thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ଛୁଇଁଲା ୧…

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ଛୁଇଁଲା ୧ କୋଟି।ଆଜି ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ କରାଯାଇଥିବା ଯୁଗାନ୍ତକାରୀ “ସୁଭଦ୍ରା” ଯୋଜନାରେ ଏକ କୋଟିରୁ ଅଧିକା…

ଲକ୍ଷ୍ମୀ ବସକୁ ନେଇ ଏମିତି କହିଲା ବିଜେଡି

ଭୁବନେଶ୍ୱର: ବର୍ତ୍ତମାନ ବିଜେପି ସରକାର କପି ପେଷ୍ଟ ସରକାର । ଏ ସରକାର କିଛି ପ୍ରାୟୋଜିତ ପଦକ୍ଷେପ ନେଉଛନ୍ତି । ବିଗତ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଥିଲେ, କମ ଟଙ୍କାରେ ଲୋକ ଏହି ବସ୍ ବ୍ୟବହାର କରୁଥିଲେ ଏବଂ ସମସ୍ତ ସୁବିଧା ପାଉଥିଲେ । ମାତ୍ର ମନ୍ତ୍ରୀ ବିଭୂତି ବାବୁ କହୁଛନ୍ତି ଲକ୍ଷ୍ମୀ ବସ୍…

ଗାଲୁଆ ଓ ମିଛୁଆ ହେଉଛି ବିଜେପି ସରକାର

ଭୁବନେଶ୍ୱର: ବିଜେପି ସରକାର ହେଉଛି ଗାଲୁଆ ଏବଂ ମିଛୁଆ ସରକାର । ଗାଲୁଆଙ୍କ ବାରବାଟି ଚାଷ ସଦୃଶ୍ୟ ବିଜେପି ସରକାର ମୁଖ୍ୟମନ୍ତ୍ରୀ କପି ପେଷ୍ଟ ମାଷ୍ଟର। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସବୁ ଯୋଜନା କରିଥିଲେ ମୋହନ ମାଝୀ କେବଳ ସେ ସବୁ ଯୋଜନା ଉପରେ ନିଜର ନାମ ଲଗାଇ ପୋଷ୍ଟର ପରିବର୍ତନ…

ରାଜ୍ୟରେ କଂଗ୍ରେସ – ବିଜେଡି…

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସ ବିଜେଡି ମିଶିକି ଅଛନ୍ତି।ବିଧାନସଭାରେ ମିଶିକି କାମ କରୁଛନ୍ତି। ବିଜେଡି ସବୁ ବେଳେ ଡବଲ ଷ୍ଟାଣ୍ଡାର୍ଡ। ଦିଲ୍ଲୀରେ ଗୋଟେ କଥା ପଲ୍ଲୀରେ ଗୋଟେ କଥା କୁହେ ବିଜେଡି। ଦିଲ୍ଲୀ କଂଗ୍ରେସ ଦ୍ଵାରା ପରିଚାଳିତ ହେଉଛି ବିଜେଡି। ବିଜେଡି ଦ୍ଵାରା ପରିଚାଳିତ ହେଉଛି ଓଡ଼ିଶା କଂଗ୍ରେସ।…

ସୁଭଦ୍ରା ଯୋଜନା: ଆଜି ହିତାଧିକାରୀଙ୍କ…

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ମିଳିବା ସୁଭଦ୍ରା କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ କିସ୍ତି। ଆଜି ସୁଦ୍ଧା ୧ କୋଟି ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ୩୨ ଲକ୍ଷ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଜି ସୁଦ୍ଧା ଯେତିକି ସଂଖ୍ୟାରେ ଯୋଗ୍ୟ ବିବେଚିତ…

