Browsing Category
ରାଜ୍ୟ
ନବୀନଙ୍କୁ ଭେଟିଲେ ଅଲିମ୍ପିକ ବିଜୟୀ…
ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନଙ୍କୁ ଭେଟିଲେ ଅଲିମ୍ପିକ ବିଜୟୀ ଭାରତୀୟ ହକି ଦଳ। ନବୀନ ଖେଳାଳୀ ମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବକୁ ଆହୁରି ଉଚ୍ଚାକୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଆଗାମୀ ଅଲମ୍ପିକରେ ଓଡିଶା ତଥା ଭାରତ…
ଗଞ୍ଜାମ ମଦ ମୃତ୍ୟୁ ଘଟଣାର ହେବ ଆରଡିସି…
ଭୁବନେଶ୍ୱର:ଗଞ୍ଜାମ ମଦ ମୃତ୍ୟୁ ଘଟଣାରେ RDC ତଦନ୍ତ ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏ ନେଇ ଖୁବ ଶୀଘ୍ର ନିର୍ଦ୍ଦେଶ ଦେବେ ବୋଲି ସେ କହିଛନ୍ତି। ରାଜ୍ଯ ସାରା ରେଡ ଆରମ୍ଭ ହୋଇଛି। ୨୧୭ ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି। ୧୧୭ ଜଣଙ୍କୁ ବର୍ତ୍ତମାନ୍ ସୁଦ୍ଧା…
ହଟିଲା ବ୍ୟାରିକେଡ, ଓଡ଼ିଶା ପହଞ୍ଚିଲା…
ହଟିଲା ବ୍ୟାରିକେଡ, ଓଡ଼ିଶା ପହଞ୍ଚିଲା ପଶ୍ଚିମବଙ୍ଗ ଆଳୁ। ପଶ୍ଚିମବଙ୍ଗ ଆଳୁକୁ ନେଇ ଗତକିଛି ଦିନ ହେଲା ଲାଗିରହିଥିବା ଅଚଳାବସ୍ଥା ଦୂର ହେବାକୁ ଯାଉଛି। କାରଣ ଯେଉଁ ବ୍ୟାରିକେଡ କରି ଆଳୁ ଟ୍ରକକୁ ଅଟକାଇଥିଲା ପଶ୍ଚିମବଙ୍ଗ, ତାହା ଏବେ ଖୋଲି ଦିଆଯାଇଛି। ଏହାସହ ଆଳୁ ଦର କମିବ ବୋଲି ଆଶା କରାଯାଉଛି। ଏହାସହ…
ମମତାଙ୍କ ପରେ ବିଜେପି ନେତା ଜଗନ୍ନାଥ…
ଭୁବନେଶ୍ୱର:ମମତା ମହାନ୍ତ ପରେ ଜଗନ୍ନାଥ ପ୍ରଧାନ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ନେଇ ପ୍ରାର୍ଥୀପତ୍ର ଦାଖଲ ପରେ ତେଜିଛି ରାଜନୀତି। କୁହାଯାଉଛି
ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ରାଜ୍ଯ ବିଜେପି ଦୁଇ ଫାଳ ହୋଇଯାଇଛି।
ରାଜ୍ୟସଭା ଉପନିର୍ବାଚନ ପାଇଁ…
ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ମମତା:…
ଭୁବନେଶ୍ୱର:ରାଜ୍ୟସଭା ସଦସ୍ୟ ପାଇଁ ନାମାଙ୍କନ ଭରିଲେ ମମତା ମହାନ୍ତ।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ବିଧାନ ସଭାରେ ରାଜ୍ୟ ସଭା ସଦସ୍ୟ ପଦବୀ ପାଇଁ ଶ୍ରୀମତୀ ମମତା ମହନ୍ତ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।ବିଧାନସଭାରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନୋମିନେସନ…
