thelifelinemedia
Latest Odisha News, Breaking News Today

ବେକରେ ରଶି ଦେଇ ଯୁବକଙ୍କ ଆତ୍ମହତ୍ୟା, ମୃତ୍ୟୁର କାରଣ ଅସ୍ପଷ୍ଟ

ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସଦର ହାଟପଦାସାହିର ଜଣେ ଯୁବକ ବୁଧବାର ମଧ୍ୟ ରାତ୍ରରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଛି। ମୃତ ଯୁବକ ଜଣକ ହେମଧର ପାଇକ (୪୦) ବୋଲି ଜଣାପଡିଛି। ଏ ନେଇ ମୃତ ହେମଧରର ସ୍ତ୍ରୀ ଜୟନ୍ତୀ ପାଇକ ଆଜି ସକାଳେ ଡ଼ାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ଥିଲେ।

 

Leave A Reply

Your email address will not be published.