Browsing Category
ରାଜ୍ୟ
ବିଜେଡିର ବଡ଼ ଯୋଜନା: ଦଳର ସଭ୍ୟ ସଂଗ୍ରହ…
ଭୁବନେଶ୍ୱର: ଆଗକୁ ବଡ଼ ଯୋଜନା କରିବାକୁ ଯାଉଛି ବିଜେଡି। ଦଳକୁ ମଜଭୁତ ଓ ସଶକ୍ତ କରିବା ଲକ୍ଷ୍ୟରେ ବିଜେଡି ଅନେକ କାମ ହାତକୁ ନେଇଛି। ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର…
ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ପାଇଁ…
ଭୁବନେଶ୍ୱର: ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ସହାୟତା ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ସେମାନଙ୍କ ଠାରୁ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗ୍ରହଣ କରିଛନ୍ତି।…
୨୦୩୬ରେ ଗଠିତ ହେବ ସମୃଦ୍ଧ ଓଡ଼ିଶା: ଭିଜନ…
ଭୁବନେଶ୍ୱର: ୨୦୩୬ରେ ଗଠିତ ହେବ ସମୃଦ୍ଧ ଓଡ଼ିଶା। ୨୦୪୭ର ବିକଶିତ ଭାରତ ପାଇଁ ଓଡ଼ିଶାର ରହିବ ମହତ୍ତ୍ୱପୂର୍ଣ୍ଣ ଅବଦାନ। ଏହି ଲକ୍ଷ୍ୟ ହାସଲ ପାଇଁ ଏକ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ଭିଜନ୍ ଡକୁମେଣ୍ଟ ପାଇଁ ଏକ ୱେବ ପୋର୍ଟାଲ ଉନ୍ମୋଚନ କରି ଜନସାଧାରଣଙ୍କୁ ଏଥିପାଇଁ…
ବିଜେଡି ଛାଡିଲେ ବରୀ ପୂର୍ବତନ ବିଧାୟିକା…
ଯାଜପୁର: ହାରିବା ପରେ ବିଜେଡି ଶିବିରରେ ହଳଚଲ ଲାଗିରହିଛି। କେତେବେଳେ ନେତା ଦଳ ଛାଡ଼ୁଛନ୍ତି ତ ପୁଣି କେତେବେଳେ ବିଜେଡି ବିରୁଦ୍ଧରେ ବିଷ ଓଗାଳୁଛନ୍ତି। ଏହି କ୍ରମରେ ଯାଜପୁର ବିଜେଡି ରାଜନୀତିରେ ବଡ଼ ହଲଚଲ ଦେଖିବାକୁ ମିଳିଛି। ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡିକୁ ବାଏ ବାଏ କରିଛନ୍ତି।…
ଓଡିଶାକୁ ଫେରିଲା ପୋସ୍କୋ: ଜେଏସଡବ୍ଲ୍ୟୁ…
ଭୁବନେଶ୍ୱର: ଓଡିଶାକୁ ଫେରିଲା ପୋସ୍କୋ। ଓଡିଶାରେ ୫୨ ହଜାର କୋଟି ଟଙ୍କାର ନିବେଶ କରି ଇସ୍ପାତ କାରଖାନା ସ୍ଥାପନ କରିବାରେ ବିଫଳ ହେବା ପରେ ଏବେ ପୁଣି ଥରେ ଓଡିଶାକୁ ଫେରିଛି ପୋସ୍କୋ। ଦକ୍ଷିଣ କୋରିଆର ଏହି ଇସ୍ପାତ କମ୍ପାନୀ ଜଗତସିଂହପୁର ଫେରିବା ପରେ ଏବେ ଓଡିଶା ଶିଳ୍ପାୟାନରେ ନୂଆ ଆଶା ସଂଚାର ହୋଇଛି।…
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ‘ଏକତା…
ଭୁବନେଶ୍ୱର: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକତା ଦୌଡ’ ବା Run For Unityକୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ରାଷ୍ଟ୍ରୀୟ ଏକତା ପାଇଁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ…
ଲିଙ୍ଗରାଜ ମନ୍ଦିରରେ ବଲିଉଡ୍…
ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଏମିତି ଘଟଣା ହେବା କଥା ନୁହେଁ । ଲିଙ୍ଗରାଜ ମନ୍ଦିରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ଭିଡିଓ ଓ ଫୋଟୋ ଭାଇରଲ ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଏକାମ୍ର ବିଧାୟକ ବାବୁ ସିଂହ। କହିଛନ୍ତି ବିଗତ ଦିନରେ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ଫଟୋ ଉଠେଇବା ବେଳେ ପୁରା…
ଦୂର ହେବ ଦାଦନ ଜନିତ ବିସ୍ଥାପନ ସମସ୍ୟା:…
ଭୁବନେଶ୍ୱର: ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠନ ହୋଇଥିବା ଟାସ୍କଫୋର୍ସର ପ୍ରଥମ ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ…
ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା…
ଭୁବନେଶ୍ୱର: ପାଳିତ ହୋଇଛି ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ - ୨୦୨୪। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖମନ୍ତ୍ରୀ ମୋହନ ମାଝୀ। ଦୁର୍ନୀତି ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି…
ଆସନ୍ତକାଲି ଆୟୁଷ୍ମାନ ଯୋଜନା ପାର୍ଟ ୨ର…
ବ୍ୟୁରୋ: ଆସନ୍ତା କାଲି ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆୟୁଷ୍ମାନ ଯୋଜନାର ପାର୍ଟ ୨ର ଶୁଭାରମ୍ଭ ହେବ। ଯେହେତୁ ଓଡ଼ିଶାରେ ପୂର୍ବରୁ ଆୟୁଷ୍ମାନ ଯୋଜନା ଲାଗୁ ହୋଇନଥିଲା ତେଣୁ ତାର ମୋଡ଼ାଲିଟ ବି ପ୍ରସ୍ତୁତ ହୋଇନାହିଁ। ଆମେ ଖୁବଶୀଘ୍ର ମୋଡ଼ାଲିଟ ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ…