thelifelinemedia
Latest Odisha News, Breaking News Today
Browsing Category

ରାଜନୀତି

ପୁଣି ରାଜ୍ୟପାଳଙ୍କୁ ଭେଟିଲେ ବିଜୟ…

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଘଡିକେ ଘୋଡା ଛୁଟୁଚ୍ଛି। ସରକାର ଗଠନ ନେଇ ସସପେନ୍ସ ଜାରି ରହିଛି। ଆଜି ପୁଣି ରାଜ୍ୟପାଳଙ୍କୁ ଭେଟିଲେ ଟିଭିକେ ମୁଖ୍ୟ ବିଜୟ। ଦିନ ୧୧ଟାରେ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଛନ୍ତି ବିଜୟ। ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି।ଗତକାଲି…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି…

କୋଲକାତା:ଭାରତୀୟ ଜନତା ପାର୍ଟି ଖୁବ୍ ଶୀଘ୍ର ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି। ଶୁକ୍ରବାର ବିଜେପି ଏ ନେଇ ଏକ ବଡ଼ ବୈଠକ କରିବ ଓ ଏହା ପରେ ବିଧାୟକ ଦଳ ନେତାଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି। ରାଜଧାନୀ କୋଲକାତାରେ ଶୁକ୍ରବାର ବିଜେପି ବିଧାୟକଙ୍କ…

ଡିଏମ୍‌କେ ସହ ଦଶନ୍ଧି ପୁରୁଣା ମେଣ୍ଟ ଶେଷ…

ଚେନ୍ନାଇ: ରୋଚକ ହୋଇଛି ତାମିଲନାଡୁ ରାଜନୀତି। ସରକାର ଗଠନ ପାଇଁ ଟିଭିକେ ସହ ହାତ ମିଳେଇଛି କଂଗ୍ରେସ। ଡିଏମକ ଓ କଂଗ୍ରେସ ମେଣ୍ଟ ଭାଙ୍ଗିଛି।ତାମିଲନାଡ଼ୁରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଟିଭିକେକୁ ବୁଧବାର ସମର୍ଥନ ଘୋଷଣା କରିବା ସହ ରାଜ୍ୟ ରାଜନୀନତିରେ ଏଥି ସହ ରାଜ୍ୟରେ ଡିଏମ୍‌କେ ସହିତ…

ପଶ୍ଚିମବଙ୍ଗରେ ୯ ତାରିଖରେ ଶପଥ ଗ୍ରହଣ…

କୋଲକାତା: ପଶ୍ଚିମବଙ୍ଗରେ ବିପୁଳ ବିଜୟ ପରେ ସରକାର ଗଠନ ପ୍ରକ୍ରିୟା ଜାରି ରଖିଛି ବିଜେପି। ଜଣାପଡିଛି ଯେ, ୯ ତାରିଖରେ ଶପଥ ନେବେ ନୂଆ ସରକାର । ରବିନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ହୋଇଥିବାରୁ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ହୋଇପାରେ ବୋଲି ଜଣାପଡିଛି । ୨୦୦ରୁ ଅଧିକ ସିଟ୍ ହାତେଇଛି ଦଳ । ଏହାରି…

ହାରିବା ପରେ ମମତା ଦେଲେ କଡ଼ା…

କୋଲକାତା:ପଶ୍ଚିମବଙ୍ଗରେ ଦିଦି ହାରିବା ପରେ ଏବେ ରୋଚକ ହୋଇଛି ରାଜନୈତିକ ସ୍ଥିତି।ବିଜେପି ଠାରୁ ହାରିବା ପରେ ରାଜ୍ୟରେ ଟିଏମସି କର୍ମୀ ଭଙ୍ଗାରୁଜା ଓ ହିଂସକ ପ୍ରଦର୍ଶନ ଦେଖାଇଛନ୍ତି। ଏହାରି ଭିତରେ ମମତା ବାନାର୍ଜୀ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି, ଯାହାକୁ ନେଇ ବ୍ୟାପକ ଆଲୋଚନା ହେଉଛି। ମମତା…

