thelifelinemedia
Latest Odisha News, Breaking News Today

ଲାଇଫ ଲାଇନ ମିଡିଆରେ ସତ୍ୟ ଓ ତଥ୍ୟକୁ ନେଇ ହେବ ମହାଖୁଲାସା

ଭଦ୍ରକ: କନିଷ୍ଠ ଯନ୍ତ୍ରୀଙ୍କ ଇଙ୍ଗିତରେ ଚାଲିଛି କାଡା ଅଫିସ । ଭିଣେଇ ଜେଇ ଓ ଶାଳକ ଠିକାଦାରଙ୍କ ମିଳିତ ଗଡ଼ରେ ଚାଲିଥିଲା କୋଟି କୋଟି ଟଙ୍କାର ଘୋଟଲା । ଆମେ କହୁଛି ଭଦ୍ରକ ଜିଲ୍ଲାର କାଡା ଡିଭିଜନର କନିଷ୍ଠଯନ୍ତ୍ରୀ ମହାନ୍ତିଙ୍କ କଥା । ତେବେ ଖୁବଶୀଘ୍ର ଲାଇଫ ଲାଇନ ମିଡିଆରେ ସତ୍ୟ ଓ ତଥ୍ୟକୁ ନେଇ ହେବ ମହାଖୁଲାସା ।

 

Leave A Reply

Your email address will not be published.