thelifelinemedia
Latest Odisha News, Breaking News Today

ଆସିଲା ସୁଭଦ୍ରା ଯୋଜନା ନୂଆ ଗାଇଡ଼ଲାଇନ, ଏହିମାନଙ୍କୁ ମିଳିବନି ଟଙ୍କା..

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆସିଛି ଗାଇଡଲାଇନ୍ । ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଯାଉଥିବା ସୁଭଦ୍ରା ଯୋଜନାର ବିସ୍ତୃତ ଗାଇଡଲାଇନ୍ ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଜାରି କରାଯାଇଛି । ଅର୍ଥାତ୍ କେଉଁମାନେ ଏହି ଯୋଜନାର ଲାଭ ଉଠାଇପାରିବେ? କେଉଁମାନେ ଏଥିରୁ ବାଦ୍ ପଡ଼ିବେ, ସେ ବିଷୟରେ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଆସି ସାରିଛି । ତେବେ ଆସନ୍ତୁ ଜାଣିବା କେଉଁମାନେ ଏହି ଯୋଜନାରୁ ଉପକୃତ ହେବେ ଓ କେଉଁମାନେ ବାଦ୍ ପଡ଼ିବେ?

୧- ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋ ହାଇଥିବା ଆବଶ୍ୟକ ।
୨- ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ, ଆବେଦନକାରୀଙ୍କ ବୟସ ଯୋଗ୍ୟତା ତାରିଖ ଅନୁ ଉଚିତ୍ ଅନୁଯାୟୀ ୨୧ ବର୍ଷ କିମ୍ବା ଅଧ‌ିକ ଏବଂ ୬୦ ବର୍ଷରୁ କମ୍ ହେବା
୩- ଆଧାର କାର୍ଡରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ପାଇଁ ଅନ୍ତିମ ତାରିଖ ଭାବେ ଗ୍ରହଣ କରାଯିବ।
୪- ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ, ତା. ୦୧.୦୭.୨୦୨୪ ରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ । ତେଣୁ, ବେଦନକାରୀଙ୍କ ଜନ୍ମ ତାରିଖ ୦ ରିଖ ୦୨.୦୭.୧୯୯୪ ପୂର୍ବରୁ କିମ୍ବା ୦୧.୦୭.୨୦୦୩ ରେ ହେବା ଉଚିତ୍ ନୁହେଁ । ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ, ଯୋଗ୍ୟତା ତାରିଖ ସରକାରଙ୍କ ଦ୍ବାର ଦ୍ୱାରା ନିର୍ଦ୍ଧାରିତ ହେବ ।

Leave A Reply

Your email address will not be published.