ସଂଖ୍ୟା ନ ଥାଇ ସରକାର ଗଢିବେ…

ଚେନ୍ନାଇ: ତାମିଲନାଡୁରେ ସତ୍ତା ପରିବର୍ତ୍ତନ ହୋଇଛି। ଶାସକ ଡିଏମକେ ପରାଜୟର ସାମ୍ନା କରିଛି। ବିଜୟଙ୍କ ଟିଭିକେ ବିଜୟ ବାନା ଉଡ଼ାଇଛି।ହେଲେ ବିଜୟଙ୍କ ବିରାଟ ବିଜୟ ସତ୍ତ୍ବେ ସରକାର ଗଢିବାକୁ ସଂଖ୍ୟା ନାହିଁ। ବହୁମତ ସଂଖ୍ୟାଠାରୁ ମାତ୍ର ୧୦ ଆସନ ପଛରେ TVK। ଥାଲାପତି ବିଜୟଙ୍କ ଦଳ ୧୦୮ ସିଟରେ ବିଜୟ।…

ପଦାର୍ପଣ ରାଜନୀତିରେ କମାଲ କଲେ ବିଜୟ:…

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ସତ୍ତା ପରିବର୍ତ୍ତନ ହୋଇଛି। ରାଜନୀତିରେ ପ୍ରଥମ ଥର ପ୍ରବେଶ କରିଥିବା ଟିଭିକେ ଏକକ ବୃହତ୍ତମ ଦଳ ହେବା ସହ ସରକାର ଗଠନ କରିବାକୁ ଯାଉଛି। ପ୍ରଥମ ନିର୍ବାଚନୀ ଏଣ୍ଟ୍ରିରେ ଏତେ ବଡ଼ ସଫଳତା ହାସଲ କରିଥିବା ବିଜୟଙ୍କ ଟିଭିକେର ନିର୍ବାଚନୀ ପ୍ରତିଶ୍ରୁତି ଉପରେ ଏବେ ସମସ୍ତଙ୍କ…

ନିଜେ ହାରିଲେ ଦଳ ବି ହାରିଲା: ମମତାଙ୍କ…

କୋଲକାତା: ରାଜନୀତି ପଶାପାଲିରେ ହାରି ଯାଇଛନ୍ତି ମମତା ବାନାର୍ଜୀ। ବେଙ୍ଗଲରେ ଟିଏମସି ପରାଜିତ ହୋଇଥିବା ବେଳେ ନିଜେ ଭବାନୀପୁର ଆସନରୁ ମମତା ହାରିଛନ୍ତି ଯାହା ତାଙ୍କ ପାଇଁ ବଡ ବିପର୍ଯ୍ୟୟ ବୋଲି କୁହାଯାଉଛି।ଏକଦା ଟିଏମ୍‌ସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ…

ବିଜେପିର ବଙ୍ଗ ଦଖଲ:ପଶ୍ଚିମବଙ୍ଗ EXIT…

ନୂଆଦିଲ୍ଲୀ:୧୫ ବର୍ଷ ପରେ କ୍ଷମତାଚ୍ୟୁତ ହେବ TMC। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିପାରେ ବଡ଼ ଝଟ୍‌କା।ପ୍ରଥମ ଥର ପାଇଁ ବଙ୍ଗ ଦଖଲ କରିବାକୁ ଯାଉଛି ବିଜେପି। କିଛି ଏଇଭଳି ଆକଳନ କରିଛି ବୁଥ ବାହୁଡ଼ା ମତ ।ବେଙ୍ଗଲରେ ଫୁଟିପାରେ ପଦ୍ମ। ଚୁରମାର ହୋଇଯାଇପାରେ ଦିଦିଙ୍କ ଫୋର୍ଥ ଇନିଂସ୍ । ଭୋଟ୍…

ଓଡିଶା ଜନତା କଂଗ୍ରେସ ପକ୍ଷରୁ ମଧୁ ବାବୁ…

ଭୁବନେଶ୍ବର: ଓଡିଶା ଜନତା କଂଗ୍ରେସ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି। ଓଜେସି ମୁଖ୍ୟ କାର୍ଯ୍ୟଳୟରେ ପ୍ରତିଷ୍ଠାତା ସଦସ୍ୟ ମହମ୍ମଦ ମୋକିମ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଓଡିଆ…