Browsing Category
ରାଜ୍ୟ
କଟକ ଗ୍ରାମାଞ୍ଚଳ ଏସପି ଭାବେ କାର୍ଯ୍ୟରେ…
କଟକ: କଟକ ଗ୍ରାମାଞ୍ଚଳ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ୨୦୧୪ ବ୍ୟାଚ ଆଇପିଏସ ଅଧିକାରୀ ପ୍ରତୀକ ସିଂହ। କଟକ ଗ୍ରାମଞ୍ଚଳର ବିଦାୟୀ ଏସପି ଏଲ୍ ଦିବ୍ୟା ଭି ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ। ପୂର୍ବରୁ ସେ କଟକର ଡ଼ିସିପି ଭାବେ କାର୍ଯ୍ୟ କରିଥିବା ବେଳେ ଏବେ ଭୁବନେଶ୍ୱର ଡ଼ିସିପି…
ଆରଆଇ ପରୀକ୍ଷା ବନ୍ଦ କରିବାକୁ ପ୍ରତିବାଦ:…
ଭୁବନେଶ୍ୱର: ରାଜରାସ୍ତାରେ ଆରଆଇ ଆଶାୟୀ। ପରୀକ୍ଷା ବନ୍ଦ କରିବାକୁ ପ୍ରତିବାଦ କରିଛନ୍ତି ହଜାର ହଜାର ଆରଆଇ ଆଶାୟୀ ଓ ପରୀକ୍ଷାର୍ଥୀ। ଏ ନେଇ ମନ୍ତ୍ରୀଙ୍କୁ ଭେଟି ନିଜ ଦାବି ଜଣାଇବାକୁ ଆରଆଇ ଆଶାୟୀଙ୍କ ଭିଡ ଦେଖିବାକୁ ମିଳିଛି ମନ୍ତ୍ରୀଙ୍କ ବାସ ଭବନ ପରିସରରେ।ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ…
ଓଡିଶାକୁ ପୁଞ୍ଜି ଆଣିବା ପାଇଁ…
ଭୁବନେଶ୍ୱର: ଓଡିଶାକୁ ପୁଞ୍ଜି ଆଣିବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁଇ ଦିନ ପାଇଁ ଦିଲ୍ଲୀ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ। ଓଡିଶାକୁ ଅଧିକରୁ ଅଧିକ ପୁଞ୍ଜି ଆଣିବା ପାଇଁ ନିବେଶକାରୀ ଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଆସନ୍ତା ୫ ବର୍ଷ ଓଡ଼ିଶାରେ ୫ଲକ୍ଷ କୋଟି ନିବେଶ…
ବିଜେପିରେ ମିଶିବେ ବିଜେଡିର ବଡ ନେତା:…
ଭୁବନେଶ୍ୱର: ବିଜେପିରେ ମିଶିବା ପାଇଁ ଆବେଦନ କରିଛନ୍ତି ବିଜେଡ଼ି ନେତା। ଖୁବଶୀଘ୍ର ବିଜେଡିର ବଡ ବଡ଼ ନେତା ବିଜେପିରେ ସାମିଲ ହେବାକୁ ଯାଉଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ମନମୋହନ କହିଛନ୍ତି ଖାଲି ହୋଇଯିବ ବିଜେଡ଼ି, ତାଙ୍କ…
ଗାନ୍ଧୀ ଓ ଓଡିଶା: ଓଡିଶାକୁ କେବେ…
ବ୍ୟୁରୋ: ଗାନ୍ଧୀ ଜୟନ୍ତୀରେ ସାରା ଦେଶ ଆଜି ଜାତିର ଜନକଙ୍କୁ ମନେ ପକାଉଛି। ଓଡିଶା ସହିତ ଗାନ୍ଧୀଙ୍କ ସଂପର୍କରେ ହୁଏତ କେହି ଜାଣି ନଥିବେ ମ କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେଓଡିଶା ଆସିବାକୁ ଗାନ୍ଧୀ ବେଶ ଭଲ ପାଉଥିଲେ। ଓଡ଼ିଶା ସହିତ ଗାନ୍ଧିଜୀଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ସଂପର୍କ ଥିଲା ବୋଲି ପ୍ରକାଶ କରି…
ଗାନ୍ଧୀ ସ୍ମୃତିପୀଠ ତେଲେଙ୍ଗାପେଣ୍ଠରେ…
ଭୁବନେଶ୍ୱର: ଗାନ୍ଧିଜୀ ହେଉଛନ୍ତି ସମଗ୍ର ମାନବ ଜାତିର ସଂପଦ । ସମଗ୍ର ବିଶ୍ୱର ଆଦର୍ଶ । ତାଙ୍କ ଜୀବନ ଥିଲା ସତ୍ୟ ସହ ନିରନ୍ତର ପରୀକ୍ଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକ ଜିଲ୍ଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନରେ ମୁଖମନ୍ତ୍ରୀ ମୋହନ ମାଝୀ ଯୋଗଦେଇ…
ବଦଳିବ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ…
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ୨୦୨୩- ୨୪ ଶିକ୍ଷାବର୍ଷରେ ତତ୍କାଳୀନ ସରକାର ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ସବୁଜ କରିଥିଲେ। ଏବେ ତାହାକୁ ବଦଳାଯାଇ…
ଅନୁଗୁଳ ଜିଲ୍ଲାର ନେତୃମଣ୍ଡଳୀ ଓ ଦଳୀୟ…
ଭୁବନେଶ୍ୱର : ଶଙ୍ଖ ଭବନ ଠାରେ ଅନୁଗୁଳ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ନବୀନ ପଟ୍ଟନାୟକ କହିଥିଲେ ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ…
ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ…
କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କୁ କ୍ଲିନଚିଟ ଦେଇଛନ୍ତି ହାଇକୋର୍ଟ। ସାଲେପୁର ଜେଏମଏଫସିଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ଖାରଜ ହୋଇଯାଇଛି।ପ୍ରତାପ ଜେନାଙ୍କୁ ତଦନ୍ତ ପରିସର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି। ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ପ୍ରତାପ ଜେନା। ମାହାଙ୍ଗା…
ଭରତପୁର ଥାନା ମାମଲା: ଆଜିଠୁ ୨୧ ଦିନ…
ଭୁବନେଶ୍ୱର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ କମିଶନ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ପ୍ରଥମ ବୈଠକ କରାଯାଇଥିବାବେଳେ ଏଥିରେ ପୁଲିସ ଡିଜି ଓ ଗୃହ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକ ପରେ କମିଶନଙ୍କ ସଚିବ ଗଣମାଧ୍ୟମକୁ…