thelifelinemedia
Latest Odisha News, Breaking News Today
Browsing Category

ରାଜନୀତି

ଵାଲାଟକୁ ସୁପ୍ରିମକୋର୍ଟଙ୍କ ନାଁ: ଵାଲାଟ…

ନୂଆଦିଲ୍ଲୀ: ଜିତିଲେ ଠିକ, କିନ୍ତୁ ହାରିଲେ ଜାଲିଆତି। ଏଭଳି କିଛି କଥା କହି ଵାଲାଟ ପେପରରେ ନିର୍ବାଚନ ପାଇଁ ଆଗତ ଜନସ୍ୱାର୍ଥ ମାମଲାକୁ ଉଚ୍ଚ ନାୟାଳୟ ଅଗ୍ରାହ୍ୟ କରି ଦେଇଛନ୍ତି। ଵାଲାଟ ପେପର ମତଦାନ ପିଟିସନ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ…

ଗଣତନ୍ତ୍ରରେ ହିଂସାକୁ କେହି ସମର୍ଥନ…

ଭୁବନେଶ୍ୱର: ଗଣତନ୍ତ୍ରରେ ହିଂସାକୁ କେହି ସମର୍ଥନ କରିବା ଉଚିତ୍ ନୁହେଁ । ବିଜେଡି କେଉଁ ଅର୍ଥରେ ଏହାକୁ ସମର୍ଥନ କରୁଛନ୍ତି ତାହା ବୁଝାପଡ଼ୁନି । ସେମାନେ ଏହାକୁ ନିନ୍ଦା କରିବା ସହ ବିରୋଧ କରିବା ଆବଶ୍ୟକ । ଆଇନ୍ ତା’ବାଟରେ ଯିବ ବୋଲି କହିବା ଉଚିତ୍ । ପୂର୍ବରୁ ସେମାନେ ବହୁତ୍ ବଡ଼ବଡ଼ କଥା କହୁଥିଲେ ।…

କୁମ୍ଭୀର କାନ୍ଦଣା ବନ୍ଦ କରୁ ବିଜେଡି:…

ଭୁବନେଶ୍ୱର, ତା.୨୨/୧୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁର୍ଭାଗ୍ୟଜନକ । ଏନେଇ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ କରିଛି । ଖୁବ୍‌ଶୀଘ୍ର ଆସାମୀକୁ ଧରାଯାଇ ଜେଲ୍‌କୁ ପଠାଯିବ । ମାତ୍ର ବିଜେଡି ସାଂସଦ ନିରଞ୍ଜନ ବିଶି…

ମହାରାଷ୍ଟ୍ରରେ ମହାୟୁତି, ଝାଡ଼ଖଣ୍ଡରେ…

ନୂଆଦିଲ୍ଲୀ:ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ଆସିବା ପରେ ଜାତୀୟ ରାଜନୀତି ଚଳଚଞ୍ଚଳ। ମହାରାଷ୍ଟ୍ରରେ ବିଜେପି ତାର ସହଯୋଗୀ ଦଳଙ୍କୁ ନେଇ ସରକାର କରିବାକୁ ଯାଉଥିବା ବେଳେ ଝାଡ଼ଖଣ୍ଡରେ କଡ଼ା ଟକ୍କର ହେବାକୁ ଯାଉଛି ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି।ମହାରାଷ୍ଟ୍ରରେ…

୨୬ରୁ ଶୀତକାଳୀନ ଅଧିବେଶନ: ପାରିତ…

ଭୁବନେଶ୍ବର: ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ଏଥିପାଇଁ ଦିନକ ପୂର୍ବରୁ ଅର୍ଥାତ୍ ଆସନ୍ତା ୨୫ ତାରିଖରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ…

ବାଲିଯାତ୍ରା ଆୟୋଜନରେ ରାଜ୍ୟ ସରକାରଙ୍କ…

ଭୁବନେଶ୍ୱର:ବାଲିଯାତ୍ରା ଆୟୋଜନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବାର୍ଷିଲା ବିଜେଡି। ବାଲିଯାତ୍ରା ଆୟୋଜନରେ ରାଜ୍ୟ ସରକାରଙ୍କ ତ୍ରୁଟି ଓ ଜିଲ୍ଲା ପ୍ରଶାସନର ଅପାରଗତା ଦେଖାଦେଉଛି। ରାଜ୍ଯର ମୁଖ୍ୟମନ୍ତ୍ରୀ ସେଠିକୁ ଗଲେ ହେଲେ ଜିଲ୍ଲା ପ୍ରଶାସନ ତାଙ୍କୁ ଇ ଭେଇକିଲ ଯୋଗାଇ ପାରିଲାନି। ଯେଉଁଥିଲାଗି…

ମିଥ୍ୟା, ମନଗଢ଼ା ଖବରପ୍ରସାରଣ କରି…

ଭୁବନେଶ୍ୱର: ନିଜର ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ବିଜେପି ସରକାରକୁ ବଦ୍‌ନାମ କରିବାକୁ ଅପଚେଷ୍ଟା କରୁଛି ବିଜେଡି । ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିଜେଡି ଅସହିଷ୍ଣୁ ହୋଇପଡ଼ିଛି । ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ବିଜେପି ସରକାର ବିରୋଧରେ ମିଥ୍ୟା ମନଗଢ଼ା ଖବର…

ଜନଜାତିଙ୍କୁ ଶୋଷଣ କରିବା ପାଇଁ ସବୁବେଳେ…

ଭୁବନେଶ୍ୱର: ବିଜେପି ସରକାର ସବୁବେଳେ ଆଦିବାସୀଙ୍କ ଶିକ୍ଷା, ସଂସ୍କୃତି, ଭାଷା ଓ ଜୀବିକାର ଉନ୍ନତି ପାଇଁ ବଦ୍ଧପରିକର । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଶ୍ରୀ ଅଟଳ ବିାହାରୀ ବାଜପେୟୀଙ୍କ ନେତୃତ୍ୱ ବିଜେପି ସରକାରରେ ପ୍ରଥମ ଥର ପାଇଁ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ଗଠନ ହୋଇଥିଲା ଏବଂ ଓଡିଆ ପୁଅ…

ସମବାୟ ସମିତି ଗୁଡିକ ସରକାରୀ ନିୟମ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଉଦ୍‌ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମବାୟ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଉପସ୍ଥିତ ବିଭିନ୍ନ ସମବାୟ…

ଜୟନାରାୟଣ ମିଶ୍ରଙ୍କ ଗିରଫ ଦାବି କଲା…

ଭୁବନେଶ୍ୱର:ଜୟନାରାୟଣ ମିଶ୍ର ସବୁ ବେଳ ମାନସିକ ସ୍ଥିତି ହରାଇ ବସିଛନ୍ତି। ପାଗଳର ପ୍ରଳାପ କରୁଛନ୍ତି। ବିଜେପି ସରକାର ଜୟନାରାୟଣ ମିଶ୍ରଙ୍କୁ ପ୍ରଥମେ ଗିରଫ କରୁ ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟ ଆଣ୍ଟିସିପେଟରି ବିଲ୍ ରିଜେକ୍ଟ କରିଛନ୍ତି। ଜଣେ…