍ଲା
ଗିରଫ ହେଲେ ଖଣି ଅଧିକାରୀ ଧରଣୀଧର ନାୟକ :…
ଅନୁଗୁଳ : ଗିରଫ ହେଲେ ଖଣି ଉପ ନିର୍ଦ୍ଧେଶକ ଧରଣୀଧର ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଉ କିଛି ସମୟ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ଗତକାଲି ତାଙ୍କ ଘରେ ଓ ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କା ଖଣି ଖୋଜି…
ଆସନ୍ତା ୧୪ରେ ଖୋର୍ଦ୍ଧା ହେବ ରାଷ୍ଟ୍ରୀୟ…
ଭୁବନେଶ୍ୱର: ସେପେଫମ୍ବର ୧୪ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ହେବ ରାଷ୍ଟ୍ରୀୟ ଅଦାଲତ। ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଆସନ୍ତା ୧୪ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ…
ଭିଜିଲାନ୍ସ ପଞ୍ଝାରେ ଖଣି ଅଧିକାରୀ:…
ଅନୁଗୁଳ: ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ।ତାଳଚେର ଖଣି ଉପନିର୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କା ଖଣି ଖୋଜି ପାଇଛି ଭିଜିଲାନ୍ସ ଟିମ୍। ଏବେ ସୁଦ୍ଧା ଭୁବନେଶ୍ବର ସୁରେଖା ଅର୍ଚିଡ ଆପାର୍ଟମେଣ୍ଟ ଘରୁ ପୁଳା ପୁଳା ଟଙ୍କା…
କଟକ ଦୁର୍ଗା ପୂଜା ଭଷାଣରେ ଡିଜେ…
କଟକ : ପାଖେଇ ଆସୁଛି ପାର୍ବଣ ଋତୁ। ଆଗକୁ ଗଣେଶ ପୂଜା ଓ ଦୁର୍ଗାପୂଜା ଏଥିପାଇଁ ଶୃଙ୍ଖଳିତ ପୂଜା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥର କଟକରେ ବାଜିବନି ଡିଜେ। କଟକ ଦୁର୍ଗା ପୂଜା ଭଷାଣରେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ। କମ ଶବ୍ଦରେ କେବଳ ସାଉଣ୍ଡ ବକ୍ସ ବାଜିବ। ରାତି ୧୨ ପର୍ଯ୍ୟନ୍ତ ଚାଲିବ…
ମଦ ନେଲା ଆଉ ଏକ ଜୀବନ, ୩ ଛୁଇଁଲା ମୃତ୍ୟୁ…
ଭୁବନେଶ୍ୱର: ବିଷାକ୍ତ ମଦ ନେଲା ଆଉ ଜଣଙ୍କ ଜୀବନ। ଫଳରେ ମୃତ୍ୟୁ ସଂଖ୍ୟା ତିନିରେ ପହଞ୍ଚିଲା। ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି।ମୃତକ ହେଲେ ଚିକିଟି ବ୍ଲକ ଜେନାପୁର ସାହିର ଲକ୍ଷ୍ମଣ ବେହେରା। ଏବେ ବି ଆଉ ୪ ଜଣ ଆଉ ଏମେକସିଜିରେ ଚିକିତ୍ସାଧୀନ ଥିବା…
ନୂଆଖାଇ ପାଇଁ ସେପ୍ଟେମ୍ବର ୯ ଛୁଟି: ବନ୍ଦ…
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ତାରିଖକୁ ଛୁଟି ଘୋଷଣା କରିଛନ୍ତି ସରକାର। ନୂଆଖାଇ ପର୍ବ ଅବସରରେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରାଯାଇଛି। ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ପାଳନ ହେବ। ଏହି ପର୍ବ ପାଇଁ ପଶ୍ଚିମ ଓଡ଼ିଶାରେ ଏବେ ଠାରୁ ପ୍ରସ୍ତୁତି…
ଡାକ୍ତର ହେବେ ବଣ୍ଡା ଜନଜାତି ଛାତ୍ର…
ଭୁବନେଶ୍ୱର: ଲୋକସେବା ଭବନଠାରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମ ପାଇଁ ନିଟ୍-୨୦୨୪ ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଡବେଲ ଗ୍ରାମର ବଣ୍ଡା ଜନଜାତି ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…
ବଢ଼ିଲା ଚିନ୍ତା, କୁକୁଡ଼ା ପରେ ଏବେ କାଉ…
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଉ ମଡ଼କ ଦେଖିବାକୁ ମିଳିଛି । କେତେକ ସ୍ଥାନରେ କାଉ ମରି ପଡିଥିବା ବେଳେ ଆଉ କେଉଁଠି ତଳେ ପଡି ଛଟପଟ ହେଉଥିବା ଦେଖିବାକୁ ମିଳିଛି । ପିପିଲିରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ କାଉ ମଡ଼କକୁ ନେଇ ସାଧାରଣରେ…
ସୁକିନ୍ଦା ଟମକାର ଦେଶୀ ମଦ ଦୋକାନକୁ…
ଯାଜପୁର ଜିଲ୍ଲା ସୁକିନ୍ଦା ସ୍ଥିତ ଟମକା ଗାଁ. ପାହାଡ଼ ପର୍ବତ ଘେରା ଏହା ଏକ ଆଦିବାସୀ ଅଦ୍ୟୁଷିତ ଗାଁ ଅଟେ. ଶିକ୍ଷାର ଅବହେଳା ତେହୁ ଏମାନେ ବାହାର ଦୁନିଆ ବିଷୟରେ ଜାଣିନାହାନ୍ତି. ସବୁବେଳେ ନିଜର କୌଳିକ ବୃତ୍ତି କରି ହାଟରେ ବିକ୍ରି କରି ନିଜର ଜୀବିକା ନିର୍ବାହ କରନ୍ତି. ଅଜ୍ଞାନ ହେତୁ ଏମାନେ ନିଶା…
ଲାଇଫ ଲାଇନ ମିଡିଆରେ ସତ୍ୟ ଓ ତଥ୍ୟକୁ ନେଇ…
ଭଦ୍ରକ: କନିଷ୍ଠ ଯନ୍ତ୍ରୀଙ୍କ ଇଙ୍ଗିତରେ ଚାଲିଛି କାଡା ଅଫିସ । ଭିଣେଇ ଜେଇ ଓ ଶାଳକ ଠିକାଦାରଙ୍କ ମିଳିତ ଗଡ଼ରେ ଚାଲିଥିଲା କୋଟି କୋଟି ଟଙ୍କାର ଘୋଟଲା । ଆମେ କହୁଛି ଭଦ୍ରକ ଜିଲ୍ଲାର କାଡା ଡିଭିଜନର କନିଷ୍ଠଯନ୍ତ୍ରୀ ମହାନ୍ତିଙ୍କ କଥା । ତେବେ ଖୁବଶୀଘ୍ର ଲାଇଫ ଲାଇନ ମିଡିଆରେ ସତ୍ୟ ଓ ତଥ୍ୟକୁ ନେଇ ହେବ…