thelifelinemedia
Latest Odisha News, Breaking News Today

ବିଦେଶୀ ପକ୍ଷି ଶିକାର ବେଳେ ଶିକାରୀ ଗିରଫ

ଟାଙ୍ଗୀ ୨୨/୧୧: ଚିଲିକାରେ ବିଦେଶୀ ପକ୍ଷୀ ଶିକାର ଅଭିଯୋଗରେ ଧରାପଡିଲେ ଶିକାରୀ। ଟାଙ୍ଗୀ ବନ ବିଭାଗ ୨ ଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହିତ ଜଣେ ଶିକାରୀଙ୍କୁ ଗିରଫ କରିଛି। ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଧୀନରେ ଥିବା ବାଲିପାଟପୁର ଚିଲିକା କୂଳରୁ ଏହି ପକ୍ଷୀ ଶିକାରୀକୁ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଗିରଫ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.