ପରିବା ବଜାରରେ ନିଆଁ ଲଗାଇଛି ବିଲାତି ଦର:…

ବ୍ୟୁରୋ : ବିଲାତି ଦରରେ ହାତ ମାରି ହେଉନି। ଶହେ ଛୁଇଁଲା ବିଲାତି ଦର। ବିଲାତି ଏମିତି ପରିବା କେତେବେଳେ ରାସ୍ତାରେ ପଡ଼ି ନଷ୍ଟ ହେଲାଣି ତ କେତେବେଳେ ଅଭାବୀ ବିକ୍ରି ପାଇଁ ବାଧ୍ୟ ହେଲେଣି ଚାଷୀ। ପୁଣି କେତେବେଳେ ରକେଟ ପରି ଉପର ମୁହାଁ ହେଲାଣି ଦର। ଆମେ କହୁଛୁ ସ୍ଵାଦ ଆଉ ସୌନ୍ଦର୍ଯ୍ୟରେ ସବୁଠାରୁ ଉପରେ…

ନୂଆ ଖଣି ଟିକସ ବିଲ ପାଇଁ ସ୍ୱତନ୍ତ୍ର…

ଭୁବନେଶ୍ୱର: ରାଜ୍ୟରେ ନୂଆ ଖଣି ଟିକସ ବିଲ ଆଣିବା ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ନେଇ ଦାବି ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତୀ ଶ୍ରୀକାନ୍ତ ଜେନା। ରାଜ୍ୟରେ ନୂଆ ଖଣି ଟିକସ ବିଲ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ସମୟର ଆବଶ୍ୟକତା ବୋଲି…

ବିଜେଡି ଓଡ଼ିଶାର ଏବେ ବି ସବୁଠାରୁ ବଡ଼,…

ଭୁବନେଶ୍ୱର: ବିଜେଡି ଓଡିଶାର ସବୁଠୁ ବଡ଼ ଦଳ।ଶାସନ ଥିଲେ ବି ଚାଲେ, ଶାସନରେ ନଥିଲେ ବି ଚାଲେ।ପଦଯାତ୍ରା ଯାହା ଅନେକ ବର୍ଷରୁ ଚାଲିଛି, ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୁଏ। ବିରୋଧୀ ଦଳ ଭାବେ ଏଥର ପଦଯାତ୍ରା କରୁଛୁ. ମହତ ଉଦେଶ୍ୟ ନେଇ ଏହା ହେଉଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ।…

ହରିୟାଣା ନିର୍ବାଚନ ଏକଜିଟ ପୋଲକୁ ନେଇ…

ଭୁବନେଶ୍ୱର: ହରିୟାଣା ଏକଜିଟପୋଲ ସହିତ ଓଡିଶାକୁ ଲିଙ୍କ କରା ନ ଯାଉ। ଆମେ ହାରିଥିଲେ ମଧ୍ୟ ଅଧିକ ଭୋଟ ପାଇଛୁ। ଯେଉଁ ନିର୍ବାଚନ ହରିୟାଣାରେ ହୋଇଛି, ତାହା ସ୍ୱଚ୍ଛ ହୋଇଥିବ ବୋଲି ଆଶା କରୁଛୁ।ଯାହା ଟ୍ରେଣ୍ଡ ଅଛି, ତାହା କ୍ଷମତାରେ ଥିବା ଦଳକୁ ପ୍ରତ୍ୟାଖ୍ୟାନ କରିବ ବୋଲି ଆମେ ପ୍ରାଥମିକ ସ୍ତରରୁ ଜାଣିବାକୁ…

ଆଳୁ ମିଶନ ନେଇ ବଡ କଥା କହିଲେ କୃଷି…

ଭୁବନେଶ୍ୱର: ନୂଆ ଆଳୁ ମିଶନ ନେଇ ରାଜ୍ୟର ନୂଆ ସରକାର ଆକ୍ଟିଭ ମୋଡ଼ରେ କାମ କରୁଛି। ପୂର୍ବ ସରକାର ଆଳୁ ମିଶନ କରିଥିଲେ ଯାହା ଫେଲ ହୋଇଥିଲାବର୍ତ୍ତମାନର ସରକାର ରାଜ୍ୟରେ ଅଧିକ ଆଳୁ ଉତ୍ପାଦନ ପାଈଁ ଚେଷ୍ଟା କରୁଛନ୍ତି ବୋଲି କୃଷି ମନ୍ତ୍ରୀ କେ ଭି ସିଂହ ଦେଓ କହିଛନ୍ତି। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା…