thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଘର ବାଣ୍ଟିଲେ ମୋଦି, ଶ୍ରଦ୍ଧାରେ କ୍ଷୀରି…

ଭୁବନେଶ୍ବର:ଗାଡ଼କଣରେ ଗୃହ ପ୍ରବେଶ କରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ବର ବିମାନବନ୍ଦରରୁ ସିଧାସଳଖ ଗାଡ଼କଣାରେ ପହଞ୍ଚି ସେଠାରେ ସେ ନିଜ ଜନ୍ମଦିନରେ କ୍ଷୀରି ଖାଇଛନ୍ତି। ରାଜଧାନୀ ନିକଟ ଗାଡ଼କଣ ଗାଁରେ ପ୍ରଧାନମନ୍ତ୍ରୀ ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ…

ଭୁବନେଶ୍ୱରରେ ମୋଦି: ଛକ ଛକରେ ମୋଦିଙ୍କୁ…

ଭୁବନେଶ୍ୱର:ଭୁବନେଶ୍ୱରରେ ଦେଶର ମୁଖିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ଦ୍ଧାରିତ ସମୟରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ବିମାନବନ୍ଦରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ…

ମଜଭୁତ ହେବ ଓଡିଶା ରେଳ ଭିତ୍ତିଭୂମି: ବଡ଼…

ଭୁବନେଶ୍ୱର: ଓଡିଶାର ରେଳ ଭିତ୍ତିଭୂମି ବୃଦ୍ଧି ପାଇଁ ଏକ ଐତିହାସିକ ପଦକ୍ଷେପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭୁବନେଶ୍ୱରରୁ ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ଦେଶକୁ ଉତ୍ସର୍ଗୀକୃତ କରିବେ। ଏହା  ସାମାଜିକ ଓ ଅର୍ଥନୈତିକ…

ମୋହନ ମାଝୀ ଜଣେ ୟୁ-ଟର୍ଣ୍ଣ…

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦିଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର କୁ ବର୍ତ୍ତମାନ ସୁଦ୍ଧା ଚିଠି ଲେଖିଲେ ନାହିଁ । ଏଥିରୁ ସ୍ପଷ୍ଟ ହେଉଛି ବିଜେପି ସରକାରର ଇଛା ଶକ୍ତି ନାହିଁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ କରିବା ପାଇଁ। ମୋହନ ମାଝୀ ଜଣେ ୟୁ-ଟର୍ଣ୍ଣ ମୁଖ୍ୟମନ୍ତ୍ରୀ।…

ସୁଭଦ୍ରା ଯୋଜନାକୁ ନେଇ ବର୍ଷିଲା ବିଜେଡି

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବର୍ଷିଲା ବିଜେଡି। ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାର ଆସିବା ପୂର୍ବରୁ ସଂକଳ୍ପ ପତ୍ରରେ ଯାହା ଦେଇଥିଲେ, ଏବେ ଏଥିରେ ସଂପୂର୍ଣ୍ଣ ବ୍ୟତିକ୍ରମ ହୋଇଛି । ଇସ୍ତାହାରରେ ପ୍ରତେକ ମହିଳାଙ୍କୁ 2 ବର୍ଷରେ 50 ହଜାର ଟଙ୍କା ପାଇବେ ବୋଲି ଉଲ୍ଲେଖ କରିଥିଲେ। ହେଲେ ଏବେ ମିଛ…

ମୋଦିଙ୍କ ଗସ୍ତ ପାଇଁ ଭୁବନେଶ୍ୱର ଟ୍ରାଫିକ…

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହିତ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଭୁବନେଶ୍ୱର ଜନତା ମଇଦାନର ସଭାସ୍ଥଳ ସଜେଇ ହୋଇଛି। ଏହି ଠାରୁ ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ।…

ଜନ୍ମ ଦିନରେ ମହିଳାଙ୍କୁ ବଡ଼ ଉପହାର ଦେବେ…

ଭୁବନେଶ୍ୱର:ଜନ୍ମ ଦିନରେ ଓଡ଼ିଶାର ମହିଳା ମାନଙ୍କୁ ବଡ଼ ଉପହାର ଦେବା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମହିଳାଙ୍କୁ ଭେଟି ଦେବେ ସୁଭଦ୍ରା ଯୋଜନା । ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍ । ଆସନ୍ତାକାଲି ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରୁ ସିଧାସଳଖ ଗାଢ଼କଣ ଯାଇ…

ଆଜି ଦେବଶିଳ୍ପୀ ବିଶ୍ୱକର୍ମାର ପୂଜା :…

ବ୍ୟୁରୋ: ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାରେ ଉତ୍ସବ ମୁଖର ଗାଁରୁ ସହର। ସବୁଠି ବିଶ୍ୱକର୍ମାଙ୍କ ପୂଜା ବେଶ ଧୁମଧାମରେ କରାଯାଉଛି।ବ୍ୟବସାୟିକ ଅନୁଷ୍ଠାନ ହେଉ କି କଳକାରଖାନା ଅବା ଶିଳ୍ପ ସଂସ୍ଥା ସବୁ ଜାଗାରେ ଆଜି ବିଶ୍ଵକର୍ମାଙ୍କ ଆରାଧନା କରାଯାଉଛି। ରାଜ୍ୟର କୋଣ ଅନୁକୋଣରେ ବିଶ୍ଵକର୍ମାଙ୍କ ପୂଜା…

ଦିନକ ପରେ ଆସୁଛନ୍ତି ମୋଦି: ଜଗିବେ ୮୧…

ଭୁବନେଶ୍ବର: ଦିନକ ପରେ ଅର୍ଥାତ ୧୭ ତାରିଖ ମଙ୍ଗଳବାର ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତାଙ୍କର ଜନ୍ମ ଦିବସ ଅବସରରେ ରାଜ୍ୟରେ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ସୁଭଦ୍ରା କାର୍ଯ୍ୟକ୍ରମରେ ଯୋଗ ଦେବେ…

ଆହୁରି ଛେଚିବ ବର୍ଷା ; ଆଜି ଓ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି। ଏହା ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରୁଛି। ଗଭୀର ଅବପାତ ଭାବେ ଏହାର ତୀବ୍ରତା ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ। ତା’ ପରବର୍ତ୍ତୀ ୪୮ ଘଣ୍ଟାରେ ଧୀରେ ଧୀରେ ଦୁର୍ବଳ ହୋଇ ଏହା ଅବପାତରେ ପରିଣତ…