Browsing Category
ରାଜ୍ୟ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ:…
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ଦକ୍ଷିଣ ପୂର୍ବ ବାଂଲାଦେଶ ଏବଂ ଏହାର ଆଖପାଖରେ କେନ୍ଦ୍ରୀଭୂତ ହୋଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରିବ। ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ…
ମନଇଚ୍ଛା ପୁନଃ ନିଯୁକ୍ତି ହଟିଲା, ନୂଆ…
ଭୁବନେଶ୍ୱର: ଚାକିରି ସରିବା ପରେ, ଅବସରପ୍ରାପ୍ତ ସରକାରୀ ବାବୁଙ୍କ ପୁନଃ ନିଯୁକ୍ତି ପାଇଁ ମୋହନ ସରକାର ଆଣିଲେ ନୂଆ ଗାଇଡଲାଇନ୍। ପୁନଃ ନିଯୁକ୍ତି ପାଇବାକୁ ହେଲେ ଉକ୍ତ ଅବସରପ୍ରାପ୍ତ ଅଧିକାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ କରାଯିବ, ସେ ନେଇ ଜାରି ହୋଇଛି ବିସ୍ତୃତ ଗାଇଡଲାଇନ। ଗାଇଡଲାଇନ୍ ଅନୁସାରେ…
ଆସନ୍ତା ୧୮ରେ ରତ୍ନଭଣ୍ଡାରର ନିରୀକ୍ଷଣ…
ପୁରୀ : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଆସନ୍ତା ୧୮ ସେପ୍ଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ । ଏନେଇ ଏ.ଏସ୍.ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ତଦନୁସାରେ, ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ…
ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ୍, ନେଲଣି…
ଭୁବନେଶ୍ୱର: ବରଗଡ଼ ଜିଲାରେ ସଂପ୍ରତି ଚାଷୀମାନଙ୍କ ମଧ୍ୟରେ ସ୍କ୍ରବ ଟାଇଫସ ଆତଙ୍କ ଖେଳିଯାଇଛି। ଏପର୍ଯ୍ୟନ୍ତ ସରକାରୀ ହସ୍ପିଟାଲରେ ମାତ୍ର ୩ଟି ସ୍କ୍ରପ୍ ଟାଇଫସ୍ ରୋଗୀଙ୍କୁ ଚି଼ହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ବେସରକାରୀ ଆକଳନ ହିସାବରେ ବରଗଡ ଜିଲ୍ଲାରେ ଆକ୍ରାନ୍ତ…
ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଲଗାତର ୩ ଦିନର ଲଗାଣ ବର୍ଷାରେ ବେହାଲ ହୋଇ ପଡ଼ିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା। ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଏବେ କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଜିଲ୍ଲାର ଅନେକ ଅଞ୍ଚଳର ରାସ୍ତାଘାଟ ମଧ୍ୟ ଧୋଇ ହୋଇଯାଇଛି । ବନ୍ୟା ସ୍ଥିତିର ସମୀକ୍ଷା…
ଅଗ୍ନିବୀରଙ୍କ ପାଇଁ ବଡ ଖବର : ରାଜ୍ୟ…
ଭୁବନେଶ୍ୱର: ଅଗ୍ନିବୀର ମାନଙ୍କୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ରତ୍ୟକ୍ଷ ନିଯୁକ୍ତି ଦ୍ବାରା ପୂରଣ ହେଉଥିବା ରାଜ୍ୟର ୟୁନିଫର୍ମ ସେବାରେ ଅବସର ପ୍ରାପ୍ତ ଅଗ୍ନିବୀରଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ଅବସର ପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଦଶ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।…
ସୁନା କିଣୁଥିଲେ ସାବଧାନ: ଗ୍ରାହକଙ୍କୁ…
ଭୁବନେଶ୍ୱର: ସୁନା କିଣୁଥିଲେ ସାବଧାନ ହୋଇଯାଆନ୍ତୁ।ଆପଣ ହୋଇପାରନ୍ତି ଠକାମୀର ଶିକାର। ସୁନା ଦୋକାନୀ ଚଞ୍ଚକତା କରି ଆପଣଙ୍କୁ ଠକି ପାରନ୍ତି। ଆପଣଙ୍କ ଅଜାଣତରେ ସୁନାଦୋକାନୀ ଆପଣଙ୍କୁ ଠକି ଚୂନ ମାରିଦେବେ। ଯୋଗାଣ ବିଭାଗ ତରଫରୁ କରାଯାଇଥିବା ରେଡ ବର୍ତ୍ତମାନ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି।ଗତ ୫ ମାସ…
ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି…
ଭୁବନେଶ୍ୱର:ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ରାଜ୍ଯ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି କଂଗ୍ରେସ। କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ କହିଛନ୍ତି JSW ଇଭି ପ୍ଲାଣ୍ଟ କଟକରେ ବସାଇବାକୁ ଥିବା ବେଳେ କାହିଁକି ଫେରିଯିବ ? ମହାରାଷ୍ଟ୍ର ଯଦି ତାଙ୍କୁ ସୁବିଧା ଦେଇ…
ସମୁଦ୍ର ବେଳାଭୂମିରେ ମଦ ବିକ୍ରି…
ପୁରୀ : ରାଜ୍ୟ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିବା ବେଳେ ଏହି ନୂଆ ଆଇନର ପ୍ରାବଧାନ ଅନୁଯାୟୀ ଏଣିକି ସମୁଦ୍ର ବେଳାଭୂମିରେ ବିକ୍ରି ହେବ ମଦ। ବେଳାଭୂମିରେ ଛୋଟ ଛୋଟ ଷ୍ଟଲ୍ କରାଯାଇ ବିଚ୍ ସାକ୍ସ ମାଧ୍ୟମରେ ମଦ ବିକ୍ରି ହେବ। ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ପୁରୀର ୪୦ ରୁ ଉର୍ଦ୍ଧ୍ଵ ସଂଗଠନ…
ଜାଲରେ ପଡ଼ିଲେ ପୁଳା ପୁଳା ଇଲିସି, କିଲୋକୁ…
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ଇଲିସି। ମାଛ ନେବା ପାଇ ଦୀଘା ମାର୍କେଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। କିଏ ଏକ କେଜି ତ ଆଉ କିଏ ୨ କେଜି ଇଲିସି ମାଛ ଘରକୁ ବୋହି ନେଉଛନ୍ତି। ଲଘୁଚାପ ବର୍ଷା ପ୍ରଭାବରେ ପ୍ରଚୁର…