Browsing Category
ଅପରାଧ
୬ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ମହିଳା…
ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଢେଙ୍କାନାଳରେ ଚଢ଼ାଉ କରାଯାଇ ବ୍ରାଉନସୁଗାର ସହ ଗଞ୍ଜେଇ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଢେଙ୍କାନାଳ ସହରର ଲକ୍ଷ୍ମୀବଜାରରେ ଚଢ଼ାଉ କରି ଅବକାରୀ ସ୍କ୍ୱାର୍ଡ ୬୮ଗ୍ରାମର ଏହି ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି ।…
୪୦ ବୋତଲ କଫ ସିରଫ ଜବତ କଲା ଅବକାରୀ…
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାସୁଦେବ ପୁର ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଜଣକ ଘରୁ ୪୦ ବୋତଲ ବେଆଇନ କଫ ସିରଫ ଜବତ କରାଯାଇଛି । ଏଥିସହିତ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଅବକାରୀ ବିଭାଗ । ଗିରଫ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ଗୋଲାପ ଦାସ ।
ମିଳିଥିବା ସୂଚନା…
ଅର୍ଚ୍ଚନାଙ୍କୁ ଝଟ୍କା, ଜାମିନ ଆବେଦନ…
ଅର୍ଚ୍ଚନାଙ୍କୁ ଝଟ୍କା । ଜାମିନ ଆବେଦନ ଖାରଜ କଲେ କୋର୍ଟ । ଭୁବନେଶ୍ୱର ନୟାପଲ୍ଲୀ ଥାନା ମାମଲାରେ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ କଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ ।
ଖବର ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ କୋର୍ଟଙ୍କୁ…
ମହଙ୍ଗା ପଡ଼ିଲା ସ୍ତ୍ରୀକୁ ହତ୍ୟା; ଆଜୀବନ…
ଭଦ୍ରକ ୨୨/୧୧: ଏକ ହତ୍ୟା ମାମଲାରେ ଭଦ୍ରକ ଜିଲ୍ଲା ଦୌରା ଜଜ୍ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି। ଅଭିଯୁକ୍ତଙ୍କ ପରିଚୟ ମଧୂସୁଦନ ବେହେରା (୪୫)। ସେ ବାସୁଦେବପୁର ଥାନା ଅନ୍ତର୍ଗତ ବିଷ୍ଣୁବିନ୍ଧା ଗାଁର ବାସିନ୍ଦା। ଅଦାଲତ ତାଙ୍କୁ ପିଙ୍ଗଳ କୋଡ୍ର ଦଫା ୩୦୨ରେ ଆଜୀବନ କାରାଦଣ୍ଡ ଓ ୫…
ଶ୍ରଦ୍ଧା ମର୍ଡର କେସ୍: ଆଉ ୪ ଦିନ ବଢିଲା…
ନୂଆଦିଲ୍ଲୀ ୨୨।୧୧: ଶ୍ରଦ୍ଧା ୱାଲ୍କର ହତ୍ୟା ମାମଲାରେ ଅଫତାବ ପୁନାୱାଲାକୁ ମଙ୍ଗଳବାର ସାକେତ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଅଫତାବର ପୋଲିସ କଷ୍ଟଡିକୁ ଆଉ ୪ ଦିନ ବଢାଇ ଦେଇଛନ୍ତି। ତାର କଷ୍ଟଡି ନଭେମ୍ବର ୨୨ ତାରିଖରେ ଶେଷ ହେଉଥିଲା। ଏହା ପୂର୍ବରୁ କୋର୍ଟରେ ଅଫତାବର ପଲିଗ୍ରାଫି ପରୀକ୍ଷଣ ନିମନ୍ତେ…
ବିଦେଶୀ ପକ୍ଷି ଶିକାର ବେଳେ ଶିକାରୀ ଗିରଫ
ଟାଙ୍ଗୀ ୨୨/୧୧: ଚିଲିକାରେ ବିଦେଶୀ ପକ୍ଷୀ ଶିକାର ଅଭିଯୋଗରେ ଧରାପଡିଲେ ଶିକାରୀ। ଟାଙ୍ଗୀ ବନ ବିଭାଗ ୨ ଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହିତ ଜଣେ ଶିକାରୀଙ୍କୁ ଗିରଫ କରିଛି। ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଧୀନରେ ଥିବା ବାଲିପାଟପୁର ଚିଲିକା କୂଳରୁ ଏହି ପକ୍ଷୀ ଶିକାରୀକୁ ଟାଙ୍ଗୀ…
ଅବକାରୀ ବିଭାଗର ୫ ଘଣ୍ଟିଆ ଅପରେସନ୍, ମଦ…
ବାଣପୁର ଥାନା କୋଶରଡା ଜଙ୍ଗଲରେ ସଫଳ ହେଲା ଅବକାରୀ ବିଭାଗର ୫ ଘଣ୍ଟାର ଅପରେସନ। ଜବତ ହେଲା ୧୨ ହଜାର ଲିଟର ମହୁଲି-ମଦ ପୋଚ ଏବଂ ୬୮୦ ଲିଟର ଦେଶୀ ମଦ। ଅପରେସନ ପୂର୍ବରୁ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର୍ ହୋଇଛି।
ମଙ୍ଗଳବାର ସକାଳ ୭ଟାରୁ ଦିନ ୧୨ ପର୍ଯ୍ୟନ୍ତ ଜଙ୍ଗଲ ମଧ୍ୟରେ ଅବକାରୀ ବିଭାଗ ନକଲି ମଦ…
ଥାନା ଆଇଆଇସି ବଟି ମାଗିବା ଘଟଣା,…
କଟକ, ୨୧/୧୧: କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ବଟି ମାଗିବା ଘଟଣାରେ ଆକ୍ସନ୍ ମୋଡ୍ରେ ପୋଲିସ୍ । ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ଆଇଆଇସି ଦାୟିତ୍ବରୁ ଦୀନକୃଷ୍ଣ ମିଶ୍ରଙ୍କୁ ଅବ୍ୟାହତି ।
ଥାନାରୁ ହଟାଇ ଡିସିପି ଅଫିସ ଦାୟିତ୍ବରେ ଦିନ କୃଷ୍ଣ…
ଉଗ୍ରରୂପ ନେଲା କଳି, ସ୍ୱାମୀର ଆକ୍ରମଣରେ…
ଭୁବନେଶ୍ବର, ୨୦।୧୧: ରାଜଧାନୀରେ ଉଗ୍ରରୂପ ନେଲା ସ୍ୱମୀ-ସ୍ତ୍ରୀ କଳି । ଏଥିରେ ସ୍ବାମୀ ଉତ୍କ୍ଷିପ୍ତ ହୋଇ ସ୍ତ୍ରୀକୁ ଆକ୍ରମଣ କରିଛି । ଫଳରେ ସ୍ତ୍ରୀର ମୁଣ୍ଡ ଓ଼ ହାତ ସମେତ ଶରୀରରେ ଗଭୀର କ୍ଷତ ଲଗାଥିବା ବେଳେ ସେ ଗୁରୁତର ରହିଛନ୍ତି । ଆହତ ମହିଳାଙ୍କ ନାମ ସସ୍ମିତା ପରିଡା ବୋଲି ଜଣାପଡ଼ିଛି । ଘରୋଇ…
ହନିଟ୍ରାପରେ ପଡି ପାକିସ୍ତାନକୁ ଦେଉଥିଲା…
ଦିଲ୍ଲୀ ପୋଲିସ ସୁରକ୍ଷାବଳ ସହାୟତାରେ ଶୁକ୍ରବାର ଦିନ ବିଦେଶ ମନ୍ତ୍ରଣାଳୟର କାର୍ଯ୍ୟରତ ଜଣେ ଡ୍ରାଇଭରକୁ ଗିରଫ କରାଯାଇଛି । ଡ୍ରାଇଭର ଜଣଙ୍କ ଦେଶର ସୁରକ୍ଷାକୁ ନେଇ ଗୋପନୀୟ ସୂଚନା ପାକିସ୍ତାନକୁ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି ।
ସୂତ୍ର ସୂଚନା ମୁତାବକ ପାକିସ୍ତାନର ଆତଙ୍କୀ ସଂଗଠନ ଆଇଏସଆଇ…