ଭାରତ ବନ୍ଦ: ଓଡିଶାରେ ବଡ଼ ପ୍ରଭାବ,…
ବ୍ୟୁରୋ:ଉପବର୍ଗୀକରଣ ଓ ସ୍ବଚ୍ଛଳ ବର୍ଗ ନୀତି ଲାଗୁ କରାନଯିବା ପ୍ରତିବାଦରେ ଆଜି ଭାରତ ବନ୍ଦ ଡକରା ଦେଇଛି ଅନୁସୂଚିତ ଜାତି(ଏସ୍ସି), ଜନଜାତି (ଏସ୍ଟି) ଓ କ୍ରିୟାନୁଷ୍ଠାନ କମିଟି।ଏସସି-ଏସଟି ସଂରକ୍ଷଣରେ କ୍ରିମି ଲେୟାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ସଂରକ୍ଷଣ ବଚାଓ କମିଟି ପକ୍ଷରୁ ଆଜି…
ବିକ୍ରି ହେବ ଏମଭି ଦେବୀ ଜାହାଜ :…
କଟକ:ପାରାଦ୍ୱୀପ ବନ୍ଦରରେ ଗିରଫ ହୋଇ ରହିଥିବା ଏମଭି ଦେବୀ ଜାହାଜକୁ ବିକ୍ରୀ କରିଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ପାରାଦ୍ୱୀପ ଇଣ୍ଟରନାସନାଲ କାରଗୋ ପ୍ରାଇଭେଟ ଲିମିଟେଡ଼କୁ ବ୍ୟବହାର କରି ସେ ବାବଦ ୭କୋଟି ୯୫ ଲକ୍ଷ ଟଙ୍କାର ଭଡା ଅର୍ଥ ପଇଠ ନକରିବାରୁ ଏହି ଜାହାଜକୁ ବିକ୍ରି ପାଇଁ…
ଫେବୃଆରୀ ୧୫ରେ ଯୁକ୍ତ ୨ ପରୀକ୍ଷା:ନୂଆ…
ଭୁବନେଶ୍ୱର:ଆସନ୍ତା ୨୦୨୫ ଫେବୃଆରୀ ୧୫ ରୁ ଅନୁଷ୍ଠିତ ହେବ ଯୁକ୍ତ ୨ ବୋର୍ଡ ପରୀକ୍ଷା । ଫେବୃଆରୀ ୧୫ ରୁ ଆରମ୍ଭ ହୋଇ ଏହି ପରୀକ୍ଷା ମାର୍ଚ୍ଚ ୨୫ ଯାଏଁ ଚାଲିବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଡିସେମ୍ବର ୨୬,୨୦୨୪ ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ଓ ଇଣ୍ଟରନାଲ ପରୀକ୍ଷା…
ପୁଣି ରାଜ୍ୟସଭା ଯିବେ ମମତା ମହାନ୍ତ,…
ଭୁବନେଶ୍ୱର:ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି । ଦଳ ମମତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ନେଇ ବିଦ୍ଧି ବଦ୍ଧ ଘୋଷଣା କରିଛି। ନୂଆଦିଲ୍ଲୀସ୍ଥିତ ଦଳ ମୁଖ୍ୟାଳୟରେ ସାଧାରଣ ସମ୍ପାଦକ ଅରୁଣ ସିଂହ, ପ୍ରଭାରୀ ବିଜୟପାଲ ସିଂହ ତୋମାର ପ୍ରମୁଖଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ।…
ଲଘୁଚାପ ସକ୍ରିୟ, ଆସନ୍ତା ୨୪ ଘଣ୍ଟା ପାଇଁ…
ଭୁବନେଶ୍ୱର:ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।
ଦକ୍ଷିଣ ବାଂଲାଦେଶ ଓ ତତସଂଲଗ୍ନ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ରହିଛି । ଏହା ଅଧିକ ଘନିଭୂତ ହୋଇ ଉତ୍ତର- ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ରାଜ୍ଯରେ ବର୍ଷା ଲାଗି ରହିଛି ।ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ…