thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ବାଲିଅନ୍ତା ପଂଚାୟତ ଅଫିସରେ ପାଣି: ଲୋକେ…

ବାଲିଅନ୍ତା:ପଂଚାୟତ ଅଫିସରେ ଲହଡି ମାରୁଛି ପାଣି। ଯୁଆଡେ ଦେଖିଲେ ଖାଲି ପାଣି ଆଉ ପାଣି। ପ୍ରବେଶ ପଥରୁ ପଂଚାୟତ ଅଫିସ ଭିତର ପ୍ରକୋଷ୍ଠ ପର୍ଯ୍ୟନ୍ତ ସବୁଠି ଲହଡି ମାରୁଛି ପାଣି। ଏକଦମ ଠପ ହୋଇପଡିଛି ପଂଚାୟତ ଅଫିସ କାମ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଗ୍ରାମ ପଂଚାୟତରେ ପାଣି ପଶିବା ଘଟଣା ଏବେ ଚର୍ଚ୍ଚାର…

କଂଗ୍ରେସ ଷ୍ଟିଅରିଙ୍ଗ କମିଟିକୁ ନେଇ…

ଭୁବନେଶ୍ୱର:କଂଗ୍ରେସର ଷ୍ଟିଅରିଙ୍ଗ କମିଟିକୁ ନେଇ ଗର୍ଜିଲେ ବରିଷ୍ଠ ରାଜନେତା ସୁରେଶ ରାଉତରାୟ। କହିଛନ୍ତି ମୋତେ କଂଗ୍ରେସ ଅନ୍ୟାୟରେ ବାହାର କରି ଦିଆଯାଇଛି।ମୋ ପୁଅ ବିଜେଡିରୁ ଲଢ଼ିଲା ସେଥିରେ ମୋର ଭୂଲ କଣ। କଂଗ୍ରେସ ଭବନରେ ଏକାଠି ହୋଇ ରାଜୀବ ଜୟନ୍ତୀ ପାଳନ କରେ କିନ୍ତୁ ମୋତେ ଟିକେ ଡାକିଲେ…

ଆସନ୍ତା ୨୮ରେ କଳାଧନ ନେଇ ଏସଆଇଟି ବୈଠକ

କଟକ:ଆସନ୍ତା ୨୮ରେ କଟକରେ ବସିବାକୁ ଯାଉଛି କଳାଧନ ସମ୍ପର୍କିତ ଏସଆଇଟି ବୈଠକ। ଇଷ୍ଟର୍ଣ୍ଣ ରିଜନର ଏହି ଏସଆଇଟି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେବେ। ବିଶେଷ ଭାବେ ଗତ ଦୁଇ ମାସରେ ଓଡିଶା ଭିଜିଲାନ୍ସ ଧରିଥିବା କୋଟିପତି ବାବୁମାନଙ୍କ ସମ୍ପର୍କରେ ତଥ୍ୟ ଏସଆଇଟି…

ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାଖୀ ବାନ୍ଧିଲେ ଭଉଣୀ ରାସମଣୀ ମାଝୀ।ମୁଖ୍ୟମନ୍ତ୍ରୀଙ୍କୁ ସେ ବନ୍ଦାପନା କରି ମିଠା ଖୁଆଇ ରାକ୍ଷୀ ବାନ୍ଧିଥିଲେ। ଏହାପରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ବରିଷ୍ଠ ନେତ୍ରୀ ପୂର୍ଣ୍ଣିମା କେରକେଟା ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ…

ନବୀନଙ୍କୁ ରାଖୀ ବାନ୍ଧିଲେ କୁନିପିଲା

ଭୁବନେଶ୍ୱର: ବିରୋଧ ଦଳ ନେତା ନବୀନ ପଟ୍ଟନାୟକ ବାନ୍ଧିଲେ ରାଖୀ। ନବୀନ ନିବାସରେ ରକ୍ଷା ବନ୍ଧନ ଅବସରରେ ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ନବୀନ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି…

ବଢିଲା ପିଏମ ଆବାସ ଟଙ୍କା,…

ଭୁବନେଶ୍ୱର:ଏଣିକି ଅଧିକ ମିଳିବ ପିଏମ୍ ଆବାସ ଟଙ୍କା। ପିଏମ୍ ଆବାସ୍ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବା ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ। ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ…

ଶ୍ରାବଣ ମାସ ଶେଷ ସୋମବାର: ଜଳଲାଗି…

ବ୍ୟୁରୋ:ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି ।କାଉଡିଆଭକ୍ତଙ୍କ ବୋଲ ବମ, ହରହର ବମ ଧ୍ବନିରେ ପ୍ରକମ୍ଫିତ ହେଉଛି ପରିବେଶ । ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭୋର ସମୟରୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଦୂର…

ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ୱର: ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ। ଭାଇ ହାତରେ ରାଖୀ ବାନ୍ଧିଥାଏ ଭଉଣୀ। ସମ୍ପର୍କର ସୁତାରେ ମଜଭୁତ ହୋଇଥାଏ ରାଖୀର ପର୍ବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ସଂସ୍କୃତିର ଏହି ଅନନ୍ୟ ପର୍ବ ଆମର…

ଭୁବନେଶ୍ୱରରେ ମାତିଛି ବାଘ

ଭୁବନେଶ୍ୱର: ବାରଙ୍ଗ ଅଂଚଳରେ ବାଘ ଆତଙ୍କ। ବେଲଗଛିଆ ପଞ୍ଚାୟତର କଲରାପତରିଆ ବାଘକୁ ଭିୟଭୀତ ଲୋକେ। ଏକ କଲରାପତରିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଛନ୍ତି। ଗୋଠପୁର ଗାଁର ଜଣେ ଯୁବକ ତାଙ୍କ ବାରିପଟ ଅନ୍ଧାରେ ଜାଗାରେ କଲରାପତରିଆ ବାଘଟିକୁ ଦେଖିବାକୁ ପାଉଥିଲେ। ସେ ତାଙ୍କ ମୋବାଇଲରେ ଫଟୋ…

ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ

ପୁରୀ:କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଶ୍ରଦ୍ଧାଳୁଙ୍କୁ ମିଳିବ ମାଗଣା ମହାପ୍ରସାଦ।ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଶ୍ରଦ୍ଧାଳୁଙ୍କୁ ମିଳିବ ମାଗଣା ମହାପ୍ରସାଦ । ପୁରୀକୁ ଦୈନିକ ଆସୁଥିବା ପ୍ରାୟ 80 ହଜାରରୁ ଏକ ଲକ୍ଷ ଭକ୍ତଙ୍କ ପାଇଁ ମାଗଣା ଅବଢା ଯୋଗାଇବା…